ଧର୍ମ ପରିବର୍ତ୍ତନ କରିବାରୁ ମିଳୁନି ଶ୍ମଶାନ, ୩୬ ଘଣ୍ଟା ପରେବି ଉଠିଲାନି ମୃତଦେହ
୩୬ ଘଣ୍ଟା ପରେବି ଉଠିଲାନି ମୃତଦେହ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଣ୍ଡ୍ରି ଗାଁରେ ଏବେବି ପଡ଼ି ରହିଛି ମାଣିକ ସାନ୍ତାଙ୍କ ମୃତଦେହ । ନିଜ ମୂଳଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିବାରୁ ଶବ ସତ୍କାର ପାଇଁ ଗାଁଲୋକ ଜାଗା ଦେଉନଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଉମରକୋଟ ପୋଲିସ…
