Odia News Portal
Browsing Tag

swadhikar

କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ

ରାସ୍ତା ଉପରେ ଗାଡି ରଖିବାକୁ ମନା କରିବାକୁ କନେଷ୍ଟବଳକୁ ମାଡ଼ । ଭୁବନେଶ୍ୱର ଭିଏସଏସ୍‌ ନଗର ଏକ ମାଂସ ଦୋକାନ ଆଗରେ ଘଟିଛି ଘଟଣା ।ଖବର ଅନୁଯାୟୀ, ଭିଏସ୍‌ଏସ୍‌ ନଗରରେ ଥିବା ଏକ ମାଂସ ଦୋକାନ ବିବାଦ ଦେଖାଦେଇଥିଲା । ରାସ୍ତା ଉପରେ ଗାଡି ରଖିବାକୁ ମନା କରିଥିଲେ ଭିଏସ୍‌ଏସ୍‌ ନଗର ଫାଣ୍ଡିର…

ହିରୋରୁ ହେବେ ଫାଦର, ‘ବାପା ସୁପରମ୍ୟାନ’ରେ ଫେରୁଛନ୍ତି ସିଦ୍ଧାନ୍ତ ମହାପାତ୍ର

ବାପା ଭୂମିକାରେ ଆସୁଛନ୍ତି ସିଦ୍ଧାନ୍ତ ମହାପାତ୍ର। ଏହା ବୋଧେ ପ୍ରଥମ ଥର ପାଇଁ। ସନ୍ତାନର ଭବିଷ୍ୟତ ଉଜ୍ବଳମୟ କରି ଗଢ଼ିତୋଳିବା ପାଇଁ ବିଶେଷ କରି ବାପା ଓ ମା’ଙ୍କର ଭୂମିକା ଥାଏ। ପୁଅଟି ଯୋଗ୍ୟ ଏବଂ ଦକ୍ଷତା ସମ୍ପନ୍ନ ହେବାରେ ଯେ ବାପାଙ୍କ ଭୂମିକା ଅଧିକ ଥାଏ କିଏ ଜାଣୁ କି ନ ଜାଣୁ ତାହା…

ଅଭିନୟରୁ ଅବସର ନେବେ ସାଉଥ ଅଭିନେତ୍ରୀ ନୟନତାରା

ସାଉଥର ଲେଡି ସୁପରଷ୍ଟାର ଅଭିନେତ୍ରୀ ନୟନତାରା। ସେ ଆଉ ଅଭିନୟ କରିବେ ନାହିଁ। ସେ ନିଜ ଫ୍ୟାନ୍‌ମାନଙ୍କୁ ଦେଇଛନ୍ତି ଜୋରଦାର ଝଟ୍‌କା। ନୟନତାରା ଅଭିନୟ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏକଥା ଆମେ କହୁନୁ, ସାମ୍ନାକୁ ଆସିଥିବା ଏକ ରିପୋର୍ଟରୁ ଏହା ଜଣାପଡିଛି। ସାଉଥର ଏହି ଲେଡି…

କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ମାମଲା,୪ ଦିନିଆ ରିମାଣ୍ଡରେ ବାବୁରାମ

ଚାନ୍ଦିପୁର ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ସତ ଉଗାରୁଛି ଅଭିଯୁକ୍ତ ବାବୁରାମ ଦେ । ୪ ଦିନିଆ ରିମାଣ୍ଡରେ ନେଇ ତାକୁ ମାରାଥନ୍‌ ଜେରା କରୁଛି ବାଲେଶ୍ୱର ପୋଲିସ । ଆର୍ଥିକ କାରବାର ଓ ସମ୍ପତ୍ତି ନେଇ ଖୋଳତାଡ ଚାଲିଛି । ପାକିସ୍ତାନୀ ସୁନ୍ଦରୀର ମାୟାଜାଲରେ ପଡ଼ି କ୍ଷେପଣାସ୍ତ୍ର ଘାଟିର…

ଶ୍ରେଷ୍ଠ ଖେଳାଳୀ ଦୌଡରେ ଭାରତୀୟ ମହିଳା କ୍ରିକେଟର ରିଚା

ଭାରତୀୟ ୱିକେଟ୍‌ରକ୍ଷକ-ବ୍ୟାଟର ରିଚା ଘୋଷ ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଭାରତ ସେମିଫାଇନାଲ୍‌ରେ ପରାଜୟ ସହ ବିଦାୟ ନେଇଥିଲା ବେଳେ ରିଚା କିନ୍ତୁ ୬୮ ହାରରେ ୧୬୮ ରନ୍‌ କରିଥିଲେ। ଇଂଲଣ୍ଡଠୁ ମାତ୍ର ୫ ରନ୍‌ରେ ଦଳ…

ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ କିଛି ଗୁପ୍ତ ତଥ୍ୟ ବିଷୟରେ

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାଠାରେ ରହିଛି ଗୁପ୍ତେଶ୍ଵର ମହାଦେବ ମନ୍ଦିର। ଏହା ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ। ଏହା ଜୟପୁର ସହରଠାରୁ ୫୮ ଓ କୋରାପୁଟଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାକୃତିକ ଶୋଭାରାଜିରେ ଆଚ୍ଛାଦିତ ଏହି ସ୍ଥଳୀ ଶୀତ ଦିନିଆ ପିକ୍‌ନିକ୍ ପାଇଁ ଏକ ଉତ୍ତମ ସ୍ଥାନ…

ଗୃହ ନିର୍ମାଣ ଓ ନିଯୁକ୍ତି ଉପରେ ବଜେଟ ପକାଇବ ସକରାତ୍ମକ ପ୍ରଭାବ

ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବିଧାନସଭାରେ ଶୁକ୍ରବାର ଉପସ୍ଥାପନ କରିଥିବା ବଜେଟ ୨୦୨୩-୨୪ରେ ଅନେକ ଭଲ ପଦକ୍ଷେପ ନେଇଛନ୍ତି। ବଜେଟରେ ୩୫% ସାମାଜିକ କ୍ଷେତ୍ରକୁ, ୩୪% ଅର୍ଥନୈତିକ କ୍ଷେତ୍ରକୁ ପ୍ରଦାନ କରାଯାଇଛି। ବଜେଟରେ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଆଯାଇଛି। ଏହା ନିଶ୍ଚିତଭାବରେ ଗୃହ…

ନିକଟତର ହେବେ ବୃହସ୍ପତି-ଶୁକ୍ର : ଟ୍ୱିଟ୍ କରି ଫଟୋ ସେୟାର କଲା ନାସା

ସୌରଜଗତର ୨ଟି ଉଜ୍ଜ୍ୱଳତମ ଗ୍ରହ ହେଉଛନ୍ତି ଶୁକ୍ର ଓ ବୃହସ୍ପତି । ଏବେ ମୀନ ରାଶିରେ ଅବସ୍ଥାନ କରୁଛନ୍ତି । ସଂଧ୍ୟା ଓ ପାହାନ୍ତା ସମୟରେ ଶୁକ୍ରଙ୍କ ପାଖରେ ହଳଦିଆ ଗ୍ରହ ବୃହସ୍ପତିଙ୍କୁ ଦେଖିବାକୁ ମିଳୁଛି । ଫେବ୍ରୁଆରୀ ପହିଲାରେ ୨ ଗ୍ରହ ପରସ୍ପରଠାରୁ ୨୯ ଡିଗ୍ରି ଦୂରରେ ରହିଥିବା ବେଳେ…

ଆରମ୍ଭ ହୋଇନି ଗ୍ରୀଷ୍ମ ଋତୁ ହେଲେ ବର୍ଦ୍ଧିତ ତାପମାତ୍ରା ବଢାଉଛି ଶକ୍ତି ସଙ୍କଟ ଆଶଙ୍କା

ଫେବ୍ରୁଆରି ମାସ ଶେଷ ହୋଇ ନଥିଲେ ବି ଭାରତ‌ର ଅନେକ ସ୍ଥାନରେ ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇବା ଦେଖାଯାଉଛି। ତ‌ାପମାତ୍ରା ବଢ଼ୁଥିବାରୁ ଆଗାମୀ ଦିନରେ ଦେଶରେ ବିଦ୍ୟୁତ୍‌ଶକ୍ତିର ଚାହିଦା ବୃଦ୍ଧି ପାଇବ। ଗ୍ରୀଷ୍ମଋତୁରେ ଏହା ଶକ୍ତିସଙ୍କଟର କାରଣ ହେବ। ଗତ ଜାନୁଆରିରେ ସର୍ବାଧିକ…

ମହିଳା ବିଶ୍ୱକପ ଟି-୨୦: ସ୍ଥାନ ବଜାୟ ରଖିବ ଅଷ୍ଟ୍ରେଲିଆ ନା ବାଜି ମାରିନବ ଦକ୍ଷିଣ ଆଫ୍ରିକା

ଆଜି (ରବିବାର) ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଉଦ୍‌ଯାପିତ ହେବ। କିଏ ଏଥର ବିଶ୍ବ ବିଜେତା ହେବ। ଗତଥର ବିଜେତା ଅଷ୍ଟ୍ରେଲିଆ ଟ୍ରଫି ବଜାୟ ରଖିପାରିବ ନା ଆୟୋଜକ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଲାଗି ଟ୍ରଫି ତୋଳିଧରିବ ତାହା ରବିବାର ଫାଇନାଲ୍‌ ମୁକାବିଲା ପରେ ସ୍ପଷ୍ଟ ହୋଇଯିବ। ତେଣୁ…