ଆର୍ଜେଡି ବିଧାୟକଙ୍କ ଦାବି; ହୋଲିପରେ ବିହାର ମୁଖ୍ୟମନ୍ତ୍ରୀ ହେବେ ତେଜସ୍ୱୀ
ଚଳିତବର୍ଷ ହୋଲି ପରେ ଆର୍ଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ଦିନାରାର ଆର୍ଜେଡି ବିଧାୟକ ବିଜୟ ମଣ୍ଡଳ ଦାବି କରିଛନ୍ତି । ସୂଚନାଯୋଗ୍ୟ ତେଜସ୍ୱୀଙ୍କ ନେତୃତ୍ୱରେ ୨୦୨୫ ବିଧାନସଭା ନିର୍ବାଚନ ଲଢ଼ାଯିବ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ!-->…
