୯୬୦ ଲିଟର ଦେଶୀ ମଦ ଜବତ : ଦୁଇ ଗିରଫ
କଟକରୁ ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗ ଟିମ୍ ଆଜି ସକାଳୁ ପାଟ୍ରୋଲିଂ କରିବା ସମୟରେ ଆଠଗଡ ପଟୁ ଆସୁଥିବା ଏକ ବୋଲେରୋ ଗାଡିକୁ ଅଟକାଇଥିଲା । ସେହି ଗାଡିରୁ ୯୬୦ ଲିଟର ଦେଶୀ ମଦ ବୋଲେରୋ ଗାଡି ସହ ଏହି କାରବାରରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା । ଗିରଫ ଦୁଇ!-->…
