Odia News Portal
Browsing Tag

swadhikar

ପାକିସ୍ତାନର ଆର୍ଥିକ ସଙ୍କଟ; ହସ୍ପିଟାଲରେ ଔଷଧ କିଣିବାକୁ ନାହିଁ ଅର୍ଥ

ପାକିସ୍ତାନରେ ଆର୍ଥିକ ଦୁରବସ୍ଥା ଚରମରେ ପହଞ୍ଚିଛି। ସରକାରଙ୍କ ପାଖରେ ଔଷଧ କିଣିବାକୁ ବି ପଇସା ନାହିଁ। ଫଳରେ ପାକିସ୍ତାନର ହସ୍ପିଟାଲଗୁଡ଼ିକରେ ଇନସୁଲିନ, ଡିସ୍ପ୍ରିନ ଓ ଅନ୍ୟ ଜରୁରି ଔଷଧର ଗୁରୁତର ଅଭାବ ଦେଖାଦେଇଛି। ଜରୁରି ଔଷଧ ଅଭାବରୁ ଗୁରୁତର ରୋଗୀମାନଙ୍କର ଚିକିତ୍ସା ଓ ସର୍ଜରି…

ରାଜ୍ୟର ଆଉ ୫୦୦୦ ଡାକ୍ତର ନିଯୁକ୍ତି ଦେବେ ସରକାର

ଆଗାମୀ ଦିନରେ ୫୦୦୦ ଡାକ୍ତର ନିଯୁକ୍ତି ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାନସଭାରେ ପ୍ରଶ୍ନକାଳରେ ରାଜ୍ୟର ମେଡିକାଲ ଗୁଡିକର ବେଡ ଅଭାବ ଓ ରୋଗୀ ସେବାକୁ ନେଇ ଉଭୟ ଶାସକ ଓ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । …

ରାଷ୍ଟ୍ରପତି ହେଲେ ଶତ୍ରୁ ଦେଶକୁ ଆର୍ଥିକ ସହାୟତା ବନ୍ଦ କରିଦେବି-ନିକି ହାଲେ

୨୦୨୪ରେ ରିପବ୍ଲିକାନ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀହେବେ ବୋଲି ଭାରତୀୟ ବଂଶୋଦ୍ଭବ ମହିଳା ନିକି ହାଲେ ପୂର୍ବରୁ ଘୋଷଣା କରିସାରିଛନ୍ତି। ଏଥିସହିତ ସେ ଏବେ ନ୍ୟୁୟର୍କ ପୋଷ୍ଟରେ ଏକ ନିବନ୍ଧ ଲେଖିଛନ୍ତି ଯାହା ଚର୍ଚ୍ଚା ପରିସରକୁ ଆସିଛି। ନିବନ୍ଧରେ ସେ ଉଲ୍ଲେଖ କରିଛନ୍ତି ଯେ ଆମେରିକାର…

ମହିଳା ବିଶ୍ୱକପ ଟି-୨୦; ପୁଣି ଥରେ ଅଷ୍ଟ୍ରେଲିଆ ଜିତିଲା ବିଶ୍ୱ ମୁକୁଟ

ଅଷ୍ଟ୍ରେଲିଆ ମହିଳା ଦଳ ଲଗାତାର ତୃତୀୟ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ସହ ଡବଲ୍‌ ହ୍ୟାଟ୍ରିକ ଅର୍ଜନ କରିଛି। ବିଗତ ୭ ସଂସ୍କରଣରୁ ମଧ୍ୟ ଷଷ୍ଠ ଥର ବିଶ୍ବ ମୁକୁଟ ଜିତି ବିରଳ ସଫଳତା ଅର୍ଜନ କରିଛି। ରବିବାର ରାତିରେ କେପ୍‌ଟାଉନ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ଅଷ୍ଟ୍ରେଲିଆ…

ବାଲେଶ୍ୱର ଓ ବାରିପଦାରେ ଶୁଭିଲା ପ୍ରଚଣ୍ଡ ଶବ୍ଦ : ଭୟରେ ଘରୁ ବାହାରି ଆସିଲେ ଲୋକେ

ବାଲେଶ୍ୱର ଓ ବାରିପଦାରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ପ୍ରଚଣ୍ଡ ଶବ୍ଦରେ ଦୋହଲିଲା ଘରଦ୍ୱାର । ଭୟରେ ଲୋକେ ଘରୁ ବାହାରି ଆସିଲେ । ଶବ୍ଦ ସମୟରେ ଘରର କବାଟ ଝରକା ଥରି ଉଠିଥିଲା । ତେବେ ପ୍ରଚଣ୍ଡ ଶବ୍ଦ କାରଣ ଜଣାପଡିନି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ।

ଆଦାନୀ-ପ୍ରଧାନମନ୍ତ୍ରୀ ମୋଦି ଏକ; ରାୟପୁର ଅଧିବେଶନ କହିଲେ ରାହୁଲ

ରାୟପୁରଠାରେ ଅନୁଷ୍ଠିତ କଂଗ୍ରେସର ପୂର୍ଣ୍ଣାଙ୍ଗ ଅଧିବେଶନରେ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଏବଂ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଜି ଉଦ୍‌ବୋଧନ ଦେଇଛନ୍ତି।ସଂସଦରେ ବିଜେପିର ନେତାମାନେ କାହିଁକି ଆଦାନିଙ୍କୁ ସୁରକ୍ଷା ‌ଦେବାପାଇଁ ଆଗେଇ ଆସିଲେ ବୋଲି ରାହୁଲ ପ୍ରଶ୍ନ…

ମନୀଷ ସିସୋଦିଆଙ୍କ ଗିରଫକୁ ବିରୋଧ କରି ଦେଶବ୍ୟାପୀ ପ୍ରତିବାଦ କରିବ ‘ଆପ’

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଗିରଫଦାରିକୁ ବିରୋଧ କରି ଆଜି ‘ଆପ୍‌’ ଦେଶବ୍ୟାପୀ ପ୍ରତିବାଦ ପ୍ରଦର୍ଶନ କରିବ ବୋଲି ଦଳର ଜାତୀୟ ସାଧାରଣ ସମ୍ପାଦକ ସନ୍ଦୀପ ପାଠକ କହିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି: ଦେଶର ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ରୂପ ଦେଉଥିବା ମହାନ୍‌…

ଅଗ୍ନିପଥ ବିରୋଧରେ ଆଗତ ପିଟିସନକୁ ଖାରଜ କଲା ଦିଲ୍ଲୀ ହାଇକୋର୍ଟ

ଏଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ଦର୍ଶାଇ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌ଗୁଡ଼ିକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ‘ଅଗ୍ନିପଥ ଯୋଜନା’କୁ ଚାଲେଞ୍ଜ୍‌ କରି ଆଗତ ସମସ୍ତ ପିଟିସନ୍‌ ଖାରଜ କରାଗଲା ବୋଲି ମୁଖ୍ୟ…

ନାରୀ ଶିକ୍ଷାର ଅବସାନ ଘଟାଇବାକୁ ସ୍କୁଲ ବାଳିକାମାନଙ୍କୁ ଦିଆଯାଉଛି ବିଷ

ନାରୀ ଶିକ୍ଷାର ଅବସାନ ଘଟାଇବା ଲାଗି ପବିତ୍ର ନଗରୀ କ୍ବୋମ୍‌ରେ କିଛି ଲୋକ ସ୍କୁଲ୍‌ ବାଳିକାମାନଙ୍କୁ ବିଷ ଦେଉଥିବା କଥା ରବିବାର ଦିନ ଇରାନ୍‌ର ଉପ-ସ୍ବାସ୍ଥ୍ୟମନ୍ତ୍ରୀ କହିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ତେହ୍‌ରାନ୍‌ର ଦକ୍ଷିଣାଞ୍ଚଳ, ମୁଖ୍ୟତଃ କ୍ବୋମ୍‌ରେ…

 ମାର୍ଚ୍ଚରେ ୪୦ ଡିଗ୍ରୀ ପାର ହେବ ତାପମାତ୍ରା

ଆଜିଠୁ ରାଜ୍ୟରେ ଆହୁରି ବଢ଼ିବ ତାତି। ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟର କିଛି ସ୍ଥାନରେ ୪୦ରୁ ୪୨ ଡିଗ୍ରୀ ଛୁଇଁପାରେ ତାପମାତ୍ରା। ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦିନର…