Odia News Portal
Browsing Tag

swadhikar

ଝଲସୁଛି ରୌପ୍ୟନଗରୀ: ୩୬ ଚାନ୍ଦି ମେଢ଼, ୧୧ ମଣ୍ଡପରେ ସୁନା

ରୌପ୍ୟନଗରୀ କଟକରେ ଏଥର ଦଶହରାରେ ୩୬ ପୂଜାମଣ୍ଡପରେ ‌‌ଶୋଭାପାଉଛି ଚାନ୍ଦିମେଢ଼। ଏଥି ସହ ୧୧ଟି ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ସମେତ ପାର୍ଶ୍ବଦେବଦେବୀ ପରିଧାନ କରିଛନ୍ତି ସୁନାମୁକୁଟ ଓ ସୁନାର ଚମ୍ପାହାର। ଚଳିତ ବର୍ଷ ଦୁଇଟି ନୂଆ ଚାନ୍ଦିମେଢ଼ ନିର୍ମାଣ ହୋଇଛି। ଯୋବ୍ରା ଦୁର୍ଗା ମନ୍ଦିର…

ମାଁ ଭଣ୍ଡାର ଘରଣୀଙ୍କ ଶାରଦୀୟ ନବଦିନାତ୍ମକ ଉତ୍ସବ ପାଇଁ ସହର ଚଳଚଂଚଳ

ଗତ ୨୨ତାରିଖରୁ ନବରଙ୍ଗପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀଙ୍କ ଶାରଦୀୟ ନବଦିନାତ୍ମକ ଦଶହରା ମହୋତ୍ସବ ଆରମ୍ଭ ହୋଇଛି। ଗତ କାଲି ମା’ଙ୍କ ପୀଠ ପରିସରରେ ସପ୍ତମୀ ପୂଜା ଓହୋମ ଯଞ ସହ ମା’ ଅପରାଜିତାଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ୯ଦିନ ଧରି ମା ଦୁର୍ଗାଙ୍କ ବିଭିନ୍ନ ରୁପକୁ…

ସବୁଠି ବାଜୁଛି ମା’ ଦୁର୍ଗାଙ୍କର ପ୍ରିୟ ଷୋହଳ ଭରଣୀ ବାଦ୍ୟ, ଦୁଲୁକୁଛି ପୂଜା ମଣ୍ଡପରୁ ଶକ୍ତି ପୀଠ

ଚାଲିଛି ମା’ଙ୍କ ନବଦିନାତ୍ମକ ପୂଜା । ବଲାଙ୍ଗିର ଏକ ମନ୍ତ୍ର ଯନ୍ତ୍ର ତନ୍ତ୍ରର ପୀଠ ହୋଇଥିବାରୁ ଏଠି ଶକ୍ତି ଉପାସନା ସ୍ଵତନ୍ତ୍ର । ଆଉ ଏହି ନବଦିନାତ୍ମକ ପୂଜାରେ ସ୍ଵତନ୍ତ୍ରତା ହେଉଛି ଷୋହଲ ଭରଣୀ ବାଦ୍ୟ । ଏବେ ଷୋହଳ ଭରଣୀ ବାଦ୍ୟରେ ଦୁଲୁକୁଛି ପୂଜା ମଣ୍ଡପରୁ ଶକ୍ତି ପୀଠ । ସବୁଠି ଚାଲିଛି…

ଏସିଆ କପ ଜିତିବା ପରେ ଟିମ୍ ଇଣ୍ଡିଆ ଉପରେ ଟଙ୍କା ବର୍ଷା, ବିସିସିଆଇ ଦେଲା ୨୧ କୋଟି ଟଙ୍କା

ଏସିଆ କପ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ହରାଇବା ପରେ ଟିମ୍ ଇଣ୍ଡିଆକୁ ୨୧ କୋଟି ଟଙ୍କା ପୁରସ୍କାର ରାଶି ଦେଇଛି ବିସିସିଆଇ । ଉଭୟ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ଏହି ପୁରସ୍କାର ପାଇଛନ୍ତି। ବିସିସିଆଇ ଅଫିସିଆଲ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ୍ କରି ପୁରସ୍କାର ଘୋଷଣା କରିଛି ।…

ସାଉଥ ସୁପରଷ୍ଟାର ବିଜୟଙ୍କ ରାଲିରେ ଦଳାଚକଟା ଘଟଣା, ସିବିଆଇ ତଦନ୍ତ ଦାବି

ସାଉଥ ସୁପରଷ୍ଟାର ବିଜୟଙ୍କ ରାଲିରେ ଦଳାଚକଟା ଘଟଣାରେ ଜୋର ଧରିଲା ସିବିଆଇ ତଦନ୍ତ ଦାବି । ଟିଭିକେର ଅଭିଯୋଗ କରିଛି, କରୁରରେ ଦଳାଚକଟା ଏକ ଦୁର୍ଘଟଣା ନଥିଲା । ଏହା ଏକ ଅପରାଧ ମୂଳକ ଷଡ଼ଯନ୍ତ୍ର ଥିଲା । ଡିଏମକେ ସରକାରଙ୍କ ଦ୍ୱାରା ଏହି ଷଡ଼ଯନ୍ତ୍ର ହୋଇଥିଲା । ଜାଣିଶୁଣି ବିଦ୍ୟୁତ କାଟ,…

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପାହାଡ଼ କୋଳରେ ପୂଜା ପାଉଛନ୍ତି ମା’ ଘଣ୍ଟେଶ୍ୱରୀ

ସମ୍ବଲପୁର ଜିଲ୍ଲାର ଅନ୍ୟତମ ପ୍ରମୁଖ ଶକ୍ତିପୀଠ ହେଉଛି ମା ଘଣ୍ଟେଶ୍ୱରୀ ମନ୍ଦିରl ଏହି ସହର ଠାରୁ ୧୫ କିଲୋମିଟର ଦୂର ସମ୍ବଲପୁର ମହାନଗର ନିଗମ ୱାର୍ଡ ନଂ ୧ ବଗବିରା ଗାଁ ନିକଟ ପାହାଡ଼ରେ ବିରାଜିଛନ୍ତି ମା ଘଣ୍ଟେଶ୍ୱରୀ। ମହାନଦୀ କୂଳେ ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପାହାଡ଼…

ବିପଦ ବଳୟରେ ବାଲେଶ୍ବର: ସମ୍ଭାବ୍ୟ ସୁନାମି ପ୍ରଭାବିତ ତାଲିକାରେ ୫ ବ୍ଲକ୍‌

ପରିବେଶ ସନ୍ତୁଳନ ବିଗିଡ଼ିବା ସହ ଜୀବଜଗତ ପାଇଁ ବିପଦ ଘନେଇ ଆସୁଛି। ନିୟମିତ ବ୍ୟବଧାନରେ ଓଡ଼ିଶା ଛୋଟବଡ଼ ବାତ୍ୟାକୁ ସାମନା କରୁଛି। ଯାହାର ପ୍ରଭାବ ରାଜ୍ୟର ଅନ୍ୟ ଉପକୂଳ ଅଞ୍ଚଳ ସହ ବାଲେଶ୍ବର ଉପକୂଳରେ ମଧ୍ୟ ପଡ଼ୁଛି। ଫଳରେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ଧନଜୀବନ କ୍ଷତି ହେଉଛି। ତେବେ…

ଚର୍ଚ୍ଚାକୁ ଫେରିଲା ମମିତା ‌‌ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୋବିନ୍ଦଙ୍କ ପତ୍ନୀ ଓ ଝିଅ

କଳାହାଣ୍ଡିର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ପୁଣି ଥରେ ଆଲୋଚନାକୁ ଫେରିଛି। ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଆତ୍ମହତ୍ୟାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଗୋବିନ୍ଦଙ୍କ ପରିବାର। ଘଟଣାର…

ଶ୍ରୀମନ୍ଦିରରେ ନୀତି ବିଭ୍ରାଟ: ପଲଙ୍କ ବିଜେ ପୂର୍ବରୁ ଆଳତି

ଆଜି ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ନୀତିରେ ବ୍ୟାପକ ବିଭ୍ରାଟ ହୋଇଛି। ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା ପରେ ଯେଉଁ ଆଳତି ହେବା କଥା ତାହା ପଲଙ୍କ ବିଜେ ପୂର୍ବରୁ ହୋଇଛି। ପଲଙ୍କ ବିଜେ ନୀତିକୁ ଜାଣିଜାଣି ବିଳମ୍ବ କରାଯାଉଥିବା ଅନୁଭବ କରିବା ପରେ ପୁଷ୍ପାଳକ ସେବାୟତ ଆଉ ଅପେକ୍ଷା ନ କରି ଆଳତି…

ବିଳମ୍ବିତ ରାତ୍ରରେ ମା ମଙ୍ଗଳା ତୀରକମାଣ ବେଶ ରେ ଦର୍ଶନ ଦେଲେ। ଆଜି ମା ଙ୍କ କାର୍ତିଖର୍ପର ବା କାର୍ତାୟିନୀ ବେଶ…

ବିଳମ୍ବିତ ରାତ୍ରରୁ ପୁରୀ ଜିଲ୍ଲା କାକଟପୁର ଅଧିତାଷ୍ଟି ଦେବୀ ମା ମଙ୍ଗଳା ତୀରକମାଣ ବେଶରେ ଦର୍ଶନ ଦେଉଛନ୍ତି। ଚଳଚଞ୍ଚଳ ମା ମଙ୍ଗଳା ଙ୍କ ପୀଠ। ପୁରୀ ଜିଲ୍ଲା କାକଟପୁର ପ୍ରାଚୀ ତଟ ବାସିନୀ ମା ମଙ୍ଗଳା ଙ୍କ ପୀଠରେ ଚାଲିଛି ଷୋଡଶ ଦିନାତ୍ମକ ପୂଜା। ପରମ୍ପରା ଅନୁସାରେ ପ୍ରତ୍ୟହ ଭୋର ୪ଟାରୁ…