ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ଅଭିଯୋଗ, ଅତିରିକ୍ତ ଏସପିଙ୍କୁ ଭେଟିଲା ରାଜ୍ୟ ମହିଳା କଂଗ୍ରେସ
ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଅତିରିକ୍ତ ଏସପିଙ୍କୁ ଭେଟିଲା ରାଜ୍ୟ ମହିଳା କଂଗ୍ରେସ । ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ୨୦ ଜଣିଆ ପ୍ରତିନିଧି ଟିମ ଅତିରିକ୍ତ ଏସପିଙ୍କ ସହ ଆଲୋଚନା କରିଛନ୍ତି । ଅଭିଯୋଗର ତଦନ୍ତ ପ୍ରକ୍ରିୟା ସଠିକ ରୂପେ…
