Odia News Portal
Browsing Tag

swadhikar

ବ୍ଲେଡ ମାଡରେ ଛାତ୍ରୀ ଗୁରୁତର

ପରୀକ୍ଷା ଦେଇ ଫେରୁଥିବା ବେଳେ ଜଣେ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିବାକୁ ଉଦ୍ୟମ କଲା ବେଳେ ଖସି ପଳାଇ ଆସିଲେ ଛାତ୍ରୀ। ଦୁର୍ବୃତ୍ତଙ୍କ ବ୍ଲେଡ୍‌ ମାଡ଼ରେ ଛାତ୍ରୀ ଜଣଙ୍କ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ। ଆହତ ଛାତ୍ରୀ ଜଣଙ୍କ ହେଲେ…

ଆଜି ରାଜଧାନୀରେ ଗଡ଼ିବନି ଅଟୋ

ଆଜି ରାଜଧାନୀରେ ଗଡିବନି ଅଟୋ । ଆନ୍ଦୋଳନରେ ସାମିଲ ହେବେ ସ୍ମାର୍ଟସିଟି ଅନଲାଇନ୍ ଅଟୋ ସଂଘ । ଆଜି ରାଜଧାନୀରେ ପାଖାପାଖି ୧୦ ହଜାର ଅଟୋ ରିକ୍ସା ଗଡିବନି । ଅଟୋରିକ୍ସା ଚାଳକ ମାନେ ଲୋୟର ପିଏମଜିରେ ଧାରଣା ଦେବେ । ସଂଘ କହିଛି, ଷ୍ଟିଅରିଂ ଛାଡ ଆନ୍ଦୋଳନ ବେଳେ ଧର୍ମଘଟ ନାଁରେ ଆନ୍ଦୋଳନକାରୀ…

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା: ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ  ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି। ଭୁବନେଶ୍ବର-କଟକ କମିସ‌ନରେଟ ପୁଲିସ ଅନ୍ତର୍ଗତ ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ଶ୍ରଦ୍ଧାଞ୍ଜଳି ମାମଲାରେ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ମିଳିଛି। ୩ଟି ମାମଲାରୁ ମାତ୍ର…

୧୩ ଦଫା ଦାବି ନେଇ ରାଜରାସ୍ତାରେ ବସିଲେ ଆଶା କର୍ମୀ

୧୩ ଦଫା ଦାବି ନେଇ ରାଜରାସ୍ତାରେ ବସିଲେ ଆଶା କର୍ମୀ। ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଅଧୀନରେ ମା ଓ ଶିଶୁ ବିକାଶ ସହିତ ନିରାପଦ ମାତୃତ୍ଵ ପାଇଁ କାମ କରି ଆସୁଥିବା ଆଶା କର୍ମୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି | ଆଶାକର୍ମୀମାନେ ଦାବି କରିଛନ୍ତି ଯେ ମାସିକ ସୁନିଶ୍ଚିତ ଭତ୍ତା…

ଜଙ୍ଗଲ ନିଆଁ ଲିଭାଇବା ପାଇଁ ୩୯୯ ଦଳଙ୍କୁ ନିୟୋଜିତ କରାଯାଇଛି

ଗୃହରେ ବୁଧବାର ମୁଲତବି ପ୍ରସ୍ତାବ ଆଲୋଚନା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଜଙ୍ଗଲରେ ନିଆ ଲିଭାଇବା ପାଇଁ ରାଜ୍ୟରକାର ସ୍ୱତନ୍ତ୍ର ବୈଷୟିକ ଜ୍ଞାନ କୌଶଳ କକ୍ଷ ପ୍ରତିଷ୍ଠା କରିଛନ୍ତି। ଟାସ୍କଫୋର୍ସ ଗଠନ କରିଯାଇଛି। ତାଙ୍କ ସୁପାରିଶ ଅନୁସାରେ ପଦକ୍ଷେପ ନିଆଯାଉଛି।…

ଗୃହରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିଲା

ଗୃହରେ ବୁଧବାର ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପ୍ରସଙ୍ଗ ଉଠିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ସବୁ କମିଟି ରିପୋର୍ଟ ଦେଲା ପରେ ମଧ୍ୟ ସରକାର କ’ଣ ନିଷ୍ପତ୍ତି ନେଲେ ଜଣା ପଡୁନାହିଁ। ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ସେ…

ବାତ୍ୟା ମରୁଡି ଚାଷୀଙ୍କ ଆୟରେ ବାଧକ ସାଜିଛି

ରାଜ୍ୟରେ ଚାଷୀ ପରିବାରର ମାସିକ ଆୟ ବୃଦ୍ଧି ଘଟିଛି। ୨୦୧୨ରେ ଚାଷୀ ପରିବାରର ମାସିକ ଆୟ ୪୯୭୬ ଟଙ୍କା ଥିଲା ବେଳେ ୨୦୧୯ରେ  ଏହା ୫୦୧୨ ଟଙ୍କାକୁ ବୃଦ୍ଧିପାଇଛି। ବାତ୍ୟା ଓ ମରୁଡି ଚାଷୀଙ୍କ ଆୟରେ ବାଧକ ସାଜିଛି। ବିଧାନସଭା ଅଧିବେଶନରେ ବୁଧବାର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା…

ବିଶ୍ୱ ଖାଉଟି ଅଧିକାର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆଜି ହେଉଛି ବିଶ୍ୱ ଖାଉଟି ଅଧିକାର ଦିବସ। ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତ୍ୟେକ ଖାଉଟି ଯେପରି ସେମାନଙ୍କର ଅଧିକାର ଓ ଦାୟିତ୍ୱ ବାବଦରେ ସଚେତନ ହୋଇପାରିବେ, ସେଥିପାଇଁ ସମସ୍ତେ ମିଳିତ ପ୍ରୟାସ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ।…

ପୁଣି ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର : ଭୁବନେଶ୍ୱର ମୁହାଁ ଦେଢଲକ୍ଷ ଶିକ୍ଷକ

ପୁଣି ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର । ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ଦେଢଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ । ଆଜି ଆନ୍ଦୋଳନ ଡାକରା ଦିଆଯାଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିକ୍ଷକ ଶିକ୍ଷୟିତ୍ରୀ ଭୁବନେଶ୍ୱର ଆସୁଛନ୍ତି । ତିନି ଦଫା ଦାବି ନେଇ ଏହି ଦେଢଲକ୍ଷ ପ୍ରାଥମିକ…

ଶିଶୁଙ୍କ ପାଇଁ ଘାତକ ଏଚ୍୩ଏନ୍୨ ଭାଇରସ୍

ଶିଶୁମାନଙ୍କ ପାଇଁ ଘାତକ ଏଚ୍୩ଏନ୍୨ ଭାଇରସ୍ । ବିଶେଷ କରି ୫ ବର୍ଷରୁ କମ୍ ଅଧିକାଂଶ ଶିଶୁ ଏଚ୍୩ଏନ୍୨ରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ପିଲାମାନଙ୍କ କ୍ଷେତ୍ରରେ ଔଷଧ ଓ ବିଶେଷ କରି ଆଣ୍ଟିବାୟୋଟିକ୍ କାମ ଦେଉନାହିଁ । ଚଳିତ ବର୍ଷ ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ପୁନେରେ…