ବେହେରାମପୁରରେ ଭଙ୍ଗାହେଲା ବାଂଲାଦେଶୀଙ୍କ ୧୦ ଘର, ପୂର୍ବରୁ ଧରାପଡ଼ି ଦେଶାନ୍ତର ପାଇଁ ପଠା ଯାଇଥିଲେ
ଜଗତସିଂହପୁର ଥାନା ଅନ୍ତର୍ଗତ ତରିକୁନ୍ଦ ବେହେରାମପୁରରେ ଆଜି ପ୍ରଶାସନ ପକ୍ଷରୁ ବାଂଲାଦେଶୀଙ୍କର ୧୦ ଘର ଭଙ୍ଗାଯାଇଛି। ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ ସହଯୋଗରେ ଜେସିବି ଦ୍ବାର ଘରଗୁଡ଼ିକ ଭଙ୍ଗାଯାଇ ମାଟିରେ ମିଶାଇ ଦିଆଯାଇଛି। ପୂର୍ବରୁ ସେଠାରୁ ବାଂଲାଦେଶୀଙ୍କୁ ଠାବ…
