ପୁରୁଣା ବିଜେଡି ଗୋଷ୍ଠୀ ପକ୍ଷରୁ ବରୀରେ ଶାରଦୀୟ ବନ୍ଧୁ ମିଳନ ଓ କର୍ମୀ ସମିଳନୀ ଅନୁଷ୍ଠିତ
ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରୀ ବ୍ଲକର ୨୯ ପଂଚାୟତ ର ପୁରାତନ ବିଜେଡି କର୍ମୀ ଯେଉଁମାନେ କି ଉପକ୍ଷିତ ଓ ଅଲୋଡ଼ିତ ସେଇ ମାନଙ୍କୁ ନେଇ ବରୀପାଳ ଠାରେ ଏକ ଶାରଦୀୟ ବନ୍ଧୁମିଳନ ସହ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବରୀ ବିଜେଡି ବ୍ଲକ ସଭାପତି ସେକ!-->…
