Odia News Portal
Browsing Tag

swadhikar

IPL 2023: ଓଡ଼ିଆରେ ବି ଦେଖିବାକୁ ମିଳିବ ଫଟାଫଟ କ୍ରିକେଟର ମଜା

ଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୬ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେଉଛି। ଏଥର ଟୁର୍ଣ୍ଣାମେଣ୍ଟର ଡିଜିଟାଲ ପ୍ରସାରଣ (Digital telecast) ଅଧିକାର ହଟଷ୍ଟାର ବଦଳରେ ଜିଓ ସିନେମାକୁ ଯାଇଛି। ଉପଭୋକ୍ତାମାନଙ୍କ ପାଇଁ ଆଇପିଏଲ୍ ଅଭିଜ୍ଞତାକୁ ଆକର୍ଷଣୀୟ କରିବାକୁ,…

ଦେଶରେ ଅଛି ଏମିତି କୂଅ, ଯାହାର ପାଣି ଚମତ୍କାରଠୁ କମ୍ ନୁହଁ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ଲୋକ ଶୁଦ୍ଧ ବାୟୁ ଏବଂ ପାନୀୟ ଜଳ ପାଇବାରେ ଅସମର୍ଥ। ଗଙ୍ଗା ନଦୀ ହେଉ କିମ୍ବା ନିକଟସ୍ଥ ପୋଖରୀ ହେଉ, ସବୁ ନଦୀରେ ବର୍ତ୍ତମାନ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ। ହେଲେ ଏପରି ଏକ କୂଅ ଅଛି ଯାହାର ଶୁଦ୍ଧ ଜଳ ଆପଣଙ୍କ ଶରୀରର…

ରାଉରକେଲା- ସମ୍ବଲପୁର ରୁଟ୍‌ରେ ରେଳ ଚଳାଚଳ ବ୍ୟାହତ

ବାମରା ଷ୍ଟେସନ ଠାରେ ରେଳରୋକ ଯୋଗୁଁ ଯାତ୍ରୀ ହଇରାଣ। ରାଉରକେଲା- ସମ୍ବଲପୁର ରୁଟରେ ରେଳ ଚଳାଚଳ ବ୍ୟାହତ ହୋଇଥିବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଷ୍ଟେସନରେ ରେଳ ଅଟକି ରହିଥିବାରୁ ଯାତ୍ରୀ ମଧ୍ୟ ଫସି ରହିଛନ୍ତି। ରାଉରକେଲା ଷ୍ଟେସନରୁ ବିଭିନ୍ନ ସ୍ଥାନକୁ…

ରେଳ ମନ୍ତ୍ରାଳୟରେ ଶେଷ ହେଲା ଭିଆଇପି ସଂସ୍କୃତି

ବିଭିନ୍ନ ସ୍ତରରେ ଭିଆଇପି ସଂସ୍କୃତିକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ଆଗେଇ ନେଇ ରେଳ ମନ୍ତ୍ରାଳୟ କାର୍ଯ୍ୟାଳୟରେ ସହାୟକ କର୍ମଚାରୀ (ଆଟେଣ୍ଡାଣ୍ଟ)ମାନଙ୍କୁ ଡାକିବା ପାଇଁ ବ୍ୟବହୃତ ହେଉଥିବା ଘଣ୍ଟିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ରେଳମନ୍ତ୍ରୀ…

ପନିକିରେ ହାଣି ମହିଳାଙ୍କୁ ହତ୍ୟା

ପନିକିରେ ହାଣି ମହିଳାଙ୍କୁ ହତ୍ୟା। ମୃତକଙ୍କ ନାମ ରେଣୁକା ଜେନା ବୋଲି ଜଣାପଡିଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତ୍ତପୁର ପଞ୍ଚାୟତ ହେମନ୍ତପୁର ଗାଁ ଏହି ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ହେମନ୍ତପୁର ଗାଁ ରନଥା ଜେନାଙ୍କ ସ୍ତ୍ରୀ…

