ଶ୍ରୀ ଜଗନ୍ନାଥ କାଜୁ କମ୍ପାନିରେ ଲାଗିଛି ନିଆଁ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ଗୋଷାଣୀ ବ୍ଳକ ଅନ୍ତର୍ଗତ ଲାବାନ୍ୟଗଡ଼ ନିକଟ ଶ୍ରୀ ଜଗନ୍ନାଥ କାଜୁ କମ୍ପାନିରେ ଲାଗିଛି ନିଆଁ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଳମ୍ବିତ ରାତି ୧୧ଟାରୁ ନିଆଁ ଲାଗିଥିବା ବେଳେ ଏବେବି ଜଳୁଛି…
