ପୋଲିସ୍କୁ ବି ଛାଡ଼ିଲେନି ଲୁଟେରା: CRPF ପୂର୍ବତନ ଡିଜିଙ୍କ ଘରୁ ଚୋରି
ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ମର୍ଡର ତ ଆଉ କେତେବେଳେ ଲୁଟ୍ପାଟ୍ କରି ଲୋକଙ୍କୁ ଭୟଭୀତ କରି ରଖିଛନ୍ତି ଦୁର୍ବୃତ୍ତ। ଏଭଳି ଅପରାଧିକ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଅପରାଧୀଙ୍କୁ ଚେକ୍ମେଟ୍ ଦେବାକୁ ପୋଲିସ୍ ବିଫଳ। ଏଭଳି ସ୍ଥିତିରେ ଖାଲି ରାଜଧାନୀବାସୀ!-->…
