ଦୋକାନରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ; ମା’ଙ୍କୁ ବଞ୍ଚାଇବାକୁ ଯାଇ ପୁଅ ମୃତ
ବଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ ପୁରୁଣାଗାଁରେ ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ମାଟିରେ ମିସିଲା ଘର ଓ ଗ୍ରୋସରି ଦୋକାନ। ଗୋଟିଏ ମୁହୂର୍ତ୍ତ ପାଇଁ ଭୂମିକମ୍ପ ଅନୁଭବ କଲେ ଆଖପାଖ ଲୋକେ।
ସୂଚନା ମୁତାବକ ଉକ୍ତ ଗ୍ରାମର ହରିହର ବେହେରାଙ୍କ ଘରକୁ ଲାଗି ନିଜର!-->!-->!-->…
