Odia News Portal
Browsing Tag

swadhikar

କଂଗ୍ରେସ ଅଧିବେଶନରେ ଯୋଗ ଦେବେନାହିଁ ସୋନିଆ, ରାହୁଲ, ପ୍ରିୟଙ୍କା

ଛତିଶଗଡ଼ର ରାୟପୁରରେ ଆୟୋଜନ କରାଯାଇଥିବା ଗୁରୁତ୍ବପୂର୍ଣ୍ଣ କଂଗ୍ରେସ ଅଧିବେଶନରେ ଆଜି ‘କଂଗ୍ରେସ ୱାର୍କିଙ୍ଗ୍‌ କମିଟି’ କାର୍ଯ୍ୟକର୍ତ୍ତା ନିର୍ବାଚନ ବିଷୟରେ ଆଲୋଚନା ହେବ, କିନ୍ତୁ ଏଥିରେ ଦଳର ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀ, ପୁଅ ରାହୁଲ୍‌ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗ…

ବିଧାନସଭାର ବଜେଟ୍ ଅଧିବେଶନ ପ୍ରଶ୍ନକାଳ :୧୧ଟା ୩୦ ଯାଏଁ ଗୃହ ମୁଲତବୀ

ବିଧାନସଭାର ବଜେଟ୍ ଅଧିବେଶନ ପ୍ରଶ୍ନକାଳ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ବାଚସ୍ପତିଙ୍କ ପୋଡିୟମ୍ ତଳେ ଚାଷୀ ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟ ନାରାବାଜି କରୁଥିବା ଦେଖିବାକୁ ମିଳିଛି । ତେଣୁ ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବୀ ରଖିଛନ୍ତି । ସେପଟେ, ଅପରାହ୍ଣରେ ଆଗାମୀ…

ଅନେକ ଧ୍ୱଂସାବଶେଷ, ଅଗଣତି ମୃତ୍ୟୁ ଓ ସ୍ଥାନାନ୍ତରଣ ମଧ୍ୟରେ ବର୍ଷେ ପୂରିଲା, ହେଲେ ତଥାପି ହେଉନାହିଁ ପରିସମାପ୍ତି

ରୁଷ୍‌ର ୟୁକ୍ରେନ୍ ଯୁଦ୍ଧକୁ ଆଜି (ଫେବ୍ରୁଆରି ୨୪) ବର୍ଷେ ପୂରୁଛି। ଏହି ଯୁଦ୍ଧ ଫଳରେ ୟୁକ୍ରେନ୍‌ର କୋଟି କୋଟି ଲୋକ ବିସ୍ଥାପିତ ହୋଇଛନ୍ତି ବା ଅନ୍ୟ ଦେଶରେ ଶରଣ ନେଇଛନ୍ତି। ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ୟୁକ୍ରେନ୍‌ର ଅନେକ ସହର ଏକପ୍ରକାର ଧ୍ବଂସ ପାଇଯାଇଛି। ଯୁଦ୍ଧ ଶେଷ ହେବାର…

ନବଦାସଙ୍କ ହତ୍ୟା ଘଟଣାର ତଦନ୍ତରେ ସହଯୋଗ ପାଇଁ ଓଡ଼ିଶା ଆସିପାରେ ଏଫବିଆଇ

ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତଦନ୍ତରେ ସହଯୋଗ ପାଇଁ ଓଡ଼ିଶା ଆସିପାରେ ଏଫବିଆଇର ବିଏୟୁ ବା ବିହେବିଏରାଲ ୟୁନିଟ୍ । ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଯୋଗାଯୋଗ ପରେ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି । ହେଲେ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତିକୁ ଅପେକ୍ଷା…

ମାର୍ଚ୍ଚ ୨୫ରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ

୨୦୨୩-୨୪ ବର୍ଷ ପାଇଁ ଆସନ୍ତା ମାର୍ଚ୍ଚ ୨୫ରେ ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ହେବ। ରାଜ୍ୟ ଆଇନଜୀବୀ ପରିଷଦର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଓକିଲ ସଂଘ ସାଧାରଣ ପରିଷଦ ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ବର୍ଷ ପାଇଁ ଜଗନ୍ନାଥ ଦାସ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ…

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ବିଳମ୍ବିତ ରାତିରେ ଥରିଉଠିଲା ମାଟି । ଇଣ୍ଡୋନେସିଆର ଟୋବେଲୋରେ ବଡଧରଣର ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୩ ରେକର୍ଡ କରାଯାଇଛି । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗୁରୁବାର…

ଜାତିସଂଘରେ ଋଷ ବିରୋଧରେ ପାରିତ ହେଲା ପ୍ରସ୍ତାବ

ଜାତିସଂଘରେ ଋଷ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି । ୟୁକ୍ରେନରୁ ଋଷ ସେନା ପ୍ରତ୍ୟାହାର କରିବା ନେଇ ପାଶ୍ଚାତ୍ୟ ଦେଶଗୁଡିକ ଦେଇଥିବା ପ୍ରସ୍ତାବ ଜାତିସଂଘରେ ପାରିତ ହୋଇଛି । କିନ୍ତୁ ଏହି ପ୍ରସ୍ତାବରେ ଭାରତ ଭୋଟ ଦେବାରୁ ନିବୃତ ରହିଛି । ମୋଟ ୧୪୧ ଜଣ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା…

ଆଜି ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍

ଆଜି ରାଜ୍ୟ ବଜେଟ୍‌ । ବିଧାନସଭାରେ ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ଉପସ୍ଥାପନ କରିବେ । ଏଥିରେ ବ୍ୟୟବରାଦ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରହିପାରେ । ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍‌ ଆକାର ଥିଲା ୨ ଲକ୍ଷ କୋଟି…

ଓଡ଼ିଶା ଏବେ ରୋଲ୍ ମଡେଲ୍: ମୁଖ୍ୟମନ୍ତ୍ରୀ

ବିଧାନସଭା‌ରେ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ତେବେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି ବିରୋଧୀ ଦଳ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ସମନ୍ବିତ…

ସାବଧାନ! ଏଣିକି ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ନାହିଁ

ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ନାହିଁ। କାରଣ କନିଶନରେଟ ପୋଲିସ ତରଫରୁ ଜଣାଇ ଦିଆଯାଇଛି ଯେ ଅପରାଧିକ କାର୍ଯ୍ୟକଳାପ ରୋକିବା, ଟ୍ରାଫିକ୍‌ ନିୟନ୍ତ୍ରଣ, ସହରବାସୀଙ୍କ ସୁରକ୍ଷାକୁ କଡ଼ାକଡି କରିବାକୁ ଭୁବନେଶ୍ୱରର ପ୍ରମୁଖ ଛକ ଲାଗିଛି ୩୨ଟି…