Odia News Portal
Browsing Tag

swadhikar

ଡିଏଭି ପୋଖରୀପୁଟରେ ଓଡ଼ିଆ ପକ୍ଷ ଦିବସ

ଓଡ଼ିଆ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ତଥା ପ୍ରସାର ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଓଡ଼ିଆ ପକ୍ଷ’ ଡିଏଭି ପୋଖରୀପୁଟରେ ପାଳନ କରାଯାଉଛି । ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ଆଜିର ଦିନକୁ ‘ବର୍ଣ୍ଣବୋଧ ଦିବସ’ ଭାବରେ ଅତି ଶ୍ରଦ୍ଧାରେ ପାଳନ କରାଯାଇଛି । ଏହି…

କାଠ ଗୋଲା ଭିତରେ ଗ୍ୟାସ୍ ଗୋଦାମ, ବେଆଇନ ଗ୍ୟାସ 

କାଠ ଗୋଲା ଭିତରେ ଗ୍ୟାସ୍ ଗୋଦାମ । ବେଆଇନ ଗ୍ୟାସ ମହଜୁଦ ରଖିବା ଅଭିଯୋଗରେ ବଡ଼ ଧରଣର ଚଢାଉ। ଗ୍ୟାସ ଗୋଦାମରେ ଚଢାଉ କରୁଛି ଯୋଗାଣ ବିଭାଗ । ଭୁବନେଶ୍ବର ସାମନ୍ତରାପୁର ଛକ ନିକଟରେ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ମିଳିଲା ବିପୁଳ ପରିମାଣର ଗ୍ୟାସ ଟ୍ୟାଙ୍କି ଜବତ ହୋଇଛି ।ଗତମାସ ସୂଚନାଥିଲା କି,…

କାଳବୈଶାଖୀ ଯୋଗୁଁ ଗଛ ପଡ଼ି ଭାଙ୍ଗିଲା ଘର, ୩ ଗୁରୁତର

ଖଇରାରେ କାଳବୈଶାଖୀରେ ପ୍ରଭାବ। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କଇଁଥଗଡିଆ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଵର୍ଷା, ପବନ, ବିଜୁଳି ଘଡଘଡିର ତାଣ୍ଡବ। ପବନରେ ଭାଙ୍ଗିଲା ଘର ଓ ଅନେକ ବଡ଼ ବଡ଼ ଗଛ । ଲୋକେ ଶୋଇଥିବା ବେଳେ ଗଛ ପଡ଼ି ଘର ଭାଙ୍ଗିଯାଇ ୩ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଖଇରା…

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ସେଣ୍ଟ୍ରାଲ ଇରିଗେସନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ବର, କଟକ ଓ ଢେଙ୍କାନାଳରେ…

ଏପ୍ରିଲ ୨୦ରେ ପବିତ୍ର ଅକ୍ଷୟ ତୃତୀୟା, ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ହେବ ଅନୁକୂଳ

ଏପ୍ରିଲ ୨୦ତାରିଖରେ ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ । ଏଥିସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଗତକାଲି ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର…

ଆଜିଠୁ ବାହାର ରତ୍ନଭଣ୍ଡାର ଗଣତି ମଣତି; କେବଳ ରବିବାର ବନ୍ଦ, ବାହାର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ…

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ବାହାର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆଜି (ବୁଧବାର) ଏପ୍ରିଲ ୮ ତାରିଖଠୁ ଆରମ୍ଭ କରାଯିବ । ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ପାଇଁ ଅଧିକ ସମୟ ଆବଶ୍ୟକ ରହିଛି । ଏଣୁ ଆଗାମୀ ଦିନରେ ଶନିବାରରେ ମଧ୍ୟ ଗଣତି ମଣତି କାର୍ଯ୍ୟ କରାଯିବ । କେବଳ…

୨୮୮ ଅଦରକାରୀ ଆଇନ ପ୍ରତ୍ୟାହାର ଓ ୮ ପ୍ରମୁଖ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ

ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ ପରେ ୨୮୮ଟି ଅଦରକାରୀ ଆଇନ ପ୍ରତ୍ୟାହର ପାଇଁ ପ୍ରସ୍ତାବ ଆସିଛି । ଏହା ସହ ୮ଟି ପ୍ରମୁଖ ଆଇନ ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ ମିଳିଛି । ଅଦରକାରୀ ଆଇନ ପ୍ରତ୍ୟାହାର ଓ ସଂଶୋଧନ କରି ଆଇନ ବ୍ୟବସ୍ଥାରେ ସୁଧାର ଆଣିବା ସରକାରଙ୍କ ଲକ୍ଷ୍ୟ ରହିଛି । ବିକଶିତ ଓଡ଼ିଶା ଗଠନ…

ଗାଡି ନମ୍ବର ପ୍ଲେଟରେ ଓଏଚ୍‌ଆର୍‌ସି ଓ ଓଡ଼ିଶା ପୋଲିସ ଲୋଗୋ, ଚଢ଼ାଉ ପାଇଁ STAର ନିର୍ଦ୍ଦେଶ

ରାଜ୍ୟ ମାନବାଧିକାର କମିଶନ (OHRC) ଓ ଓଡ଼ିଶା ପୋଲିସ ନାଁରେ କେତେକ NGO ଲୋକଙ୍କୁ ଠକୁଛନ୍ତି। ଏହି ସଙ୍ଗଠନ ଗୁଡ଼ିକ ବ୍ୟକ୍ତିଗତ ଗାଡ଼ିର ନମ୍ବର ପ୍ଲେଟରେ ଓଏଚ୍‌ଆର୍‌ସି ଓ ଓଡ଼ିଶା ପୋଲିସ ଲୋଗୋ ଲଗେଇ ଏଭଳି କରୁଛନ୍ତି। ଏନେଇ ଅଭିଯୋଗ ହେବା ପରେ ଓଏଚ୍‌ଆର୍‌ସି ଏହାକୁ ଗୁରୁତ୍ଵର ସହ…

ଆଜି କେମିତି କଟିବ

ମେଷ: ଆଜି ଆପଣ ଆଳସ୍ୟ ଅନୁଭବ କରିବେ । ଆପଣଙ୍କ ଶରୀରରେ ସତେଜତାର ଅଭାବ ରହିବ । ଆପଣଙ୍କ ସ୍ୱଭାବରେ ବୃଦ୍ଧି ପାଇଥିବା ଆକ୍ରମଣ ଆପଣଙ୍କ କାମକୁ ବାଧା ଦେଇପାରେ, ତେଣୁ ଆପଣଙ୍କ ଆକ୍ରମଣକୁ ନିୟନ୍ତ୍ରଣରେ ରଖନ୍ତୁ । ଉଚ୍ଚପଦସ୍ଥ ଅଧିକାରୀ ଏବଂ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଆଲୋଚନା ଏବଂ…

ଇରାନରେ ଆମେରିକାର ଉଦ୍ଧାର ଅପରେସନକୁ ନେଇ ପ୍ରଶ୍ନ

ଇରାନରେ ଆମେରିକାର ସେନା ଅଧିକାରୀ ଓ ପାଇଲଟ୍‌ଙ୍କ ଉଦ୍ଧାର ପାଇଁ ହୋଇଥିବା ଅପରେସନକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଏକ ହଲିଉଡ ଚଳଚ୍ଚିତ୍ରଠାରୁ କିଛି କମ୍ ନ ଥିଲା। ଶହ ଶହ ଆମେରିକୀୟ କମାଣ୍ଡୋ ଅନ୍ଧାରରେ ଇରାନ ଭିତରକୁ କୁଦିପଡିଥିଲେ, ୭,୦୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ…