ଉତ୍କଟ ଜଳ ସମସ୍ୟା: ଦିନେ ଜଳ ଯୋଗାଣ ହେଲେ 3ଦିନ ବନ୍ଦ, ନଦୀ ପଠା ଖୋଳି ସାଉଁଟୁଛନ୍ତି ଦୂଷିତ ଜଳ
ରାଜ୍ୟରେ ତାତି ବଢିବା ସହିତ ବଢିଛି ପାନୀୟଜଳ ସମସ୍ୟା । ନୂଆପଡ଼ା ଜିଲ୍ଲାର ଆଦିବାସୀ ବହୁଳ ଗ୍ରାମ ଗୁଡିକରେ ମଧ୍ୟ ଦେଖିବାକୁ ମିଳିଛି ଅନୁରୂପ ପରିସ୍ଥିତି । ସ୍ଥାନେ ସ୍ଥାନେ ପାଣି ପାଇପ୍ ଫାଟିବା ଯୋଗୁଁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଏହା ସହିତ ଦିନେ ପାଣି ଆସିଲେ ଆସନ୍ତା 3-4…
