Odia News Portal
Browsing Tag

swadhikar

ରିଲ୍ସ ହେଲା କାଳ, ବ୍ରିଜ ଉପରୁ ନଦୀକୁ ଡେଉଁ ଥିବା ବେଳେ ଭାସିଗଲେ ଦୁଇ ଯୁବ

ରିଲ୍ସ ହେଲା କାଳ । ବ୍ରିଜ ଉପରୁ ନଦୀକୁ ଡେଇଁ ରିଲସ କରୁଥିବାବେଳେ ଅଘଟଣ । ରିଲ୍ସବେଳେ ନଦୀରେ ଭାସିଗଲେ ଦୁଇ ଯୁବକ। ଜଣେ ଯୁବକ ଉଦ୍ଧାର ଓ ଅନ୍ୟ ଜଣେ ଯୁବକ ନିଖୋଜ । ଭଦ୍ରକ ପୁରୁଣା ବଜାର ଥାନା ନିକଟ ସାଳନ୍ଦୀ ନଦୀ ସନ୍ତିଆ ବ୍ରିଜ ଉପରେ ଅଘଟଣ । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି…

ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ହାର୍ଡକୋର ଅପରାଧୀ ରାଜା ସାହାଣୀ ଗିରଫ, ଉତ୍ତରାଖଣ୍ତରୁ ଧରିଲା ପୋଲିସ

ଚୌଦ୍ବାରରୁ ଚମ୍ପଟ, ଋଷିକେଶରୁ ଗିରଫ । ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିବା ହାର୍ଡକୋର ଅପରାଧୀ ରାଜା ସାହାଣୀ ଗିରଫ । ଦୀର୍ଘ ୬ ମାସ ପରେ ଉତ୍ତରାଖଣ୍ତରୁ ଗିରଫ ହୋଇଛି ରାଜା ସାହାଣୀ । ଆଜି ସନ୍ଧ୍ୟା ସୁଦ୍ଧା ଓଡିଶା ରେ ପହଂଚିବ ରାଜା । ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ ।…

ବନ୍ଧା ହେଲେ ଓପିଏଚ୍‌ଡବ୍ଲୁସିର ଡେପୁଟି ମ୍ୟାନେଜର: ବାବୁଙ୍କ ପାଖରେ ୨୯ ପ୍ଲଟ୍‌, ଫ୍ଲାଟ୍‌, କେଜିଏରୁ ଅଧିକ ସୁନା

ଠିକାଦାରଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଓପିଏଚ୍‌ଡବ୍ଲ୍ୟୁସିର କୁବେର ପ୍ରୋଜେକ୍ଟ ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ‌ଙ୍କ ସମ୍ପତ୍ତି ତାଲିକା ଲମ୍ବି ଚାଲିଛି। ଲାଞ୍ଚ ମାମଲାର ଖୋଳତାଡ଼ ବେଳେ ବାବୁଙ୍କର ରାଜଧାନୀରେ ଫ୍ଲାଟ୍‌ ସାଙ୍ଗକୁ ବହୁତଳ କୋଠା, ବିଭିନ୍ନ…

ଦୁଇ ବର୍ଷରେ କେବଳ ୬ ଲାଇସେନ୍ସ ସସ୍‌ପେଣ୍ଡ୍‌

ଔଷଧ ଦୋକାନ ପାଇଁ ସରକାରଙ୍କ ଦ୍ବାରା କଡ଼ା ନିୟମ କରାଯାଇଛି। ବିଶେଷକରି ଔଷଧ ବିକ୍ରୟ ଓ ବଣ୍ଟନ ତଦାରଖ କରିବାକୁ ଫାର୍ମାସିଷ୍ଟ୍‌ ନିଯୁକ୍ତି, ଔଷଧ ଦେବା ପୂର୍ବରୁ ପ୍ରେସ୍‌କ୍ରିପ୍ସନ ବାଧ୍ୟତାମୂଳକ, ରେକର୍ଡ୍‌ ରଖିବା ଆଦି ନିୟମର କଡ଼ା ପାଳନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। କିନ୍ତୁ ଏସବୁ…

