Odia News Portal
Browsing Tag

swadhikar

ଆପକୁ ଲାଗିଲା ଶକ୍ତ ଧକ୍କା, ଷ୍ଟାଣ୍ଡିଂ କମିଟି ପୁନଃ ନିର୍ବାଚନରେ ରୋକ ଲଗାଇଲା ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ମହାନଗର ନିଗମ ( ଏମସିଡି)ର ଷ୍ଟାଣ୍ଡିଂ କମିଟିରେ ପୁନଃ ନିର୍ବାଚନ କରିବାକୁ ମେୟର ସେଲି ଓବରୟଙ୍କ ନିଷ୍ପତ୍ତି ଉପରେ ଦିଲ୍ଲୀ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଏହାସହିତ ହାଇକୋର୍ଟ ଉପରାଜ୍ୟପାଳ, ମେୟର ଓ ମହାନଗର ନିଗମକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ।…

ଆହ୍ଲାବାଦ ପରେ ପରିବର୍ତ୍ତନ ହେବ ଏହି ଦୁଇଟି ସହରର ନାମ..

ଉତ୍ତର ପ୍ରଦେଶରେ ଆହ୍ଲାବାଦର ନାମକୁ ପରିବର୍ତ୍ତନ କରି ଏହାର ପୁରୁଣାନାମ ଅନୁସାରେ ପ୍ରୟାଗରାଜ ରଖାଯାଇଥିଲା । ଏବେ ମହାରାଷ୍ଟ୍ରର ଦୁଇଟି ସହର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି । ମହାରାଷ୍ଟ୍ରର ମରାଠଓ୍ୱାଡାରେ ଥିବା ଔରଙ୍ଗାବାଦ ଏବଂ ଉସମାନାବାଦର ନାମ…

ଟ୍ରାଇଥଲନ ପ୍ରତିଯୋଗୀଙ୍କ ମୃତ୍ୟୁ

ଟ୍ରାଇଥଲନ ପ୍ରତିଯୋଗିତାବେଳେ ପ୍ରତିଯୋଗୀଙ୍କ ମୃତ୍ୟୁ। ମୃତକ ରାଜସ୍ଥାନ ଯୋଦ୍ଧପୁରର ଏବଂ ସେ ରାମଚଣ୍ଡିରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆସିଥିଲେ। ପ୍ରତିଯୋଗିତାରେ ଅସୁସ୍ଥ ହେବାରୁ ତାଙ୍କୁ ପୁରୀ ମେଡ଼ିକାଲକୁ ଅଣାଯାଇଥିଲା। ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ…

ପାକିସ୍ତାନକୁ ତଥ୍ୟ ଲିକ୍ ମାମଲା; ୪ଦିନିଆ ରିମାଣ୍ଡରେ ଗଲେ ବାବୁରାମ

ପାକିସ୍ତାନକୁ ତଥ୍ୟ ଲିକ୍‌ ଅଭିଯୋଗରେ ଗିରଫ ମାମଲାରେ ଗତକାଲି ଗିରଫ ହୋଇଥିବା ଚାନ୍ଦିପୁରସ୍ଥିତ ଆଇଟିଆର୍‌ର ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେ’ଙ୍କୁ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଛି। ବାବୁରାମ ଦେ’ଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ…

ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ନୀତୀଶ କୁମାରଙ୍କୁ ବଦଳାଇଦେଇଛି; ଅମିତ ଶାହା

ବିହାରରେ ଗୋଟିଏ ପଟେ ମହାଗଠବନ୍ଧନ(ଆରଜେଡି, କଂଗ୍ରେସ, ଜେଡିୟୁ) ପୂର୍ଣ୍ଣିଆରେ ଆଜି ଏକ ମହାସମାବେଶ କରି ବିଜେପି ମୁକ୍ତ ଭାରତ ବାବଦରେ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟ ପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବଗହାରେ ପହଞ୍ଚି ଜେଡିୟୁ-ଆରଜେଡି ମିଳିତ ମଞ୍ଚକୁ ଜଳ ଏବଂ ତେଲର…

ଦେଓମାଳିର ଶିଖର ହେବ ‘ୱେଡିଂ ଡେଷ୍ଟିନେସନ୍’

