Odia News Portal
Browsing Tag

swadhikar

ଅନୁପ ସାଏଙ୍କୁ ହତ୍ୟା ମାମଲା,କନେଷ୍ଟବଳଙ୍କ ବଦଳି

ଅନୁପ ସାଏଙ୍କୁ ହତ୍ୟା ଯୋଜନା । ଜଣେ କନେଷ୍ଟବଳ ହତ୍ୟା ଷଡ଼ଯନ୍ତ୍ର କରିଥିବା ସୂଚନା ମିଳିଛି । ଘଟଣା ସାମ୍ନାକୁ ଆସିବା ପରେ ଜଣେ କନେଷ଼୍ଟବଲକୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ କରାଯାଇଛି । କନେଷ୍ଟବଳ ସରୋଜ ଦାସଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଥିବା ଏସପି ସ୍ମିଥ ପରମାର…

ଗହଣା ଦୋକାନରେ ଚଢ଼ାଉ

ଜିଏସଟି ଫାଙ୍କିବା ଅଭିଯୋଗରେ ଗହଣା ଦୋକାନରେ ଚଢ଼ାଉ । ସୋନପୁର ସହରର ପ୍ରତିଷ୍ଠିତ ସୁନା ଗହଣା ଦୋକାନ ଚନ୍ଦ୍ରିକା ଜ୍ୱେଲର୍ସ ସମେତ ମାଲିକଙ୍କ ଘରେ ବଲାଙ୍ଗୀର ସିଟି-ଜିଏସଟି ବିଭାଗ ପକ୍ଷରୁ ୬ ଜଣିଆ ଟିମ୍ ଏକ କାଳୀନ ଚଢ଼ାଉ କରିଛି । ବଲାଙ୍ଗୀର ସିଟି ଜିଏସଟି ବିଭାଗ ଡେପୁଟି କମିଶନର କିଶୋର…

ବାପାଙ୍କ ହତ୍ୟା ଘଟଣାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ: ଦୀପାଳି ଦାସ

ନବ ଦାସ ହତ୍ୟା ପ୍ରସଙ୍ଗରେ ଝିଅ ଦୀପାଳି ଦାସ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦୀପାଳି କହିଛନ୍ତି ତାଙ୍କ ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ । ଜଣେ ଭଲ ଜଜଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ତଦାରଖ କରୁଛି । ମୋର ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି ଆଉ ଆମ…

ନବ ଦାସ ହତ୍ୟା ମାମଲା: ସାମ୍ନାକୁ ଆସିଲା ଅଭିଯୁକ୍ତ ଗୋପାଳକୁ ନେଇ ବଡ଼ ପ୍ରମାଣ

ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଏକ ବଡ଼ ପ୍ରମାଣ ସାମ୍ନାକୁ ଆସିଛି। ଗତ ଜାନୁଆରୀ ମାସ ୨୯ ତାରିଖରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏକ ସର୍ବସାଧାରଣ ବୈଠକରେ ଯୋଗଦେବାକୁ ଯାଉଥିବା ବେଳେ ତାଙ୍କୁ ଗୁଳି କରିଥିଲା। ଏଥିରେ ଜଣେ ପୋଲିସ କର୍ମଚାରୀଙ୍କୁ…

ଗୋପାଳ ଦାସ ମାନସିକ ସ୍ଥିତି ଯାଞ୍ଚ ଆବେଦନ ଖାରଜ

କ୍ରାଇମ୍‌ବ୍ରାଞ୍ଚକୁ ଝଟକା । ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଯାଞ୍ଚ ନେଇ ହୋଇଥିବା ଆବେଦନ ଖାରଜ ହୋଇଯାଇଛି । ଝାରସୁଗୁଡା ଜେଏମ୍‌ଏଫ୍‌ସି-୧ କୋର୍ଟ ଏହାକୁ ଖାରଜ କରିଛନ୍ତି । ଆବେଦନ ଖାରଜ ହେବା ପରେ କ୍ରାଇମ୍‌ବ୍ରାଞ୍ଚ…

