Odia News Portal
Browsing Tag

swadhikar

‘ଗୁପ୍ତଚର’ ବେଲୁନ୍ ପରଠାରୁ ଆମେରିକାର ଚୀନକୁ ଚେତାବନୀ; ଏଭଳି କାର୍ଯ୍ୟର ପୁନରାବୃତ୍ତି ନହେବା ଉଚିତ

ସନ୍ଦିଗ୍ଧ ‘ସ୍ପାଏ ବେଲୁନ୍‌’ ଘଟଣା ଯୋଗୁଁ ସମ୍ପର୍କ ବିଗିଡ଼ିବାକୁ ଯାଉଥିବା ବେଳେ ଶନିବାର ଦିନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଚୀନା ବୈଦେଶିକ ସଚିବ ୱାଙ୍ଗ୍‌ ୟିଙ୍କୁ ଭେଟି ସତର୍କ କରାଇ କହିଛନ୍ତି ଯେ, ଏଭଳି ଦାୟିତ୍ବହୀନ କାର୍ଯ୍ୟର ପୁନରାବୃତ୍ତି ହେବା ଅନୁଚିତ। …

ଭାରତର ଭିତ୍ତିଭୂମି ୨୦୨୪ ଶେଷକୁ ଆମେରିକା ମାନର ହେବ; ନୀତିନ ଗଡକରୀ

ଭାରତର ଭିତ୍ତିଭୂମି ଗୁଡ଼ିକ ୨୦୨୪ ଶେଷ ସୁଦ୍ଧା ଆମେରିକା ମାନର ହେବ। ଭିତ୍ତିଭୂମି ବିନା ଶିଳ୍ପ ସମ୍ଭବ ନୁହେଁ। ଶିଳ୍ପ ବିନା ପୁଞ୍ଜି ନିବେଶ ହୋଇପାରିବ ନାହିଁ। ବିନା ପୁଞ୍ଜି ନିବେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବନାହିଁ। ଭାରତକୁ ୫ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ କରିବା ଲାଗି…

ସାଉଥ୍ ଅଭିନେତା ତଥା ରାଜନେତା ନନ୍ଦମୁରାଇ ତାରକ ରତ୍ନଙ୍କ ଦେହାନ୍ତ

ଶନିବାର ରାତିରେ ବେଙ୍ଗାଲୁରୁସ୍ଥିତ ‘ନାରାୟଣ ହୃଦୟାଳୟ ହସ୍ପିଟାଲ୍‌’ରେ ଅଭିନେତ‌ା ତଥା ‘ତେଲୁଗୁ ଦେଶମ୍‌ ପାର୍ଟି’ର ନେତା ନନ୍ଦମୁରାଇ ତାରକ ରତ୍ନଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେ‌ଳକୁ ତାଙ୍କୁ ୩୯ ବର୍ଷ ହୋଇଥିଲା। ଜାନୁଆରି ୨୭ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲା…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ମୃତ, ୨ ଆହତ

ଝିଅକୁ ଶାଶୁଘରେ ଛାଡି ଅଟୋରେ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ବୋଲେରୋ । ଦୁର୍ଘଟଣାରେ ଅଟୋ ଚାଳକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ । ମୃତକ ହେଲ କୁଲାସିଂହା ଗ୍ରାମର ପିତାମ୍ବର ପ୍ରଧାନ, ଗୁଣ୍ଡିଚା ପ୍ରଧାନ ଓ ମୁନା ପ୍ରଧାନ । ତେବେ ଅଟୋକୁ ଧକ୍କା ଦେବା ପରେ ବୋଲେରୋ ଚାଳକ ଘଟଣାସ୍ଥଳରୁ…

ପୁତୁରା ବାହଘରରେ ଟଙ୍କା ବୃଷ୍ଟି କଲେ ପୂର୍ବତନ ଗୁଜୁରାଟୀ ସରପଞ୍ଚ

ଗୁଜରାଟର ମହେସାଣା ଜିଲ୍ଲାରେ ଆୟୋଜିତ ଗୋଟାଏ ବିବାହ ଅନୁଷ୍ଠାନରେ ଜଣେ ପୂର୍ବତନ ଗାଆଁ ସରପଞ୍ଚ ତାଙ୍କ ଘର ଛାତ ଉପରୁ ଟଙ୍କା ବୃଷ୍ଟି କରୁଥିବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସଂଗୃହୀତ ସୂଚନା ଅନୁସାରେ, ଗୁଜରାଟର କେକ୍‌ରି ତହସିଲ୍‌ ଅନ୍ତର୍ଗତ ସେବାଦା…

ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ଭାବରେ ଘୋଷଣା ହେବ: ମୁଖ୍ୟମନ୍ତ୍ରୀ

ପଦମପୁର ପହଞ୍ଚିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ଝାରବନ୍ଧ ସଭାସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ଭାବରେ ଘୋଷଣା ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରକଳ୍ପ ନେଇ ମଧ୍ୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ଓଡିଆ ପ୍ରଥା ପରମ୍ପରାକୁ ନେଇ ନିର୍ମାଣ ଚାଲିଛି ଚଳଚ୍ଚିତ୍ର ‘ପ୍ରଥା’

ନିକଟରେ ବହୁ ସଫଳତା ପାଇଥିବା ଚଳଚ୍ଚିତ୍ର ‘ଦମନ’ ଓ ‘ପ୍ରତୀକ୍ଷା’ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଦୁଇଟି ଆଖିଦୃଶିଆ ଉଦାହରଣ। ସେମିତି ଏକ ମୌଳିକ ଓଡ଼ିଆ କାହାଣୀକୁ ନେଇ ନିର୍ମାଣ ହେଉଛି ସାନଲିଶା ସିଗ୍ନେଚର ପ୍ରଡକ୍ସନ୍ ହାଉସ୍‌ର ନୂଆ ଚଳଚ୍ଚିତ୍ର ‘ପ୍ରଥା’। ଚଳିତ ସପ୍ତାହରେ ଭୁବନେଶ୍ବରର ଏକ…

ଯୁଦ୍ଧ ପାଇଁ ସଙ୍କଟରେ ରୁଷ ଅର୍ଥନୀତି

ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣକୁ ଆଉ କିଛିଦିନ ପରେ ବର୍ଷେ ପୂରିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୟୁ‌କ୍ରେନ ଉପରେ ଆକ୍ରମଣ କରିବା ଫଳରେ ରୁଷ ଅର୍ଥନୀତିକୁ କ୍ଷତି ସହିବାକୁ ପଡ଼ୁଛି। ଏକଦା ବିଶ୍ବର ୫ଟି ବଡ଼ ଅର୍ଥନୀତି ମଧ୍ୟରେ ରୁଷ୍‌କୁ ରଖିବାକୁ ପୁଟିନ ଯୋଜନା କରିଥିଲେ। କିନ୍ତୁ…

ଦିଲ୍ଲୀ ମଦ ଦୁର୍ନୀତି:ସିବିଆଇ ଆଗରେ ଆଜି ହାଜର ହେବେ ନାହିଁ ସିସୋଦିଆ

ଦିଲ୍ଲୀ ଅବକାରୀ ନୀତି ସମ୍ପର୍କରେ ପଚରାଉଚରା ପାଇଁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ହାଜର ହେବାକୁ ସିବିଆଇ ସମନ ଜାରି କରିଥିଲା । କିନ୍ତୁ ସିସୋଦିଆ ତଦନ୍ତକାରୀ ସଂସ୍ଥାକୁ ଏକ ଚିଠି ଲେଖି ସମୟ ମାଗିଛନ୍ତି । ସେ କହିଛନ୍ତି ଯେ ଅର୍ଥମନ୍ତ୍ରୀ ଭାବେ ତାଙ୍କୁ ବଜେଟ୍ ଉପସ୍ଥାପନ…

ମହାଜାଗର ଉତ୍ସବରେ ୧୮ ଲକ୍ଷ ଦୀପ ଜାଳି ଗିନିଜ୍ ୱାଲ୍ଡ ରେକର୍ଡ ସୃଷ୍ଟି କରିଛି ଉଜ୍ଜୟନୀ

ଶନିବାର ଦିନ ମହା ଶିବରାତ୍ରୀ ଅବସରରେ ମଧ୍ୟପ୍ରଦେଶର ଉଜ୍ଜୟିନୀ ୧୮.୮୨ ଲକ୍ଷ ମାଟିଦୀପ ଜାଳି ନୂଆ ‘ଗିନିଜ୍‌’ ବିଶ୍ବ ରେକର୍ଡ ସୃଷ୍ଟି କରିଛି। ଏହାପୂର୍ବରୁ, ଗତବର୍ଷ ଦୀପାବଳିରେ ସର୍ବାଧିକ ଦୀପ ପ୍ରଜ୍ଜ୍ବଳନ କରି ଉତ୍ତର ପ୍ରଦେଶର ଅଯୋଧ୍ୟା ‘ଗିନିଜ୍‌’ ରେକର୍ଡ କରିଥିଲା। ସେଦିନ…