ଦୁର୍ଗା ପୂଜାକୁ ଧୋଇ ନେବ ବର୍ଷା, ଆସୁଛି ଲଘୁଚାପ
ଆସୁଛି ପାର୍ବଣ । ଧରାପୃଷ୍ଠକୁ ଅବତରଣ କରିବେ ଦେବୀ ଦୁର୍ଗା । ଏହାରି ମଧ୍ୟରେ ବଡ ଖବର ଆସୁଛି । ପୂଜାରେ ବର୍ଷା ସାଜିପାରେ ବାଧକ। ବର୍ଷାରେ ଭିଜିପାରେ ପାର୍ବଣର ଉତ୍ସାହ । ଦଶହରା ପୂର୍ବରୁ ଏକ ଲଘୁଚାପ ଘନୀଭୂତ ହୋଇପାରେ । ଯାହା ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏକା ସାଙ୍ଗେ!-->…
