Odia News Portal
Browsing Tag

swadhikar

+୨ ପରୀକ୍ଷା ପରିଚାଳନା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଗଣଶିକ୍ଷା ମନ୍ତ୍ରୀ

ଆରମ୍ଭ ହେଲା ପରୀକ୍ଷା ଋତୁ । ଆଉ ୧୫ ଦିନ ପରେ ଆରମ୍ଭ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା । କୋଭିଡ୍ ପରିସ୍ଥିତି ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଶତ ପ୍ରତିଶତ ସିଲାବସ୍‌ରେ ପରୀକ୍ଷା ହେବାକୁ ଯାଉଛି । ଖାଲି ସେତିକି ନୁହେଁ ପରୀକ୍ଷା ପଦ୍ଧତି ବି ରାଜ୍ୟ ବୋର୍ଡ ବଦଳାଇଛି । ମାର୍ଚ୍ଚ ୧…

କେନ୍ଦୁଝରରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ: ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ମେଡିକାଲ କଲେଜ ସହ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତ୍ତିଭୂମି ଦିଆଯାଇଛି ଏବଂ ଏହା ଖୁବଶୀଘ୍ର ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲ ଲୋକାର୍ପଣ କରିବା ପରେ…

ଦିଲ୍ଲୀ ମେୟର ନିର୍ବାଚନ ପୁଣି ସ୍ଥଗିତ

ଦିଲ୍ଲୀ ମେୟର ନିର୍ବାଚନକୁ ନେଇ ବିଜେପିକୁ ସୁପ୍ରିମକୋର୍ଟରୁ ଲାଗିଛି ବଡ଼ ଝଟକା । ସୁପ୍ରିମକୋର୍ଟ କହିଛନ୍ତି ଯେ ମେୟର ନିର୍ବାଚନରେ ମନୋନୀତ ସଦସ୍ୟ ଭୋଟ୍ ଦେଇ ପାରିବେ ନାହିଁ। ସମ୍ବିଧାନରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି ‌‌। ଆପ୍ ମେୟର ପ୍ରାର୍ଥୀ ଶେଲୀ ଓବେରୟଙ୍କ ଆବେଦନ ଉପରେ ଏପରି…

ତୁର୍କୀକୁ ରପ୍ତାନୀ କାରବାର ବାଧାପ୍ରାପ୍ତ ଆଶଙ୍କା

ତୁର୍କୀରେ ଘଟିଥିବା ଭୟାବହ ଭୂମିକମ୍ପ ଯୋଗୁଁ ସେଠାକୁ ଭାରତୀୟ ସାମଗ୍ରୀର ରପ୍ତାନୀ କାରବାର ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ଉପୁଜିଛି । ଭାରତ ପକ୍ଷରୁ ତୁଳା, ସୂତା ଏବଂ କପଡାରେ ବ୍ୟବହୃତ ରଙ୍ଗ ଇତ୍ୟାଦି ତୁର୍କୀକୁ ରପ୍ତାନୀ କରାଯାଇଥାଏ । ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୮ ହଜାର ଅତିକ୍ରମ…

ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ

ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରେ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ…

ହୁ ହୁ ହୋଇ ଜଳିଯାଉଛି ଜଙ୍ଗଲ

 ହୁ ହୁ ହୋଇ ଜଳିଯାଉଛି ଜଙ୍ଗଲ। ଜଳୁଛି ରାଜଧାନୀ ଉପକଣ୍ଠ ଘାଟିକିଆ ଜଙ୍ଗଲ। ନିଆଁରେ ୨ ଏକର ପରିମିତ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ୧୦ ରୁ ଉର୍ଦ୍ଧ୍ବ ବଡ଼ବଡ଼ ଆମ୍ବ ଗଛ ପୋଡି ପାଉଁଶ ହୋଇଯାଇଛଇ। ଆମ୍ବ ଗଛ ସହ ବାଉଁଶ ବୁଦାରେ ନିଆଁ ଲାଗିଛି। ଖବର ପାଇ ଅଗ୍ନିଶମ…

ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗୁଛି ପଠାନ୍, ୧୯ ଦିନ ରେ ଗ୍ରସ୍ ଭାଲ୍ୟୁ ୯୦୦ କୋଟିରୁ ଅଧିକ

କିଙ୍ଗ୍ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍’କୁ ରିଲିଜ୍ ହେବାର ୧୯ ଦିନ ହୋଇଗଲାଣି। ହେଲେ ବି ଫିଲ୍ମଟି ବକ୍ସ ଅଫିସରେ ଧମାକା କରି ଚାଲିଛି । ଫ୍ୟାନ୍ସମାନଙ୍କ ମଧ୍ୟରେ ଏହାର କ୍ରେଜ ଏବେବି ସରିନି । ବିଶ୍ବ ସ୍ତରରେ ସିନେମାଟି ୯୦୦ କୋଟି ଟଙ୍କା ଆୟ କରି ସାରିଥିବା ବେଳେ ଭାରତରେ…

କେଉଁଠି କେବେ ହେବ ବିଧାନସଭା ନିର୍ବାଚନ

ଫେବୃଆରୀ ୧୬ ତାରିଖରେ ତ୍ରିପୁରାର ସମସ୍ତ ୬୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ । ସେହିପରି ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭାର ସମସ୍ତ ୬୦ ଆସନ ପାଇଁ ଫେବୃଆରୀ ୨୭ରେ ମତଦାନ ଗ୍ରହଣ କରାଯିବ । ଦୁଇଟି ତାରିଖରେ ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା…

ପୁଣି ଆଉ ଏକ ଦନ୍ତା ହାତୀର ମୃତ୍ୟୁ

 ଆଠଗଡ ବନଖଣ୍ଡ ଅନ୍ତର୍ଗତ ଆଠଗଡ ବନାଞ୍ଚଳର ଖୁଣ୍ଟକଟା ପଞ୍ଚାୟତ ଅଧିନସ୍ଥ ନୂଆବନ୍ଧ ଗ୍ରାମର ନୂଆତଇଲା କାଜୁ ଜଙ୍ଗଲରୁ ସୋମବାର ସକାଳେ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି । ପ୍ରାୟ ୨୦ ବର୍ଷ ବୟସ୍କ ଦନ୍ତା ହାତୀଟିର ଶୁଣ୍ଢର ଗୋଟିଏ ସ୍ଥାନରେ ଏକ ଗଭୀର କ୍ଷତ ରହିଥିଲେ ମଧ୍ୟ ମୃତ୍ୟୁର…

ଏମ୍ସର ସଫଳ ଅଙ୍ଗପ୍ରତିରୋପଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଟୁଇଟରେ ଦେଲେ ଡାକ୍ତରଙ୍କୁ ସାବାସୀ

ଅସ୍ଥିଶଲ୍ୟ ବିଭାଗ ଦ୍ବାରା ଦୁଇ ଆଣ୍ଠୁ ଏବଂ ଦୁଇ ପିଚାର ସଫଳ ପ୍ରତିରୋପଣ ଲାଗି ଭୁବନେଶ୍ବର ଏମ୍ସର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…