Odia News Portal
Browsing Tag

swadhikar

ଓଡ଼ିଶା ପ୍ରାକୃତିକ ସମ୍ପଦର ଅଡିଟ୍ କରିବ ସିଏଜି

ଭୁବନେଶ୍ୱର: ପ୍ରାକୃତିକ ସମ୍ପଦ ଓ ଲୋକାଲ୍ ବଡିର ଅଡିଟ୍ ହେବ । ଏନେଇ ଭୁବନେଶ୍ୱରରେ ସିଏଜି ଗିରିଶଚନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି । ଖଣିଗୁଡିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ସେନେଇ ଅଡିଟ୍ ହେବ । ଏହା ସହ କେତେ ଟଙ୍କା ଖର୍ଚ୍ଚ ହେଉଛି ଓ ସରକାରଙ୍କୁ କେତେ ଲାଭ ଦେଉଛି ସେନେଇ…

ମହିଳାଙ୍କ ଅଭିନୀତ ଟିଭି ସୋ ଓ ଚଳଚ୍ଚିତ୍ର ଉପରେ ତାଲିବାନର କଟକଣା

କାବୁଲ: ଆଫଗାନିସ୍ତାନର ତାଲିବାନ ସରକାର ମହିଳାଙ୍କ ନିମନ୍ତେ ଆଉ ଏକ କଡା ଆଇନ ପ୍ରଣୟନ କରିଛନ୍ତି । ଟେଲିଭିଜନ କାର୍ଯ୍ୟକ୍ରମଗୁଡିକରେ ଭାଗ ନେଉଥିବା ମହିଳା ଉପସ୍ଥାପିକା ଏବଂ ଆଙ୍କରମାନେ ପରଦା ଉପରେ ମଧ୍ୟ ହିଜବ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥିସହିତ ଧର୍ମକୁ ଅପମାନ ପ୍ରଦର୍ଶନ…

କନ୍ଧମାଳରେ ସ୍ମାର୍ଟକାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ: କନ୍ଧମାଳ ଲେଖିଲା ବିକାଶ ନୂଆ କାହାଣୀ । ସ୍ମାର୍ଟ ସ୍ବାସ୍ଥ୍ୟସେବାରେ ଯୋଡ଼ି ହୋଇଛି କନ୍ଧମାଳ ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫୁଲବାଣୀ ଗସ୍ତ କରିବା ସହ କନ୍ଧମାଳ ଜିଲ୍ଲାରେ BSKY ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୧ ଲକ୍ଷ ୬୭ ହଜାର…

ଓଡ଼ିଆ ବାୟୁସେନା ଅଧିକାରୀ ଦିଲ୍ଲୀପ ପଟ୍ଟନାୟକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଜ୍ୟ ପାଇଁ ଏକ ଖୁସି ଖବର ଆଣିଛନ୍ତି ଜଣେ ଓଡ଼ିଆ ବାୟୁସେନା ଅଧିକାରୀ । ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏୟାର ଭାଇସ୍ ମାର୍ଶାଇ ଦିଲ୍ଲୀପ ପଟ୍ଟନାୟକଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଛି । ଗତ ମାସରେ…

ବଲାଙ୍ଗୀରରେ ଚିନ୍ତାରେ ଚାଷୀ

ବଲାଙ୍ଗୀର: ଜିଲ୍ଲାରେ ଖରିଫ ଋତୁ ଧାନ କିଣା ପୂର୍ବରୁ ଉପୁଜିଲାଣି ସମସ୍ୟା । ନିର୍ଦ୍ଧାରିତ ସମୟରେ ଧାନ କିଣାକୁ ନେଇ ଦେଖା ଦେଇଛି ଅନିଶ୍ଚିତତା । ଜିଲ୍ଲାରେ ଏହି ସମୟରେ ଖରିଫ ଋତୁ ଧାନ ଅମଳ ହୋଇଥାଏ । ଏହାକୁ ସରକାର ପେକ୍ସ ବା ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ…

ପୋଲ ତଳୁ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ

ଭଦ୍ରକ : ପୋଲ ତଳେ ପଡିଛି ମୃତଦେହ । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ନାଥସାହି ଅଞ୍ଚଳରେ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ନାଥସାହି ପେଟ୍ରୋଲ ପମ୍ପ୍ ନିକଟ ପୋଲ ତଳେ ମୃତଦେହଟି ପଡିଛି ।…

ବାଳ ସୁଧାର ଗୃହରୁ ଚମ୍ପଟ ମାରିଲେ ୬ ଅନ୍ତେବାସୀ

ବ୍ରହ୍ମପୁର : ବାଳ ସୁଧାର ଗୃହରୁ ଚମ୍ପଟ ମାରିଲେ ଅନ୍ତେବାସୀ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ବାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସରୁ ୬ଜଣ ଅନ୍ତେବାସୀ ଫେରାର ହୋଇଯାଇଛନ୍ତି । ରବିବାର ରାତିରେ ସେଠାରେ କାର୍ଯ୍ୟରତ ରାତ୍ର ଜଗୁଆଳୀଙ୍କୁ ମାଡ ମାରି…

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଥମିବାର ନାଁ ଧରୁନି ଲଜ୍ଜା । ପୁଣି ଜଣେ ନାବାଳିକା ହୋଇଛନ୍ତି ଦୁଷ୍କର୍ମର ଶିକାର । ୫ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ନରରାକ୍ଷସ । ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଥିବା ବେଳେ ପିଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ…

ପଠାନକୋଟ ସେନା ଶିବିର ଉପରେ ଗ୍ରେନେଡ୍ ଆକ୍ରମଣ

ପଠାନକୋଟ: ପଞ୍ଜାବର ପଠାନକୋଟ ସ୍ଥିତ ସେନା ଶିବିର ଉପରେ ଗ୍ରେନେଡ୍ ଆକ୍ରମଣ ହୋଇଛି। ରବିବାର ରାତିରେ ଆକ୍ରମଣକାରୀ ବାଇକରେ ଆସି ତ୍ରିବେଣୀ ଗେଟ୍ ଫାଟକ ନିକଟରେ ଗ୍ରେନେଡ୍ ଫିଙ୍ଗିଥିଲେ। ତେବେ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ଘଟିନାହିଁ । ଏହି ଘଟଣା ପରେ ପଠାନକୋଟ ସମେତ ପଞ୍ଜାବର ପ୍ରମୁଖ…

ଅନେକଙ୍କ ଭବିଷ୍ୟତ ନଷ୍ଟ କରିଦେବ ଅଣ୍ଡାମାଡ, ଥାନାକୁ ଦଉଡିବେ ଅନେକ

ଭୁବନେଶ୍ୱର : ରାଜ୍ୟରେ ଏବେ ଅଣ୍ଡାମାଡ ଟ୍ରେଣ୍ଡ ଚାଲିଥିବାବେଳେ ଏହା ଅନେକ ଯୁବକ ଗୋଷ୍ଠିକଙ୍କ ଭବିଷ୍ୟତକୁ ନଷ୍ଟ କରିଦେବ । ଅଣ୍ଡାମାଡରେ ମାତିଥିବା ଅନେକ ଯୁବକ ନିଜ ଅଜଣାତରେ ମାମଲା ଖାଇବେ ଓ ସବୁକିଛି ଥମି ଗଲାପରେ କୋର୍ଟ କଚେରୀ ଓ ଥାନାକୁ ଦଉଡିବେ ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ…