ହାତୀଙ୍କ କବଜାରେ ରାଜପଥ ଓ ରେଳପଥ
ସୁନ୍ଦରଗଡ଼ଜିଲ୍ଲା କୁତ୍ରା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଆଜି ସକାଳେ ହାତୀପଲ ଦେଖାଦେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳି ଯାଇଥିଲା। କେତେକ ହାତୀ ରାସ୍ତା ପାର୍ ହୋଇ ଆରପଟକୁ ଯାଇଥିବାବେଳେ ଆଉ କିଛି ଲୋକଙ୍କ ଭିଡ଼ ଯୋଗୁ ରାସ୍ତା ପାଖରେ ଅଟକି ଯାଇଥିଲେ। ହାତୀ…