ଇଞ୍ଜିନରୁ ତେଲ ଲିକ୍ ପରେ ନେଓ୍ବାର୍କ-ଦିଲ୍ଲୀ ଏୟାର ଇଣ୍ଡିଆ ଫ୍ଲାଇଟର ଷ୍ଟକହୋମରେ ଜରୁରୀ ଅବତରଣ

ଆମେରିକାର ନେଓ୍ବାର୍କ (ନ୍ୟୁ ଜର୍ସି) ରୁ ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ‘ଏଆଇ-୧୦୬ ଫ୍ଲାଇଟ୍ ସ୍ୱିଡେନର ଷ୍ଟକହୋମରେ ଜରୁରୀ ଅବତରଣ କରିଛି । ରିପୋର୍ଟ ଅନୁଯାୟୀ ବିମାନଟିର ଗୋଟିଏ ଇଞ୍ଜିନରୁ ତେଲ ଲିକ୍ ହେବା ପରେ ଏହାକୁ ଷ୍ଟକହୋମରେ ଏମର୍ଜନ୍ସି…

ବିଜେପିକୁ ବଡ଼ ଝଟକା: ମେୟର ନିର୍ବାଚନ ଜିତିଲେ ଆପ୍ର ଶେଲୀ ଓବରୟ

ଦିଲ୍ଲୀରେ ଇତିହାସ ସୃଷ୍ଟି କରିଛି ଆମ ଆଦମୀ ପାର୍ଟି। ୧୦ ବର୍ଷ ମଧ୍ୟରେ ଦିଲ୍ଲୀକୁ ମିଳିଛି ପ୍ରଥମ ମହିଳା ମେୟର। ଆପ୍ର ଶେଲୀ ଓବରୟ ଆଜି ଅନୁଷ୍ଠିତ ମେୟର ନିର୍ବାଚନରେ ବାଜିମାତ କରିଛନ୍ତି। ସେ ବିଜେପିର ରେଖା ଗୁପ୍ତାକୁ ୩୪ ଖଣ୍ଡ ଭୋଟରେ ହରାଇ ନୂଆ ମେୟର ବନିଛନ୍ତି। ଏମସିଡି ନିର୍ବାଚନ ଶେଷ…

ଭୂମିକମ୍ପରେ ଥରିଲା ରାଜଧାନୀ

ଆଜି ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୪.୪ ରେକର୍ଡ଼ କରାଯାଇଛି। ସେହିପରି ଦିଲ୍ଲୀ-ଏନସିଆରରେ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି। ନେପାଳର ଜୁମଲା ଠାରୁ ୬୯ କିଲୋମିଟର ଦୂରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଅଫ୍ ସେସମୋଲୋଜି…

ଜେଲରେ ଗୋପାଳକୁ ଭେଟିବାକୁ ଆସିଲେ ପରିବାରଲୋକ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସ ଚୌଦ୍ବାର ଜେଲ୍‌ରେ ୮ ଦିନ ହେଲା ରହିଲାଣି। ଗିରଫ ହେବା ପରେ ଗୋପାଳକୁ ଆଜି ଅର୍ଥାତ ଫେବୃଆରି ୨୨ ତାରିଖ ବୁଧବାର ଦିନ ତ‌ାର ପରିବାରଲୋକ ପ୍ରଥମଥର ପାଇଁ ଭେଟିବାକୁ ଆସିଥିଲେ। ନବ ଦାସଙ୍କ ହତ୍ୟାକାରୀ ଗୋପାଳକୁ…

ଗୁରୁବାର ସକାଳ ସାଢ଼େ ୧୦ ପର୍ଯ୍ୟନ୍ତ ଗୃହ ମୁଲତବି

ବିଧାନସଭା ଅଧିବେଶନ ଜାରି ରହିଥିବାବେଳେ ଅପରାହ୍ନରେ ବି ଗୃହରେ ହଟଗୋଳ ସୃଷ୍ଟି ହୋଇଛି। ଗୃହର ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଆସି ନାରାବାଜି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ନେଇ ବିଜେଡି ସଦସ୍ୟମାନେ ନିଜ ଆସନରେ ଛିଡା ହୋଇ ନାରାବାଜି…