ହିଙ୍ଗୁଳା ଯାତ୍ରାରେ ଛିଡିଲା ଦୋଳି, ୪ରୁ ଅଧିକ ଆହତ
ଅନୁଗୋଳ ଜିଲା ତାଳଚେର ହିଙ୍ଗୁଳା ଯାତ୍ରାରେ ଅଘଟଣ। ଛିଡିଲା ଡ୍ରାଗନ ଦୋଳି । ଦୋଳି ଛିଡି ୪ ରୁ ଅଧିକ ଆହତ । ହିଙ୍ଗୁଳା ମା’ଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଓ ଲୋକ ମହୋତ୍ସବ ଚାଲିଥିବା ବେଳେ ଘଟିଛି ଏହି ଅଘଟଣ। ଖବର ପାଇ ପ୍ରଶାସନ ମେଳାରେ ଥିବା ସବୁ ଦୋଳି ଚାଲିବା ବନ୍ଦ କରିବାକୁ…
