Odia News Portal
Browsing Tag

swadhikar

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ି ମତଦାନରୁ ବିରତ ରହିବ

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ମତଦାନରୁ ବିରତ ରହିବ। ଆଜି ଏନେଇ ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟଠାରୁ ସମଦୂରତା ବଜାୟ ରଖିଛି। ଏଣୁ ଦଳ ସଭାପତି ନବୀନ ପଟ୍ଟନାୟକ ଏହି…

ଉତ୍କଳ ବିଶ୍ଵବିଦ୍ୟାଳୟରେ ମୋହନ ସରକାରଙ୍କ ସର୍ଜିକାଲ ଷ୍ଟ୍ରାଇକ୍ ଆରମ୍ଭ: ବିଜେପି ଯୁବମୋର୍ଚ୍ଚା

ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅଣଛାତ୍ରଙ୍କୁ ତଡିବା ପ୍ରସଙ୍ଗରେ ବିଜେପି ଯୁବମୋର୍ଚ୍ଚା ପ୍ରତିକ୍ରିୟା ଦେଇଛି। ବିଜେଡ଼ି ଓ କଂଗ୍ରେସ କ’ଣ ପାଇଁ ପ୍ରତିକ୍ରିୟାଶୀଳ ହେଉଛନ୍ତି। ଯଦି ଆମ ଦଳର ଅଧିକ ଅଣଛାତ୍ର ଥିଲେ, ତାହାଲେ ଆମେ ପ୍ରତିକ୍ରିୟାଶୀଳ ହେବା କଥା। ଏଥିରେ ବିଜେଡି ଓ କଂଗ୍ରେସ ଦଳକୁ…

ବାଣୀବିହାର କ୍ୟାମ୍ପସ୍‌ରୁ ବାହାରିବେ ଅଣଛାତ୍ର, ଆରମ୍ଭ ହେଲା ପୁଲିସ ରେଡ୍‌

ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ । ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସ ଗୁଡ଼ିକ ଉପରେ ରେଡ୍‌ କରିବ କମିସନରେଟ୍ ପୁଲିସ । ଦିନ ୧୦.୩୦ମିନିଟ୍ ପରଠୁ ବିଭିନ୍ନ ହଷ୍ଟେଲରେ ଛାପା ମାରିବା ଆରମ୍ଭ କରିଛି । ଉତ୍କଳ ୟୁନିଭର୍ସିଟି ହଷ୍ଟେଲ ୧, ୨, ୩ ଓ ୫ ହଷ୍ଟେଲରୁ ବିଦା ହେବେ…

ଇସ୍ରାଏଲ ଉପରେ ୟେମେନର ଡ୍ରୋନ୍ ଆକ୍ରମଣ

କିଛି ଦିନର ନିରବତା ପରେ ମଧ୍ୟପ୍ରାଚ୍ୟରେ ପୁଣି ବଡ଼ ଉତ୍ତେଜନା ସୃଷ୍ଟି ହୋଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଆଜି କହିଛି ଯେ ୟେମେନ ଇସ୍ରାଏଲ ସୀମା ଭିତରକୁ ବ୍ୟାପକ ଡ୍ରୋନ୍ ଆକ୍ରମଣ କରିଛି।   ଆଜି ଅଚାନକ ୟେମେନର ଡ୍ରୋନ୍‌ ଆକ୍ରମଣ  ଉତ୍ତେଜନା ସୃଷ୍ଟି କରିଛି।   ଇସ୍ରାଏଲ…

ଉତ୍ତର ଭାରତ ବନ୍ୟା ମୃତ୍ୟୁସଂଖ୍ୟା ୫ ଶହ ଟପିଲା

ଉତ୍ତରଭାରତ ଦଶନ୍ଧି ମଧ୍ୟରେ ସବୁଠାରୁ ଭୟାବହ ମୌସୁମୀ ବର୍ଷାର ସମ୍ମୁଖୀନ ହୋଇଛି। ପଞ୍ଜାବ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀର କିଛି ଅଂଶରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଜୁନ୍‌ ମାସରୁ ଏ ପର୍ଯ୍ୟନ୍ତ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅଚାନକ ବନ୍ୟାରେ…

ପାହାଡ଼ ଚଢ଼ିପାରିଲାନି ଆମ୍ବୁଲାନ୍ସ: ୫ କିମି ଭାରରେ ବୁହାହେଲେ ରୋଗୀ

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଟେମୁରୁପାଲ୍ଲୀ ପଞ୍ଚାୟତର ତୁଳସୀ ପାହାଡ଼ ରାସ୍ତା ମରଣଯନ୍ତା ପାଲଟିଛି। ମରାମତି ଅଭାବରୁ ପାହାଡ଼ ଉପରେ ଥିବା ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ୫ କିମି ଭାରରେ ବୁହା ହୋଇ ଆସିଲେ ରୋଗୀ। ତୁଳସୀ ଗାଁର ମଙ୍ଗଳଦେଇ ଦୁରୁଆ ରୋଗରେ…

ଭିତରକନିକା ଜଙ୍ଗଲରେ ମା’ପୁଅ ନିଖୋଜ

ଭିତରକନିକା ଜାତୀୟ ଉଦ୍ୟାନକୁ କଙ୍କଡ଼ା ଧରିବା ପାଇଁ ଯାଇଥିବା ମା’-ପୁଅ ପାଞ୍ଚଦିନ ହେଲା ନିଖୋଜ ହୋଇଯାଇଛନ୍ତି। ନିଖୋଜ ଦୁଇଜଣ ହେଲେ ଦେବେନ୍ଦ୍ରନାରାୟଣପୁର ଗ୍ରାମର ଦିଲ୍ଲୀପ ମିର୍ଦ୍ଧାଙ୍କ ପତ୍ନୀ ଅଞ୍ଜନା ମିର୍ଦ୍ଧା (୪୫) ଓ ପୁଅ ରତୀନ୍ଦ୍ର ମିର୍ଦ୍ଧା (୧୮)। ଆଜି ଏ ନେଇ ଖବର ପାଇବା ପରେ…

ସରଣ୍ଡାରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟର: କୁଖ୍ୟାତ ମାଓ ନେତା ଅମିତ ହାଁସଦା ନିହତ

ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ସରଣ୍ଡା ଜଙ୍ଗଲରେ ପୁଣି ଥରେ ଗୁଳିବର୍ଷା ହୋଇଛି। ରବିବାର ସକାଳେ ସୁରକ୍ଷା ବାହିନୀ ଗୁଳିରେ କୁଖ୍ୟାତ ମାଓବାଦୀ ନେତା ତଥା ଜୋନାଲ୍‌ କମିଟି ସଦସ୍ୟ ଅମିତ ହାଁସଦା ଓରଫ୍‌ ଆପ୍ତାନର ମୃତ୍ୟୁ ହୋଇଛି। ଆପ୍ତାନ ନାଁରେ ୨୦୧୪ରେ ଚାଇବାସା ଜେଲ ଭାଙ୍ଗିବା, ଏକ…

ସୀମାନ୍ତରେ ବାଟବଣା ବିକାଶ: ୯ ଖଣ୍ଡ ଗାଁକୁ ଭରସା ପାଦଚଲା ରାସ୍ତା

ଆନ୍ଧ୍ର ସୀମାନ୍ତ ଓଡ଼ିଶା ଗାଁରେ ବାଟ ହୁଡ଼ିଛି ବିକାଶ। ପାହାଡ଼ ଉପରେ ଅବସ୍ଥିତ ଗାଁକୁ ଯାତାୟାତର ମାଧ୍ୟମ ପାଦଚଲା ରାସ୍ତା। ମୋବାଇଲ୍ ନେଟ୍‌ୱର୍କ ନଥିବାରୁ ମନରେଗାରେ କାମ ପାଉନାହାନ୍ତି ଗ୍ରାମବାସୀ। ଜୀବନଜୀବିକା ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ ଥିବା ବେଳେ ଓଡ଼ିଆ ବଦଳରେ କହୁଛନ୍ତି ତେଲୁଗୁ।…

ଅଦିନରେ ରଥଯାତ୍ରା ପ୍ରସଙ୍ଗରେ ଶୁଣାଇଲେ ଗଜପତି: ବ୍ୟବସ୍ଥା ବଦଳିପାରେ, ତିଥି ନୁହେଁ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖନିସୃତ ନିର୍ଦ୍ଦେଶ, ପବିତ୍ର ଶାସ୍ତ୍ର ତଥା ମହର୍ଷି ବେଦବ୍ୟାସଙ୍କ ରଚିତ ପୁରାଣ, ଅନନ୍ତ କାଳରୁ ପ୍ରତିଷ୍ଠିତ ପରମ୍ପରା ଅନୁପାଳନ ପୂର୍ବକ ମୂଳପୀଠ ଶ୍ରୀମନ୍ଦିରରେ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସ୍ନାନଯାତ୍ରା ଓ ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ…