Odia News Portal
Browsing Tag

swadhikar

ମେଣ୍ଟନାନ୍ସ ଟ୍ରେନ୍ ଇଞ୍ଜିନରେ ଅଗ୍ନିକାଣ୍ଡ

ମେଣ୍ଟନାନ୍ସ ଟ୍ରେନ୍ ଇଞ୍ଜିନରେ ଅଗ୍ନିକାଣ୍ଡ । ଯୋରନ୍ଦା ରୋଡ୍ ଷ୍ଟେସନ ନିକଟରେ ଇଞ୍ଜିନରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଲା ଇଞ୍ଜିନ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

ବାରିପଦାରେ ପହଞ୍ଚିଲେ ରାଜନାଥ ସିଂ

ବାରିପଦାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବାରିପଦାରେ ଷ୍ଟାଡିଅମରେ ଜନସଭାକୁ ସମ୍ବୋଧିତ କରିବେ । ବାରିପଦାରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶ । ୨୪ ନିର୍ବାଚନ ପୂର୍ବରୁ ବିଜେପିର ବିଶାଳ କାର୍ଯ୍ୟକ୍ରମ । କେନ୍ଦ୍ର ସରକାରଙ୍କ ଜନ ହିତକର କାର୍ଯ୍ୟ ଓ ସଫଳତାର ବାର୍ତ୍ତା…

୨୩ରୁ ଆରମ୍ଭ ହେବ ନାଟମଣ୍ଡବ ମରାମତି କାମ

ଆସନ୍ତାକାଲିଠାରୁ ନାଟମଣ୍ଡପରେ ଫାଟ ଥିବା ବିମ୍ ମରାମତି କାମ । ଏଏସ୍‌ଆଇ ଅଧୀକ୍ଷକ ଦିବିଷଦ ବ୍ରଜସୁନ୍ଦର ଗଡନାୟକଙ୍କ ସୂଚନା । ଦିନ ଗୋଟାଏରୁ ସନ୍ଧ୍ୟା ୭ ଯାଏଁ ଚାଲିବ କାମ, ମାର୍ଚ୍ଚ ୨୦ ପୂର୍ବରୁ ସାରିବା ଲକ୍ଷ୍ୟ । ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିରେ କୌଣସି ଅସୁବିଧା ହେବ ନାହିଁ । କୌଣସି…

ଟମାଟୋ, ଅଣ୍ଡା, ଗୁଳିମାଡକୁ ଭୟ ନାହିଁ, ଲୋକଙ୍କ ପାଖକୁ ଯିବା ପାଇଁ କେହି ଅଟକାଇ ପାରିବେ ନାହିଁ: କାର୍ତ୍ତିକ ପାଣ୍ଡିଆନ

ଦିନିକିଆ ଗଞ୍ଜାମ ଗସ୍ତରେ ଆସି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବେଲଗୁଣ୍ଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି। ଏହି ସଭାରେ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ୫-ଟି ଅଧ୍ୟକ୍ଷ । ସେ କହିଛନ୍ତି ଯେ, ସେ କାହାକୁ ଭୟ କରନ୍ତି ନାହିଁ କି ବିରୋଧ ମଧ୍ୟରେ ସେ ଲୋକଙ୍କ…

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଆଜି ରାଜ୍ୟ କ୍ୟାବିନେଟ ବୈଠକ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ୬ଟାରେ ବସିବ ବୈଠକ । ଏଥିରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବ। ଖାଦ୍ୟ ଯୋଗାଣ, ଉଚ୍ଚଶିକ୍ଷା ଆଦି ବିଭାଗ ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି…

୫୭୬ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଆଜି ନିଯୁକ୍ତି ପାଇବେ

ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ୫୭୬ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇବେ। ଗୁରୁବାର ପୂର୍ବାହ୍ନ ୧୧.୩୦ରେ ଲୋକସେବା ଭବନର କନ୍‌ଭେନସନ୍‌ ସେଣ୍ଟରରେ ହେବାକୁ ଥିବା ନବନିଯୁକ୍ତ ଶିକ୍ଷକମାନଙ୍କ ରାଜ୍ୟସ୍ତରୀୟ ଦିଗ୍‌ଦର୍ଶନ…

ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଜନାଥ ସିଂ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ । ସଂସଦୀୟ କ୍ଷେତ୍ରର ପ୍ରସ୍ତୁତି ଓ ରଣନୀତି ନେଇ ୩ଟି ସ୍ଥାନରେ ଅନୁଷ୍ଠିତ କୋରକମିଟି ବୈଠକରେ ସାମିଲ ହେବେ ପ୍ରତିରକ୍ଷା ମନ୍ତ୍ରୀ । ଗଞ୍ଜାମ, ନବରଙ୍ଗପୁର ଏବଂ ମୟୁରଭଞ୍ଜରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଦଳୀୟ ନେତା ଓ…

୫ ଜିଲ୍ଲାରେ ଚାଲିଲା ୨୫୫ ଲକ୍ଷ୍ମୀ ବସ୍‌

ବୁଧବାର ୫ଟି ଜିଲ୍ଲାର ୧୦୫୭ଟି ପଞ୍ଚାୟତରେ ୨୫୫ଟି ବସ୍‌ ଚାଲିଲା ଏବଂ ଏହାଦ୍ୱାରା ୭୧ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର…

ସମ୍ପୂର୍ଣ୍ଣ  ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ୍‌

ସମ୍ପୂର୍ଣ୍ଣ ଭାବେ ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ୍ । ସମ୍ପୂର୍ଣ୍ଣ ଭଙ୍ଗାଯାଇ ନୂଆକରି ଗଢାହେବ ବାରବାଟୀ ଷ୍ଟାଡିୟମ୍ । ଭଙ୍ଗାଯିବା ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ଭଙ୍ଗାଯାଇ ସମ୍ପୂର୍ଣ୍ଣ ବିଶ୍ୱସ୍ତରୀୟ ଷ୍ଟାଡିୟମ ନୀର୍ମାଣ କରାଯିବ । ନୂଆ ଷ୍ଟାଡିୟମ୍ କରାଯାଇ ଅଧିକ…

୧୪୦ କୋଟିର ଠକେଇ

 ନିବେଶ ନାଁରେ ୧୪୦ କୋଟି ଠକେଇ ନେଇ ଇଓଡବ୍ଲୁରେ ଅଭିଯୋଗ । ୮୫୩ ଜଣଙ୍କଠାରୁ ଜନୈକ ବ୍ୟକ୍ତି ଠକେଇ କରିଥିବା ଅଭିଯୋଗ । ଭୁବନେଶ୍ୱର ନୟାପଲ୍ଲୀରେ ଫେକ୍ କଂପାନୀ ନାଁରେ ଠକେଇ ଅଭିଯୋଗ । ଠକେଇ ଅଭିଯୁକ୍ତ ଫଏରାର, ଟଙ୍କା ଫେରସ୍ତ ପାଇଁ ଅଫିସ ଘେରାଉ ।