ଏସ୍ସିବିରେ ଡାକ୍ତରଙ୍କ ‘ବାରି’ ପରମ୍ପରା ଶେଷ: ପସନ୍ଦର ଡାକ୍ତରଙ୍କୁ ଯେକୌଣସି ଦିନ ଦେଖାଇପାରିବେ, ଡାକ୍ତରଙ୍କ…
କଟକ ବଡ଼ ଡାକ୍ତରଖାନାରେ ପ୍ରଥମ ଥର ପାଇଁ ବହିର୍ବିଭାଗ (ଓପିଡି) ଚିକିତ୍ସା ସେବାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ବହିର୍ବିଭାଗରେ ଚାଲି ଆସିଥିବା ନିର୍ଦ୍ଦିଷ୍ଟ ଡାକ୍ତରଙ୍କ ଦ୍ବାରା ନିର୍ଦ୍ଦିଷ୍ଟ ଦିନ (ବାରି)ରେ ରୋଗୀ ଚିକିତ୍ସା ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ଏଣିକି…
