ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲଦାର
ବାଲେଶ୍ବର ଜିଲ୍ଲା ସୋର ତହସିଲଦାର ଦୈତାରୀ ମଲ୍ଲିକ ଆଜି ଅପରାହ୍ଣରେ ଭିଜିଲାନସ ଦ୍ୱାରା ଧରାପଡ଼ିଛନ୍ତି। ଗତ କିଛି ଦିନ ତଳେ ବାଗୁଡି ପଥର ଖାଦାନରୁ ପଥର ଚୋରି ହେଉଥିବାର ଖବର ପାଇ ତହସିଲଦାର ଶ୍ରୀ ମଲ୍ଲିକ ଚଢ଼ଉ କରିଥିଲେ। ପରେ ଧଳ ଷ୍ଟକ ପଏଣ୍ଟରୁ ୫ଟି ବେଆଇନ୍ ପଥର ବୋଝେଇ ଡ଼ମ୍ଫରକୁ ଜବତ କରି…
