Odia News Portal
Browsing Tag

swadhikar

ପାରାଦ୍ଵୀପରେ ଦୁଇଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨

ପାରାଦ୍ଵୀପରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨ ଆରମ୍ଭ ହୋଇଛି। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟକ ବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ସାଗର କବଚ।ଚଳିତ ବର୍ଷର ଦ୍ବିତୀୟ…

ଓଡ଼ିଶା ପାଭିଲିୟନ ଉଦ୍‌ଘାଟିତ; ହବ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ସେମିକନ୍ ଇଣ୍ଡିଆ ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଓଡ଼ିଶା ପାଭିଲିୟନ୍‌କୁ ଉଦ୍‌ଘାଟନ କରିଛନ୍ତି। ଆକର୍ଷଣୀୟ ନୀତି, ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ଓ ନିବେଶ ପାଇଁ ରହିଥିବା ସୁଯୋଗ ଆଧାରରେ ଓଡ଼ିଶା ଏକ ବଡ଼ ସେମିକଣ୍ଡକ୍ଟର୍‌…

ପ୍ରଥମ ସ୍ବଦେଶୀ ଚିପ୍ ‘ବିକ୍ରମ’ ଇସ୍ରୋ ମିସନ୍‌ରେ ବ୍ୟବହାର ହେବ

ସେମିକଣ୍ଡକ୍ଟର‌୍‌ ‌କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳତା ଆଡ଼କୁ ଏକ ବଡ଼ ଲମ୍ଫ ପ୍ରଦାନ କରିଛି। ସେମିକନ୍ ଇଣ୍ଡିଆ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ମାଇକ୍ରୋ ପ୍ରୋସେସର୍‌ ଚିପ୍ ‘ବିକ୍ରମ’କୁ ଉନ୍ମୋଚନ କରିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହି…

ବାଣୀବିହାରରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ: ହଷ୍ଟେଲ୍‌ କବ୍‌ଜା କଲେ, ଟେକାପଥର ଫିଙ୍ଗିଲେ

ସେପ୍ଟେମ୍ବର ୪ ସୁଦ୍ଧା ହଷ୍ଟେଲ୍‌ ଛାଡ଼ିବାକୁ ନୋଟିସ୍‌ ଲାଗିବାର ୨୪ ଘଣ୍ଟା ନ ପୂରୁଣୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ ଆରମ୍ଭ ହୋଇଛି। ତିନିଟି ଯାକ ଛାତ୍ରାବାସକୁ କବ୍‌ଜା କରିବା ସହ ଛାତ୍ରମାନଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇଉଠିଛନ୍ତି। ହଷ୍ଟେଲ୍‌ ରୁମ୍‌ରେ…

ଛତିଶା ନିଯୋଗ ବୈଠକ: ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି

ଶ୍ରୀମନ୍ଦିରରେ ଆସନ୍ତା ୭ ତାରିଖ ଚନ୍ଦ୍ରଗ୍ରହଣ ଦିନ ସ୍ୱତନ୍ତ୍ର ତଥା ସଅଳ ନୀତିକାନ୍ତି ଅନୁଷ୍ଠିତ ହେବ। ଏନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ଦିନ ମଧ୍ୟାହ୍ନ ୧୨ଟା ୫୭ମିନିଟ୍‌ ୨୨…

ଆଫଗାନିସ୍ତାନରେ ମୃତ୍ୟୁର ତାଣ୍ଡବ: ମାଟିତଳେ ଚାପି ରହିଛି ଅନେକ ଜୀବନ

ଭୂକମ୍ପ କେତେ ଭୟଙ୍କର ହୋଇପାରେ ତାର ଛାତିଥରା ଉଦାହରଣ ଆସିଛି ଆଫଗାନିସ୍ତାନରୁ । ଯେଉଁଠି ଭୟଙ୍କର ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ଚାଲିଗଲାଣି ୧୪୦୦ରୁ ଅଧିକ ଜୀବନ । ରବିବାର ମଧ୍ଯରାତିରେ ଭୂକମ୍ପର ମହାତାଣ୍ଡବ ଦେଖିବାକୁ ମିଳିଥିଲା । ଯାହାର ପ୍ରଭାବ ଏତେ ଅଧିକ ଯେ ଆଫଗାନିସ୍ତାନରେ ବଢି…

ରାସ୍ତାରେ ବୋମା ଖଞ୍ଜିବାକୁ ଚେଷ୍ଟା କରୁଥିଲେ ୩ ମାଓବାଦୀ, କାବୁ କଲେ ଯବାନ

ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ତିନି ଜଣ ଦୁର୍ଦ୍ଦାନ୍ତ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ ମିଲିସିଆ ସଦସ୍ୟ ପୋଡିୟମ ଜଗା(୨୫), ମାଡ଼ବି ମାସା(୨୫) ଓ ପୋଜ୍ଜା ମାଡବୀ(୨୯)।ଜିଲ୍ଲାପାଳଙ୍କୁ ଭେଟି ଅନ୍ତଃତ ଟ୍ରାଇସ‌ାଇକେଲ ଓ ଘର ଖଣ୍ଡିକ…

ସରକାରୀ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ଘାସିରାମ

ଭିନ୍ନକ୍ଷମ ଓ ଦିବ୍ୟାଙ୍ଗ ତଥା ଅସହାୟଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ରହିଛି। ଏହା ବାଦ୍‌ ବି ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକର କୋଡିଗାଁ ପଂଚାୟତର…

ଟି-୨୦ରୁ ଅବସର ନେଲେ ମିଚେଲ ଷ୍ଟାର୍କ

ଅଭିଜ୍ଞ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ସେ ଏହି ଫର୍ମାଟରୁ ଅବସର ନେଇଛନ୍ତି। ତାଙ୍କ ଚମତ୍କାର କ୍ୟାରିୟରର ଶେଷ ପର୍ଯ୍ୟାୟରେ ଟେଷ୍ଟ ଏବଂ ଦିନିକିଆ କ୍ରିକେଟକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ସେ ଟି-୨୦…

ଇଣ୍ଡିଗୋ ବିମାନ ସହ ପକ୍ଷୀ ଧକ୍କା: ଜରୁରୀକାଳୀନ ଅବତରଣ, ୨୭୨ ଯାତ୍ରୀ ସୁରକ୍ଷିତ

ନାଗପୁରରୁ କୋଲକାତା ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ମଝି ଆକାଶରେ ବିମାନଟି ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା, ଯାହା ପରେ ପାଇଲଟ୍ ନାଗପୁରରେ ଜରୁରୀକାଳୀନ ଅବତରଣ କରିଥିଲେ। ଘଟଣା ସମୟରେ ବିମାନରେ ୨୭୨ ଜଣ ଯାତ୍ରୀ ଥିଲେ। ଆକାଶରେ ଏକ ପକ୍ଷୀ ସହିତ ଧକ୍କା…