ସହରରେ ବୁଲିଲେ ୧୨ ହାତୀ
ଶନିବାର ବିଳମ୍ବିତ ରାତିରେ ଝାରସୁଗୁଡ଼ା ସହରରେ ବୁଲିଲେ ୧୨ଟି ହାତୀ । ଖାଦ୍ୟ ଅନ୍ୱେଷଣଣେ ଏହି ହାତୀ ପଲ ସହର ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି। ଏତେ ସଂଖ୍ୟକ ହାତୀଙ୍କୁ ଦେଖି ସହରବାସୀଙ୍କ ନିଦ ହଜି ଯାଇଥିଲା। ସେମାନେ ଭୟଭୀତ ହୋଇଯାଇଥିଲେ।ସହର ଭିତରେ ହାତୀ ବିଚରଣ କରୁଥିବା ଖବର ପାଇ!-->…
