Odia News Portal
Browsing Tag

swadhikar

‘ରାଜ୍ୟ ସରକାର ଭାବୁଛନ୍ତି ବିକାଶ କରୁଛନ୍ତି, କିନ୍ତୁ ଏଠାରେ ଭ୍ରଷ୍ଟାଚାର ବଢ଼ିଛି’

ରାଧେ ରାଧେ କହି ଭୁବନେଶ୍ୱରର ସାଲିଆସାହି ଆଶୀର୍ବାଦ ସମାବେଶରେ ଶୁକ୍ରବାର ନିଜ ଭାଷଣ ଆରମ୍ଭ କରିଥିବା ହେମା ମାଳିନୀ ମୁମ୍ବାଇର ଧରାବୀର ଉଦାହରଣ ଦେଇ ସାଲିଆସାହିର ବିକାଶ କଥା କହିଛନ୍ତି । ଏହି ରାଜ୍ୟରେ କଂଗ୍ରେସ ଓ ବିଜେଡି ସରକାର ବହୁ ବର୍ଷ କ୍ଷମତାରେ ରହିବା ପରେ ବି ରାଜ୍ୟର ସେପରି…

୪ ଘଣ୍ଟା ପରେ କାବୁ କଲା ବନ ବିଭାଗ

ଜାଲରେ ପଡ଼ିଲା କାଲରାପତରିଆ ବାଘ । ବାରିପଦା ସହର ଭିତରୁ ଧରାପଡ଼ିଲା ବାଘ । ବନ ବିଭାଗ ପହଞ୍ଚି ଟ୍ରାଙ୍କୁଲାଇଜ୍ ଟିମ୍ ସାହାଯ୍ୟରେ ବାଘକୁ ଦୀର୍ଘ ୪ ଘଣ୍ଟା ପରେ କାବୁ କରିଛି। ଆଜି ସକାଳେ ବାରିପଦା ସହରର ଭଞ୍ଜପୁର ଅଞ୍ଚଳରେ ଏକ ବାଘ ବୁଲୁଥିବା ଦେଖାଯାଇଥିଲା। ଖବର ପ୍ରଚାର ହେବା ପରେ ଲୋକେ…

୫୪ ପଇସା ଦେଇ ଭୋଟ୍‌ କିଣିବାକୁ ବସିଛି ବିଜେଡି

ଲୋକଙ୍କୁ ମାତ୍ର ୫୪ ପଇସା ଦେଇ ଭୋଟ୍‌ କିଣିବାକୁ ବସିଛି ବିଜେଡି। ସାଲିଆସାହି ସମାବେଶରେ ଏଭଳି ଅଭିଯୋଗ ଆଣିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି, ବିଜେଡି ଏବେ ମହିଳାଙ୍କ ପିଛା ୧ ହଜାର ଟଙ୍କା ବାଣ୍ଟୁଛି ବା ଆଗକୁ ବାଣ୍ଟିବ। ହିସାବ ଦେଖିଲେ ୫ ବର୍ଷରେ ୧୮୨୬ ଦିନ ପାଇଁ ଦେଉଛି ୧…

ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

ସମ୍ବଲପୁର ଜନସଭାରେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନବାଣ ମାରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ସମ୍ବଲପୁର କୋଶଳୀ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟକୁ ୫ଥର ପ୍ରସ୍ତାବ ଦେଇଛନ୍ତି, କିନ୍ତୁ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ରହିବା ପରେ ମଧ୍ୟ…

‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି, ଜଗନ୍ନାଥଙ୍କ ଅଭିଶାପ ପଡ଼ିବ’: ହିମନ୍ତ

କବିସୂର୍ଯ୍ୟନଗରରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ବିଜେପି ପ୍ରଚାର ସଭାରେ ଓଡ଼ିଆରୁ ଭାଷଣ ଆରମ୍ଭ କରିଛନ୍ତି। ସାଧାରଣ ସଭାରେ ବିଜେଡି ଓ ପାଣ୍ଡିଆନ୍‌ଙ୍କୁ ସିଧାସଳଖ ଟାର୍ଗେଟ୍‌ କରିବା ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗଠାରୁ ଆରମ୍ଭ କରି ରାସନ…

ଓଡ଼ିଶାରେ ଏଥର ବିଜେପି ସରକାର କରିବ: ହେମାମାଳିନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ଦେଶବାସୀ ଖୁସି, ଓଡ଼ିଶାରେ ଏଥର ବିଜେପି ସରକାର କରିବ।ଭୁବନେଶ୍ବର ବିମାନବନ୍ଦର ବାହାରେ ବିଜେପିର ଷ୍ଟାର୍ ପ୍ରଚାରକ ହେମାମାଳିନୀ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ରାଜ୍ୟର ୨୫ ବର୍ଷର…

ସାଂସଦ ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ସାଂସଦ ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି। ତାଙ୍କ ବିରୋଧରେ କଟକ ଜେଏମ୍‌ଏଫ୍‌ସି କୋର୍ଟ ଜାରୀ କରିଥିବା ଜାମିନ ବିହୀନ ଗିରଫ ପରୱାନା(NBW)ଉପରେ ହାଇକୋର୍ଟ ସ୍ଥଗିତାଦେଶ ରଖିଛନ୍ତି। ତେବେ ସେ ଆସନ୍ତା ୨୩ ତାରିଖ ମଧ୍ୟରେ ନିମ୍ନ ଅଦାଲତରେ ହାଜର ହୋଇପାରିବେ ବୋଲି କୋର୍ଟ…

BJD କର୍ମୀଙ୍କ ଆକ୍ରମଣରେ BJP କର୍ମୀଙ୍କ ମୃତ୍ୟୁ! ଖଲ୍ଲିକୋଟରେ ୧୪୪ ଧାରା ଜାରି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ ନିର୍ବାଚନୀ ହିଂସା। ବିଜେଡି କର୍ମୀଙ୍କ ଆକ୍ରମଣ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ହତ୍ୟାକାଣ୍ଡକୁ ନେଇ ଖଲ୍ଲିକୋଟରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି। ସ୍ଥିତି ଅଣାୟତ୍ତ ହେଉଥିବା…

ରାଜନୀତିର ପରିଭାଷା ବଦଳାଇଛନ୍ତି ମୋଦି, ଯାହା କୁହନ୍ତି ତାହା କରନ୍ତି: ନଡ୍ଡା

ଆସୁ ଆସୁ ପଦ୍ମପୁର ସଭାରେ ବର୍ଷିଲେ ନଡ୍ଡା । କହିଲେ ରାଜନୀତିର ପରିଭାଷା ବଦଳାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୧୪ ପୂର୍ବରୁ ଧାରଣା ଥିଲା ଭାରତରେ କିଛି ବଦଳିବନି । ୨୦୧୪ ପରେ ମୋଦି ପରିବର୍ତ୍ତନର ନୂଆ ଧାରା ଆଣିଲେ ବୋଲି କହିଛନ୍ତି । ୨୦୧୪ ପୂର୍ବର ଭାରତ ଓ ପରର ଭାରତ ମଧ୍ୟରେ…

ଜେପି ନଡ୍ଡା ପଚାରିଲେ- ଆଜି ଓଡ଼ିଶାର ଶାସନ କିଏ ଚଳାଇଛି?

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜଧାନୀ ଭୁବନେଶ୍ୱରରେ ବିଶାଳ ରୋଡ୍‌ ଶୋ’ କରିବା ପରେ ବରଗଡ଼ ଅଭିମୁଖେ ଯାଇଥିଲେ। ଅପରାହ୍ନରେ ନଡ୍ଡାଙ୍କ ହେଲିକପ୍ଟର ପଦ୍ମପୁର ନିର୍ବାଚନମଣ୍ଡଳୀର ଆର୍‌ବି ହାଇସ୍କୁଲ ପଡ଼ିଆରେ ଅବତରଣ କରିଥିଲା। ସେଠାରେ ତାଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ…