Odia News Portal
Browsing Tag

swadhikar

ଭୂକମ୍ପରେ ଦୋହଲିଲା ଗୁଜରାଟ

ଭୂକମ୍ପରେ ଦୋହଲିଲା ଗୁଜରାଟ। ରବିବାର ଅପରାହ୍ନରେ ଗୁଜରାଟରେ ୪.୩ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜକୋଟର ୨୭୦କିଲୋମିଟର ଉତ୍ତର ଉତ୍ତର ପଶ୍ଚିମରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି। ଅପରାହ୍ନରେ ୩ଟା…

ଅନୁ ଗର୍ଗ ନୂଆ ଉନ୍ନୟନ କମିଶନର

ଏସିଏସ ଅନୁ ଗର୍ଗ ନୂଆ ଉନ୍ନୟନ କମିଶନର ନିଯୁକ୍ତି । ପ୍ରଦୀପ ଜେନାଙ୍କ ପଦୋନ୍ନତି ପରେ ଅନୁ ଗର୍ଗଙ୍କ ଦାୟିତ୍ୱ । ଜଳସମ୍ପଦ ବିଭାଗର ଏସିଏସ ଭାବେ ଅତିରିକ୍ତ ଦାୟିତ୍ୱ ବି ତୁଲାଇବେ ଅନୁ ଗର୍ଗ ।

ପ୍ରଦୀପ ଜେନା ହେବେ ମୁଖ୍ୟ ଶାସନ ସଚିବ

୧୯୮୯ ବ୍ୟାଚର ଆଇଏଏସ ଅଫିସର ପ୍ରଦୀପ ଜେନା । ପ୍ରଦୀପ ଜେନା ହେଲେ ନୂଆ ମୁଖ୍ୟ ଶାସନ ସଚିବ । ମାର୍ଚ୍ଚ ୧ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା ।ବର୍ତ୍ତମାନ ଏସଆରସି ଦାୟିତ୍ୱରେ ଅଛନ୍ତି ପ୍ରଦୀପ ଜେନା । ବର୍ତ୍ତମାନର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ରେ ସରୁଥିବା…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଏହି କୁନି ପ୍ରତିଭା

ମାତ୍ର ୨ ବର୍ଷ ୪ ମାସରେ ଅବିଶ୍ବସନୀୟ ସ୍ମରଣଶକ୍ତି ଓ ବୌଦ୍ଧିକ ବିକାଶର ଅଧିକାରୀ ହୋଇ ବିସ୍ମୟ ବାଳକ ପ୍ରିୟାଂଶୁ ବେହେରା ଏବେ ଚର୍ଚ୍ଚାରେ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ-୨୦୨୨ରେ ସ୍ଥାନ ପାଇଛନ୍ତି ଏହି ଭୁବନେଶ୍ବର କୁନି ପ୍ରତିଭା। ୨୦୨୦ ସେପ୍ଟେମ୍ବର ୧୦ ତାରିଖରେ ଜନ୍ମିତ ପ୍ରିୟାଂଶୁଙ୍କ…

ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇଲେ ସୋନିଆ, କହିଲେ କେବେ ଅବସର ନେଇ ନାହିଁ କି ନେବି ମଧ୍ୟ ନାହିଁ

ଛତିଶଗଡ଼ର ରାୟପୁରରେ କଂଗ୍ରେସର ୮୫ତମ ମହାଅଧିବେଶନର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ନ୍ୟାସ ନେବାକୁ ସଙ୍କେତ ଦେବା ପରେ ଏହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ତେବେ ବର୍ତ୍ତମାନ ଏହି ଚର୍ଚ୍ଚାକୁ ସୋନିଆ ଗାନ୍ଧୀ ଖଣ୍ଡନ କରିଛନ୍ତି। କଂଗ୍ରେସ ମୁଖପାତ୍ର…

ଆସିଲା କ୍ରିକେଟର ରାଜଶ୍ରୀଙ୍କ ସୁଇସାଇଡ଼ ନୋଟର ଫିଙ୍ଗର ପ୍ରିଣ୍ଟ ରିପୋର୍ଟ

ମହିଳା କ୍ରିକେଟ ଖେଳାଳି ରାଜଶ୍ରୀ ସ୍ବାଇଁଙ୍କ ସ୍କୁଟି ଡିକିରୁ ଗୁରୁଡ଼ିଝାଟିଆ ଥାନା ପୁଲିସ ଜବତ କରିଥିବା ସୁଇସାଇଡ୍ ନୋଟରେ ରହିଛି ତାଙ୍କ ନିଜର ହସ୍ତାକ୍ଷର। ରାଜଶ୍ରୀ ନିଜେ ସେହି ସୁଇସାଇଡ୍ ନୋଟ୍ ଲେଖିଛନ୍ତି। ସେ ତାଙ୍କ ମୃତ୍ୟୁ ପାଇଁ କୋଚ୍ ଓ ମାଣ୍ଡେଲା ସାରଙ୍କୁ ଦାୟୀ କରିଥିବା ଉଲ୍ଲେଖ…

ଜୀବନ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ସର୍ବାଧିକ ଗୁରୁତ୍ୱ

ପ୍ରତିଟି ଜୀବନ ମୂଲ୍ୟବାନ । ଜୀବନ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଦେଇ ଆସୁଛନ୍ତି ସର୍ବାଧିକ ଗୁରୁତ୍ବ । ସେଥିପାଇଁ ଏଥର ରାଜ୍ୟ ବଜେଟ୍‌ରେ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି । ଜୀବନ ରକ୍ଷା ପାଇଁ ବାହକ ଆମ୍ବୁଲାନ୍ସର ବେଗକୁ ବଢ଼ାଇ ଦିଆଯାଇଛି । କଲ୍ ମିଳିବାର ୨୦…

ନାଟୁ ନାଟୁ ଗୀତରେ ଝୁମିଲେ ଦକ୍ଷିଣ କୋରିଆ ଦୂତବାସ କର୍ମଚାରୀ, ଟୁଇଟରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

‘ରୌଦ୍ରମ୍‌ ରଣମ୍‌ ରୁଧିରମ୍‌’ (ଆର୍‌ଆର୍‌ଆର୍‌) ଗୀତ ଛନ୍ଦରେ ଦକ୍ଷିଣ କୋରିଆ ଦୂତାବାସ କର୍ମଚାରୀମାନେ ପ୍ରଦର୍ଶନ କରିଥିବା ନୃତ୍ୟର ଭିଡିଓ କ୍ଲିପ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୁ ଆସିଛି। ସେମାନଙ୍କର ସମ୍ମିଳିତ ଉଦ୍ୟମକୁ…

ଆଦିବାସୀ ବୈଦ୍ୟଙ୍କୁ ଆମେରିକାରୁ ଆସିଛି ଡାକରା

କୋରାପୁଟ ଜିଲା ସେମିଳିଗୁଡ଼ାର ଆଦିବାସୀ ବୈଦ୍ୟଙ୍କୁ ଆମେରିକାରୁ ଆସିଛି ଡାକରା। ୱାଶିଂଟନରେ ଜୈବ ବିବିଧତା ଓ ଜଳବାୟୁ ପରିବର୍ତ୍ତନ ଉପରେ ଉଦ୍‌ବୋଧନ ଦେବାକୁ ତାଙ୍କୁ ଡାକରା ଆସିଥିବା ଜଣାଯାଇଛି। ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଥିବା ହରି ପାଠରେ କମ୍‌ ଥିଲେ ମଧ୍ୟ ଔଷଧୀୟ ଗୁଳ୍ମଲତା ଉପରେ…

ମନ୍ କି ବାତରେ କମଳାଙ୍କୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ

‘ଆବର୍ଜନାରୁ ସମ୍ପଦ’ ହେଉଛି ‘ସ୍ବଚ୍ଛ ଭାରତ ଅଭିଯାନ’ର ଗୋଟାଏ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ବୋଲି ଆଜି ‘ମନ୍‌ କୀ ବାତ୍‌’ର ୯୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବୟଂ ସହାୟକ ‌ସଙ୍ଗଠନ ଚଳାଉଥିବା…