୧୦ ବର୍ଷର ଝିଅକୁ ଦୁଷ୍କର୍ମ କଲା ସାବତ ବାପା
ମହାରାଷ୍ଟ୍ରର ଥାନେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦଶ ବର୍ଷର ସାବତ ଝିଅକୁ ଦୁଷ୍କର୍ମ କରି ଗିରଫ ହେଲା ସାବତ ବାପା । ଅଭିଯୁକ୍ତ ବାପାର ବୟସ ୨୪ ବର୍ଷ । ତେବେ ନାବାଳିକାଟି ତାର ଦ୍ୱିତୀୟ ପତ୍ନୀର ଝିଅ । ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ନିଜ ଦ୍ୱିତୀୟ ପତ୍ନୀଙ୍କ ୧୦ ବର୍ଷର!-->…
