Odia News Portal
Browsing Tag

swadhikar

ମହାନଦୀ ବ୍ରିଜ୍‌ ଉପରୁ ଖସିପଡ଼ିଲେ ଯୁବକ,ଗୁରୁତର ଅବସ୍ଥାରେ SCB ମେଡିକାଲରେ ଭର୍ତ୍ତି

ମହାନଦୀ ବ୍ରିଜ ଉପରୁ ତଳକୁ ଖସି ପଡ଼ିଲେ ଯୁବକ । ସଡକ ଦୁର୍ଘଟଣାର ଶିକାର ହୋଇ ଖସିପଡ଼ିଥିବ ସନ୍ଦେହ କାରଯୁଛି । ଯୁବକ ଜଣକ ନାମ ସତିଶ ରାଉତ । ତାଙ୍କ ଘର ଛତିଆ ଅଞ୍ଚଳର ବୋଲି ଜଣାପଡିଛି । ଚାଉଳିଆଗଞ୍ଜର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଯୁବଙ୍କୁ ଉଦ୍ଧାର କରିବା ସହ SCB ମେଡିକାଲରେ…

ଦିନକ ପରେ ବିଦାୟ ନେବ ମୌସୁମୀ

ରାଜ୍ୟରେ ଏବେ ଖରାଟିଆ ଓ ଶୁଖିଲା ପାଗ ଲାଗିରହିଛି। ରାଜ୍ୟ ଓ ଦେଶରୁ ଏଇ ବର୍ଷ ପାଇଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ‌ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଫେରିଯିବାକୁ ପାଗ ଅନୁକୂଳ ହେଉଛି। ଏଥିସହ ଦକ୍ଷିଣ ଉପଦ୍ବୀପ ଭାରତ ଏବଂ ଦକ୍ଷିଣ ତଥା ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୂର୍ବ ଓ…

ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ: ପଦଯାତ୍ରାରେ ସାମିଲ ହେବେ

ଗୁରୁବାର ଦିନ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୯ ବର୍ଷରେ ପାଦ ଦେବେ। ନିଜର ନିଆରା ଓ ଭିନ୍ନ ରାଜନୀତି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ନବୀନ ଏଥର ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରିବେ। ପାଖାପାଖି ୬ ମାସ ବ୍ୟବଧାନ ପରେ ସର୍ବସାଧାରଣ…

ମୁଖ୍ୟମନ୍ତ୍ରୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

ରାଜ୍ୟପାଳ ହରିବାବୁ କମ୍ଭମପାଟି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ସନ୍ଧ୍ୟାରେ ରାଜ୍ୟପାଳ ଶ୍ରୀ କମ୍ଭମପାଟି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଆସି ଉପହାର ପ୍ରଦାନ କରିବା ସହ ଦୀପାବଳି ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଏବଂ…

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅଫିସର, ଜମିରେ କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ ବେଗୁନିଆ ତହସିଲ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପାରେଟର । ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରା ପଡିଥିବା ସୂଚନା। ଧରା ପଡ଼ିଥିବା ଡାଟା ଏଣ୍ଟ୍ରି ଅପରେଟର ହେଉଛନ୍ତି ସ୍ମୃତି ଜୟସିଂହ । ସେ ଜମିରେ କିସମ ପରିବର୍ତନ ନେଇ ଜୈନିକ…

ମହାପ୍ରଭୁଙ୍କ ପରମ୍ପରାକୁ ପୁଣି ଅଣଦେଖା କଲା ଇସ୍କନ, ଋଷିକେଷରେ ହେଲା ଅଦିନିଆ ରଥଯାତ୍ରା

ବାରମ୍ବାର ତାଗିଦ ସତ୍ତ୍ୱେ ମହାପ୍ରଭୁ ଜଗନ୍ନାଥଙ୍କ ପରମ୍ପରାକୁ ମାନିବାକୁ ପ୍ରସ୍ତୁତ ହେଉନାହିଁ ଇସ୍କନ | ବାସ୍ତବରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଚି । ଋଷିକେଷରେ ଥିବା ମଧୁବନ ଆଶ୍ରମ ଦ୍ୱାରା ୨୮ତମ ଶ୍ରୀଜଗନ୍ନାଥ ରଥଯାତ୍ରା ଅଦିନରେ ଆୟୋଜନ କରାଯାଇଛି |…

ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହ ଶୃଙ୍ଗାର କରିବେ। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ବୁଧବାର ଦ୍ୱିତୀୟ…

ନୂଆପଡ଼ା ଉପନିର୍ବାଚନ: ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ‌ଢୋଲକିଆ ହେଲେ ବିଜେପି ପ୍ରାର୍ଥୀ

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ‌ଢୋଲକିଆ ହେଲେ ବିଜେପି ପ୍ରାର୍ଥୀ। ଗତ ୧୧ ତାରିଖରେ ବିଜେପିରେ ମିଶିଥିଲେ। ୧୬ ତାରିଖରେ ନାମାଙ୍କନ ଭରିବେ ଜୟ। ଜୟ ‌ଢୋଲକିଆଙ୍କ ନାମାଙ୍କନରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ…

ଧରା ପଡ଼ିଲାଣି ୨୫ରୁ ଅଧିକ ଚୋରା କ୍ରୋମାଇଟ୍‌ ଡିପୋ

କ୍ରୋମ୍‌ ଉପତ୍ୟକା ସୀମାନ୍ତ ଇଲାକାରେ ଗତ ୧୦ ବର୍ଷ ମଧ୍ୟରେ ୨୫ରୁ ଅଧିକ ଚୋରା କ୍ରୋମାଇଟ୍‌ ଡିପୋ ଧରା ପଡ଼ିଲାଣି। ଯାଜପୁରଜିଲ୍ଲା କାଳିଆପାଣି, ସୁକିନ୍ଦା ଓ ପାଣିକୋଇଲି ଥାନା ଇଲାକା ଏବଂ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲା ଭୁବନ, କାମାକ୍ଷାନଗର ଓ ଗଁଦିଆ ଥାନା ଇଳାକାରେ…

ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବ ବ୍ୟବସ୍ଥା। ଭକ୍ତମାନେ ଟିକେଟ୍‌ କରି ଦର୍ଶନର ସୁଯୋଗ ପାଇବେ। ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ଏଥିସହ ଗୁଣ୍ଡିଚା ମନ୍ଦିରର ଅନ୍ୟ ତିନି ପାର୍ଶ୍ବର ଉନ୍ନତୀକରଣ କରାଯିବ। ଗୁଣ୍ଡିଚା ମନ୍ଦିର…