ରାଜ୍ୟ ପର୍ଯ୍ୟଟନର ପ୍ରମୁଖ ଆକର୍ଷଣ ‘ଦେଓମାଳି ପର୍ବତ ଶିଖର’କୁ ଓଡ଼ିଶାର ‘ୱେଡିଂ ଡେଷ୍ଟିନେସନ୍‌’ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଡେଷ୍ଟିନେସନ୍‌ ୱେଡିଂ ଏବେ ଓଡ଼ିଶାବାସୀଙ୍କ ପାଇଁ ଆଉ ସ୍ବପ୍ନ ‌‌ହୋଇରହିବ ନାହିଁ। ଯୋଧପୁର, ଜୟପୁର, ଗୋଆ ବା କେରଳ ଭଳି…

ନୱାଜୁଦ୍ଦିନ ସିଦ୍ଦିକିଙ୍କ ନାମରେ ପତ୍ନୀ ଆଲିଆ ଆଣିଲେ ଦୁଷ୍କର୍ମ ଅଭିଯୋଗ

ବଲିଉଡ ଜଗତରେ ଦମଦାର ଅଭିନୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକି ଏବେ ନିଜ ବୈବାହିକ ଜୀବନକୁ ନେଇ ବିବାଦରେ ଅଛନ୍ତି। ତାଙ୍କ ବିରୋଧରେ ପତ୍ନୀ ଆଲିଆ ଘରୋଇ ହିଂସାର ଅଭିଯୋଗ ଆଣିଥିବା ବେଳେ ଏବେ ଆଉ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଛି। ଆଲିଆ ଏବେ…

ଅକ୍ଷୟଙ୍କ ବଡ ନିଷ୍ପତି, ଛାଡିବେ କାନାଡାର ନାଗରିକତ୍ୱ

ପରଷ୍ଟାର ଅକ୍ଷୟ କୁମାର ତାଙ୍କର ଅଭିନୟ ଯାଦୁରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ରସ୍ଥାନ ପାଇଛନ୍ତି। ସେ ଏବେ ତାଙ୍କ ଆଗାମୀ ସିନେମା ‘ସେଲଫି’ର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି। ଏହି ପ୍ରମୋସନ ସମୟରେ ଏକ ସାକ୍ଷାତକାରରେ ଅକ୍ଷୟ କହିଛନ୍ତି, ଭାରତ ମୋ ପାଇଁ ସବୁକିଛି। ଯାହାବି ରୋଜଗାର କରିଛି…

ଖସୁଛି ଏଲଆଇସିର ସେୟାର ମୂଲ୍ୟ

ହିଣ୍ଡେନବର୍ଗ ରିପୋର୍ଟ ମାଡ଼ରେ ଏକଦା ବିଶ୍ବର ଏକ ନମ୍ବର ଧନୀ ଥିବା ଗୌତମ ଆଦାନୀ ଧରାଶାୟୀ ହୋଇପଡ଼ିଥିବା ବେଳେ, ଏହାର ପ୍ରଭାବରେ ତାଙ୍କ କମ୍ପାନିରେ ଟଙ୍କା ଲଗାଇଥିବା ଦେଶର ସର୍ବବୃହତ ଇନସ୍ୟୁରାନ୍ସ କମ୍ପାନି ଭାରତୀୟ ଜୀବନବୀମା ନିଗମ (ଏଲଆଇସି) ପ୍ରଭୂତ କ୍ଷତି ସହିଛି। ଜାତୀୟ ଗଣମାଧ୍ୟମର…

ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାଗତରେ ପ୍ରାୟ ୨ କିମି ପର୍ଯ୍ୟନ୍ତ ବିଛା ହେଲା ଗୋଲାପ ପାଖୁଡା

ଛତିଶଗଡ଼ର ରାଜଧାନୀ ନୂଆ ରାୟପୁର ସହରରେ ଚାଲିଥିବା କଂଗ୍ରେସର ୮୫ତମ ଜାତୀୟ ଅଧିବେଶନରେ ଯୋଗ ଦେବା ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଶନିବାର ରାୟପୁରରେ ପହଞ୍ଚିଥିଲେ । ତେବେ ତାଙ୍କୁ ସ୍ବାଗତ କରିବାକୁ ଯେପରି ଆୟୋଜନ କରାଯାଇଥିଲା ତାହାକୁ ନେଇ ଚର୍ଚ୍ଚା ହେଉଛି । ପ୍ରିୟଙ୍କା…