ଏଥର ବିଜେଡି ଆସିଲେ ନବୀନ ନୁହେଁ, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ:ଅପରାଜିତା
‘ବିଜେଡି ଆଉ ବିଜୁ ଜନତା ଦଳ ହୋଇ ରହି ନାହିଁ। ତାହା ଏବେ ପାଣ୍ଡୁ ଜନତା ଦଳ। ତେଣୁ ଆପଣ ଯଦି ବିଜେଡିକୁ ଭୋଟ ଦେଉଛନ୍ତି ତା’ହେଲେ ଜାଣି ରଖନ୍ତୁ ଆପଣ ପାଣ୍ଡୁଜୀଙ୍କୁ ଭୋଟ ଦେଉଛନ୍ତି । କାରଣ ବିଜେଡି ଆସିଲେ ଏଥର ନବୀନ ନୁହେଁ, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ ।’ ଆଜି ଏପରି କହି ବିଜେଡିକୁ!-->…
