Odia News Portal
Browsing Tag

swadhikar

ଡ୍ରାଇଭର ସଂଘ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ

ଡ୍ରାଇଭର ସଂଘ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଗତକାଲି ଡ୍ରାଇଭର ସଂଘ ସହ ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ଅଧିକାରୀ ସହ ସକରାତ୍ମକ ଆଲୋଚନା କରିଛନ୍ତି । ୩ମାସର ସମୟ ମଗାଯାଇଛି ଏହା ଭିତରେ ଉଚ୍ଚସ୍ତରୀୟ କମିଟି ଗଠନ ହେବ । ମୁଖ୍ୟମନ୍ତ୍ରୀ ନବୀନ…

ଶୀତଳ ଭଣ୍ଡାର ଛାତ ଭୁଶୁଡ଼ି ୬ ମୃତ

ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାର ଚନ୍ଦୌସିରେ ଏକ ଘରୋଇ ଶୀତଳ ଭଣ୍ଡାରର ଛାତ ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା ମାଜିଷ୍ଟ୍ରେଟ ମନୀଷ ବଂଶଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଚନ୍ଦୌସି ଥାନା ଅନ୍ତର୍ଗତ ମଇ ଗାଁର ଇସଲାମ ନାଗର ରାସ୍ତାରେ ଥିବା ଏକ ଘରୋଇ…

ରାଜ୍ୟରେ ପେଟ୍ରୋଲ ବିତରଣ ସ୍ବାଭାବିକ ହେବାକୁ ୨ରୁ ୩ ଦିନ ଲାଗିବ

ରାଜଧାନୀରେ ଗୋଟିଏ ଦିନରେ ରେକର୍ଡ ପରିମାଣର ପେଟ୍ରୋଲ ବିକ୍ରି ହୋଇଥିବା ଜଣାଯାଇଛି। ସାଧାରଣ ଦିନ ଅପେକ୍ଷା ଭୁବନେଶ୍ବରରେ ଅଢେଇ ଗୁଣା ଅଧିକ ବିକ୍ରି ହେଇଛି ପେଟ୍ରୋଲ। ଏନେଇ ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନର ସାଧାରଣ ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି। ସେ କହିଛନ୍ତି,…

ରାଜ୍ୟରେ ଜାରି ରହିବ ଡ୍ରାଇଭରଙ୍କ ଆନ୍ଦୋଳନ

ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ ଡ୍ରାଇଭର ଏକତା ମହାସଂଘ ଆନ୍ଦୋଳନରୁ ଓହରିବାକୁ ପ୍ରସ୍ତୁତ ନୁହନ୍ତି। ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି। ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ମୁଖ୍ୟ…

ସ୍ୱାଭାବିକ ହେଲା ବସ୍‌ ଚଳାଚଳ,ଯାତ୍ରୀ ଆଶ୍ୱସ୍ତ

ବସ୍ ଚଳାଚଳ ସ୍ୱାଭାବିକ ହୋଇଛି। ଘରୋଇ ବସ୍‌ ମାଲିକ ସଂଘ ଆନ୍ଦୋଳନରୁ ଓହରିବା ପରେ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରିଛି। ରାଜ୍ୟରେ ବସ୍‌ ଚଳାଜଳ ସ୍ୱାଭାବିକ ହୋଇଥିବା ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଆଜି ଏହି ସୂଚନା ଦେଇଛନ୍ତି।…

ବସ୍ ଚଳାଚଳ ବନ୍ଦ ନେଇ ଘରୋଇ ବସ୍ ମାଲିକ ସଂଘର ଚେତାବନୀ

ଆଜି ସନ୍ଧ୍ୟା ସୁଦ୍ଧା ସରକାର ଯଦି ଆନ୍ଦୋଳନକାରୀ ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ମୁକ୍ତ ନ କରନ୍ତି, ତେବେ ବସ୍ ଚଳାଚଳ ବନ୍ଦ ରଖିବାକୁ ବାଧ୍ୟ ହେବୁ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଏକ ସାମ୍ବାଦିକ…

ଡ୍ରାଇଭରମାନଙ୍କ ଆନ୍ଦୋଳନର ପ୍ରଭାବ: ରାଜଧାନୀରେ ପନିପରିବା ଦର ଆକାଶଛୁଆଁ

ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରି ରହିଥିବା ବେଳେ ପରିବା ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏବେ ରାଜଧାନୀରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଦୁଇ ଦିନ ହେଲା ପରିବା ଟ୍ରକ ଆସିପାରୁନଥିବା କାରଣରୁ ଏଭଳି ସ୍ଥିତି ଉପୁଜିଥିବା ବ୍ୟବସାୟୀମାନେ କହିଛନ୍ତି। ଆଉ ଅଧେ…

ଆଜିଠୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିଛି। ବୁଧବାର ଅଧିକାଂଶ ଅଞ୍ଚଳରେ ମେଘୁଆ ପାଗ ସାଙ୍ଗକୁ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହୋଇଛି। ଆଗାମୀ ୧୯ ତାରିଖ ଯାଏ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ରହିବ । ଆଜି, ଆସନ୍ତାକାଲି ଓ ୧୮ ତାରିଖରେ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି…

ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଛାତ୍ର ମୃତ

ପରୀକ୍ଷା କେନ୍ଦ୍ରରେ ଜଣେ ମାଟ୍ରିକ ଛାତ୍ରଙ୍କ ମୃତ୍ୟୁ ଘଟିଛି ।ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କୋରାପୁଟର ଦାମନଯୋଡି ପରୀକ୍ଷା କେନ୍ଦ୍ରରେ ଏହି ଘଟଣାଟି ଘଟିଛି । ସୂଚନାନୁସାରେ ଛାତ୍ରଟି ପରୀକ୍ଷା କେନ୍ଦ୍ରରେ ପହଂଚିବା କ୍ଷଣେ…