Odia News Portal
Browsing Tag

swadhikar

ପୁରୀରେ ରୋଡ୍‌ ସୋ’, ଅନୁଗୁଳ-କଟକରେ ଜନସଭା କରିବେ ମୋଦି

ଆସନ୍ତାକାଲି ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦ରେ ପୁରୀରେ ସକାଳ ୮ଟାରେ ରୋଡ ସୋ କରି ମହାପ୍ରଭୁଙ୍କ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ। ତାପରେ ଅନୁଗୁଳ ଠାରେ ସକାଳ ୯ଟା ୩୦ରେ ବିରାଟ ଜନସଭା କରିବା ସହ କଟକରେ ଦିନ ସାଢ଼େ ୧୧ଟାରେ…

୨୧ରେ ପୁଣି ଆସିବେ ଅମିତ ଶାହ, ୪ଟି ସ୍ଥାନରେ କରିବେ ଜନସଭା

୨୧ ତାରିଖରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମେ’ ୨୧ରେ ଗୃହମନ୍ତ୍ରୀ ଓଡ଼ିଶାରେ ୪ଟି ସ୍ଥାନରେ ସଭା କରିବେ । ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ ସମ୍ବଲପୁରରେ ବିଶାଳ ଜନସଭା କରିବେ ଶାହ । ଏହାପରେ କେନ୍ଦୁଝର, ପର୍ଜଙ୍ଗ ଓ ନୟାଗଡ଼ ସଭାରେ ଯୋଗ ଦେବେ ଅମିତ ଶାହ ।…

ଦ୍ୱିତୀୟ ପର୍ଯ୍ୟାୟରେ ୨୬୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ୧୦୪୧ ବୁଥ୍‌ରେ ମହିଳା ପୋଲିଂ କର୍ମଚାରୀ

ଆସନ୍ତା ସୋମବାର ବା ୨୦ ତାରିଖରେ ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ ମୋଟ ଭୋଟର ସଂଖ୍ୟା ୭୯ ଲକ୍ଷ ୬୯ ହଜାର ୮୮୭ । ଭୋଟ ଗ୍ରହଣ ପାଇଁ ୯ ହଜାର ୧୬୯ ମତଦାନ କେନ୍ଦ୍ର କରାଯାଇଛି । ୧୦୪୧ଟି ବୁଥ …

ବାଲେଶ୍ୱରରେ ବିଜେପିର ବଡ଼ ରଣନୀତି, ୫ ହେଭିୱେଟ୍‌ଙ୍କ ରୋଡ୍ ସୋ’

ବାଲେଶ୍ୱରରେ ବିଜେପିର ବଡ଼ ରଣନୀତି । ରାଜ୍ୟ ବିଜେପିର ୫ ତୁଙ୍ଗ ନେତା ଏକାଠି ହୋଇ ଶହ ଶହ ସମର୍ଥକଙ୍କ ସହ କରିଛନ୍ତି ରୋଡ୍ ସୋ’ । ରାଜ୍ୟର ଏହି ଶୀର୍ଷ ନେତା ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା…

୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ଆଜି ସରିବ ପ୍ରଚାର

ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏଥିପାଇଁ ଆଜି ସରୁଛି ପ୍ରଚାର। ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦୀପ ପୁରୋହିତ, ସଙ୍ଗୀତା ସିଂଦେଓ, ଜୁଏଲ ଓରାମ, ଅଚ୍ୟୁତ ସାମନ୍ତ, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, କଳିକେଶ…

ନବ ଦାସଙ୍କ ପୁଅଙ୍କ PAଙ୍କ ଘରେ ପଶିଲା ଆଇଟି ଟିମ୍; ଚାଲିଛି ରେଡ୍

ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ PAଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପର୍ସନାଲ ଆସିଷ୍ଟାଣ୍ଟ ଆଶିଷ ଦାସଙ୍କ କୋଲାବିରା ଘରେ ଏହି ରେଡ୍‌ କରାଯାଇଛି। ୨ ଜଣିଆ ଆୟକର ଟିମ ପକ୍ଷରୁ…

ଅପରାଜିତାଙ୍କୁ ପ୍ରଶଂସାରେ ପୋତିଲେ, ବିଜେଡି ଉପରେ ବର୍ଷିଲେ ହେମାମାଳିନୀ

ଓଡ଼ିଶା ଗସ୍ତରେ ଡ୍ରିମ୍‌ଗାର୍ଲ ହେମାମାଳିନୀ। ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ସାଲିଆ ସାହିରେ ବିଜେପି ପାଇଁ କଲେ ପ୍ରଚାର । ସାଲିଆ ସାହିରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ । ଓଡ଼ିଶାରେ ବଢିଚାଲିଥିବା ଦୁର୍ନୀତି ଓ ପର୍ଯ୍ୟଟନର ବିକାଶ ହୋଇନଥିବା କହି ଦୁଃଖ ପ୍ରକାଶ କରିବା…

ବିଜୟ, ସାରଦା ଓ ରାକେଶ ବିଜେପିରୁ ବହିଷ୍କୃତ

ବିଜେପିରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ତାଙ୍କୁ ବହିଷ୍କାର କରାଯାଇଛି। ସେହିପରି ସାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରାଯାଇଛି। 

ଦମ୍ଭୋକ୍ତି ଦେଖାଇଲେ ଶାହ: ୧୫ ଲୋକସଭା ଓ ୭୫ ବିଧାନସଭା ଆସନ ଜିତିବ ‍ବିଜେପି

ଓଡ଼ିଶାରେ ବିଜେପି ୨୧ଟି ଲୋକସଭା ଆସନରୁ ୧୫ଟିରେ ବିଜୟୀ ହେବ। ସେହିପରି ୧୪୭ଟି ବିଧାନସଭା ଆସନରୁ ୭୫ଟିରେ ଜିତିବ। ଆଜି ପୁଣି ଓଡ଼ିଶା ଗସ୍ତରେ ଆସି ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ରାଉରକେଲାର ନିର୍ବାଚନୀ ସଭାରେ ଯୋଗ ଦେଇ ଅମିତ…

୧୯ରେ ଓଡ଼ିଶା ଆସିବେ ପ୍ରଧାନ ମନ୍ତ୍ରୀ

ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସନ୍ଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିବେ। ୧୯ ତାରିଖ ସନ୍ଧ୍ୟାରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ସେହିଦିନ ସନ୍ଧ୍ୟା ୭ଟାରେ ରାଜ୍ୟ ବିଜେପି…