କଟକ ରାଜନୀତିରେ ହଲଚଲ

ଏପ୍ରିଲର ପ୍ରଥମ ଦିନରେ ଆଜି କଟକ ରାଜନୀତିରେ ବଡ଼ଧରଣର ହଲଚଲ ଦେଖିବାକୁ ମିଳିଛି। ଗୋଟିଏ ପଟେ କଟକରେ ଦୁଇଟି ମିଶ୍ରଣପର୍ବ ଆୟୋଜନ କରି ପୂର୍ବତନ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଅନ୍ୟପଟେ ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ବାଳଙ୍କ ସପକ୍ଷରେ…

ଆଜି କେମିତି କଟିବ

ମେଷ: ଆଜି ଚନ୍ଦ୍ର କନ୍ୟା ରାଶିରେ ଅବସ୍ଥିତ । ଆପଣଙ୍କ ରାଶିରୁ ଚନ୍ଦ୍ର ଷଷ୍ଠ ଘରେ ଅବସ୍ଥିତ । ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହି ଦିନଟି ବିତାଇବାର ସମ୍ଭାବନା ଅଛି । ଆପଣ ଦାନ ଏବଂ ଦାନଶୀଳ କାର୍ଯ୍ୟରେ ଆଗ୍ରହୀ ହେବେ । ମାନସିକ ଭାବରେ, କାମର ଭାର ଭାରୀ ଲାଗିପାରେ । ତଥାପି, ଆପଣ…

କଟକରେ ୯୧ତମ ରାଜ୍ୟ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶା ପୁଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଆମର ପରିଚୟ। ଆଗାମୀ ଦିନରେ ଓଡ଼ିଶାକୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ପୁଲିସ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛି ବୋଲି ରାଜ୍ୟ ଆରକ୍ଷୀ…

ପାଞ୍ଚଟି କାର୍ଯ୍ୟ ଦିବସ ପୂର୍ବରୁ ସରିଲା ବିଧାନସଭାର ବଜେଟ ଅଧିବେଶନ

୫ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା ହୋଇଛି ବିଧାନସଭାର ବଜେଟ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ବ୍ୟସ୍ତ ବହୁଳ, ପ୍ରସଙ୍ଗ ଯୁକ୍ତ ଓ…

ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତିଙ୍କ ଠାରୁ ନେଇ ମୁଖ୍ୟମନ୍ତ୍ରୀ

ଆଜି ଉତ୍କଳ ଦିବସ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଆଜି 90 ବର୍ଷ ପୁରଣ ହୋଇଛି । ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଆଜି ଓଡ଼ିଶା ମାନ୍ୟତା ହାସଲ କରିଥିଲା । ଏହି ସଫଳତା ପଛରେ ନିଜର ବଳିଦାନ ଦେଇଥିବା ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ମହାନତାକୁ ନତମସ୍ତକ…

ଆଜିର ରାଶିଫଳ

ମେଷ: ଆଜି, ବୁଧବାର, ୧ ଏପ୍ରିଲ୍, ୨୦୨୬, ଚନ୍ଦ୍ର କନ୍ୟା ରାଶିରେ ରହିବେ । ଚନ୍ଦ୍ର ଆପଣଙ୍କ ରାଶି ତୁଳନାରେ ଷଷ୍ଠ ଘରେ ଅବସ୍ଥିତ । ଆପଣଙ୍କ ଦିନ ଆର୍ଥିକ ଏବଂ ବୃତ୍ତିଗତ ଦୃଷ୍ଟିକୋଣରୁ ଲାଭଦାୟକ ହେବ । ଆପଣ ଆର୍ଥିକ ଲାଭ ସୁନିଶ୍ଚିତ କରିବା ପାଇଁ ଦୀର୍ଘକାଳୀନ ନିବେଶ କରିବାକୁ ଯୋଜନା…