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ

ରାଜ୍ୟପାଳ ଗଣେଶୀ ଲାଲ୍ ବଜେଟ୍ ଅଧିବେଶନରୁ ଆରମ୍ଭ କଲେ ତାଙ୍କ ଅଭିଭାଷଣ । ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ନେଇ ରାଜ୍ୟପାଳ ସୂଚନା ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସୁଫଳ ବଖାଣିଲେ ରାଜ୍ୟପାଳ । ମେକ୍ ଇନ୍ ଓଡିଶା କନକ୍ଲେଭ୍‌, ହକି ବିଶ୍‌ବକପ୍ ସଫଳତା ବର୍ଣ୍ଣନା କରିଛନ୍ତି…

ଏହି ଶିବଲିଙ୍ଗରେ ଚଢ଼ାଯାଏ ଜିଅନ୍ତା କଙ୍କଡ଼ା

ଭାରତରେ ତ ଏମିତି ସହସ୍ର ମନ୍ଦିର ରହିଛି ଶିବ ଶଙ୍କରଙ୍କର.. କିନ୍ତୁ ତାହା ମଧ୍ୟ ରୁ କିଛିି ମନ୍ଦିର ରହିଛି ଯାହାର ବିଶେଷତା ଜ ।ଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସବୁ ସ୍ଥାନରେ ପ୍ରଭୁଙ୍କ ନିମିତ୍ତ ଭିନ୍ନ ଭିନ୍ନ ପ୍ରକାରର ଫୁଲ ଫଳ ଅର୍ପଣ କରାଯାଏ। ତେବେ କିନ୍ତୁ ଏମିତି କିଛି ଜିନିଷ…

ଚର୍ଚ୍ଚାରେ ଭାରତୀୟ କ୍ରିକେଟର ବିରାଟ କୋହଲି

ଚର୍ଚ୍ଚାରେ ଭାରତୀୟ କ୍ରିକେଟର ବିରାଟ କୋହଲି। ପଡ଼ିଆରେ ନିଜ ପ୍ରଦର୍ଶନ ପାଇଁ ନୁହେଁ ‌ସେ ନାପସନ୍ଦ କରୁଥିବା ଖାଦ୍ୟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ବିରାଟଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ନିଜ ପସନ୍ଦ ଓ ନାପସନ୍ଦ ବିଷୟରେ କହିଛନ୍ତି। ସେ ଯେଉଁ ଜିନିଷ ‌ଜୀବନରେ କେବେ ବି…

ଲାଲକିଲ୍ଲା ଆକ୍ରମଣ ମାମଲାର ଦୋଷୀ ମହମ୍ମଦ ଆରିଫ୍‌ଙ୍କୁ ହୋଇପାରେ ଫାଶୀ

ଲାଲକିଲ୍ଲା ଆକ୍ରମଣ ମାମଲାର ଦୋଷୀ ମହମ୍ମଦ ଆରିଫ୍‌ଙ୍କୁ ଫାଶୀ ହୋଇପାରେ। ଏଥିପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ତିହାର ଜେଲ୍‌ ପ୍ରଶାସନ କହିଛି। ଜେଲ୍‌ ପ୍ରଶାସନ କୋର୍ଟଙ୍କୁ ଚିଠି ଲେଖିଛି। ବର୍ଷ ୨୦୦୦ରେ ମହମ୍ମଦ ଆରିଫ୍‌ ଲାଲଜିଲ୍ଲା ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୨ ଜଣ ଯବାନ…

ଭୂମିକମ୍ପ ପରେ ତୁର୍କୀ ଏବଂ ସିରିଆରେ ୨.୬ କୋଟି ଲୋକ ରୋଗାଗ୍ରସ୍ତ

ଭୂମିକମ୍ପ ପରେ ତୁର୍କୀ ଏବଂ ସିରିଆରେ ୨.୬ କୋଟି ଲୋକ ରୋଗରେ ପୀଡିତ । ତେଣୁ ନିଶୁଳ୍କ ଚିକିତ୍ସା ସହାୟତା ଦେଉଥିବା ସଂସ୍ଥା ଏମଏସଏଫର ୧୪ଟି ଟ୍ରକ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସେବା ଯୋଗାଉଛି । ଫେବୃଆର ୬ ତାରିଖରେ ଆସିଥିବା ପ୍ରଳୟଙ୍କରୀ ଭୂମିକମ୍ପ ପରେ ରୋଗରେ ପୀଡିତ ହୋଇଛନ୍ତି…