Odia News Portal
Browsing Tag

swadhikar

ଆମିଷ ବଜାରରେ ପ୍ରବଳ ଭିଡ଼

ଭୁବନେଶ୍ୱର: ଶନିବାର ଛାଡ଼ଖାଇ ପଡ଼ିଥିବାବେଳେ ଅଧିକାଂଶ ଲୋକେ ରବିବାରରେ ପାଳିଛନ୍ତି । ଯେଉଁ କାରଣରୁ ଆଜି ଆମିଷ ବଜାରରେ ଲାଗିଛି ନାହିଁ ନଥିବା ଭିଡ଼ । ଲୋକେ ଏକପ୍ରକାର କୋଭିଡ କଟକଣାକୁ ଫୁ କରି ଦେଇଥିବା ଦେଖିବାକୁ ମିଳିଛି । କାହା ମୁହଁରେ ମାସ୍କ ନଥିବାବେଳେ ଆଉ କେଉଁଠି ଜମୁଛି ଗହଳି ।…

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୦୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୪୫,ସଙ୍ଗରୋଧରୁ ୧୧୯ ଓ ସ୍ଥାନୀୟ ୮୬ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୭,୦୦୩କୁ ବୃଦ୍ଧି ପାଇଛି । ୧୦,୩୬,୨୩୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨,୩୨୭ ସକ୍ରିୟ ଆକ୍ରାନ୍ତ…

ଗ୍ୟାସ ଦର ବୃଦ୍ଧିକୁ ନେଇ ଆସନ୍ତାକାଲିଠୁ ଗର୍ଜିବ ବିଜେଡି

ଭୁବନେଶ୍ୱର: ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଗ୍ୟାସ୍ ଦର । ଯାହାକି ସାଧାରଣ ଲୋକଙ୍କୁ ବେଶ ବାଧୁଛି । ଯାହାର ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବ ବିଜେଡି । ବିଫଳ ହୋଇଛି ଉଜ୍ଜ୍ୱଳା ଯୋଜନା । ଯୋଜନାର ସୁଫଳ ମିଳୁ ନାହିଁ । ଦରବୃଦ୍ଧି ଯୋଗୁଁ ରିଫିଲିଂ ନ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା-ପିଏମଜିକେଏୱାଇ ଅନ୍ତର୍ଗତ ଆସନ୍ତା ୮ ମାସ ପାଇଁ ଅତିରିକ୍ତ ଚାଉଳ ଆଂବଟନ କରିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡଃ. ହରେକୃଷ୍ଣ ମହତାବଙ୍କ ଆଜି ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଧୁନିକ ଓଡିଶାର ନିର୍ମାଣ ସହ ଓଡିଆ ଭାଷା, ସାହିତ୍ୟର ସୁରକ୍ଷା ଓ…

ଆଜି ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ଉକ୍ରଳ ନିର୍ମାତା ହରେକୃଷ୍ଣ ମହତାବଙ୍କ ଆଜି ୧୨୨ତମ ଜୟନ୍ତୀ । ଡ଼ଃ ମହତାବ ଥିଲେ ଏକାଧାରରେ ଜଣେ ଲେଖକ,ଐତିହାସିକ,ପ୍ରାବନ୍ଧିକ ତଥା ରାଜନୈତିକ ବ୍ୟକ୍ତି।ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୪୬-୫୦ ଯାଏଁ କାମ କରିବା ସହିତ ଭାରତୀୟ ଜାତୀୟ…

ଟାଇମସ ମାନ୍ୟତା: ପୂର୍ବ ଭାରତରେ ସମ୍ ହସ୍ପିଟାଲ୍ ୩ୟ, ଭୁବନେଶ୍ୱରରେ ଶ୍ରେଷ୍ଠ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଶୁକ୍ରବାର ପ୍ରକାଶିତ ଟାଇମ୍ସ ଅଲ୍ ଇଣ୍ଡିଆ ମଲ୍ଟ ି ସ୍ପେଶିଆଲିଟି ହସ୍ପିଟାଲ୍ ର୍ୟାଙ୍କିଙ୍ଗ୍ରେ ପୂର୍ବାଂଚଳରେ ତୃତୀୟ ସ୍ଥାନରେ ସ୍ଥାନୀତ ହୋଇଛି । ଏହି…

ସମ୍ ଶିଶୁଶଲ୍ୟ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା ସପ୍ତାହ ପାଳିତ

ଭୁବନେଶ୍ୱ ର : ଶି ଶୁମାନେ କିଭଳି ସୁରକ୍ଷିତ ରହିବେ ସେ ସମ୍ପର୍କରେ ଅଭିଭାବକ ମାନଙ୍କୁ ସଚେତନ କରାଇଛନ୍ତି ସମ୍ ଡାକ୍ତର । ଘରେ, ସ୍କୁଲ୍ରେ ଓ ରାସ୍ତାରେ ସେମାନଙ୍କ ସହିତ ଯେଭଳି କୋ÷ଣସି ଅଘଟଣ ନ ଘଟେ ସେ ନେଇ ଉଭୟ ଅଭିଭାବକ ଓ ଶିଶୁମାନଙ୍କୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡି କାଲ୍ ସାଇନସେସ୍ ଆଣ୍ଡ…

ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ମୟୂରଭଞ୍ଜ: ସାତ ଜନ୍ମ ଲାଗି ସାଥୀ ହୋଇ ରହିବା ଲାଗି ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇଥିଲା । ସୁଖ ଦୁଃଖର ସାଥୀ ହେବା ସହ ଜୀବନ ସାରା ସୁରକ୍ଷା ଦେବା ଲାଗି କହିଥିଲା । କିନ୍ତୁ ନିଜେ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ମୟୁରଭଞ୍ଜ ଜିଲ୍ଲା ବେତନଟୀ…

ଜେଲରୁ ଖସି ଆସୁଥିଲେ କଏଦୀ, ମାଡ଼ି ବସିଲେ ସୁରକ୍ଷା କର୍ମୀ

ଭଦ୍ରକ: ବିଚାରାଧିନ କଏଦୀ ଜେଲରୁ ଖସି ଆସୁଥିଲେ । ଜେଲରୁ ବିଚାରାଧୀନ ବନ୍ଦୀଙ୍କ ଫେରାର ଉଦ୍ୟମ। ପାଇଖାନା ଟାଙ୍କିର ପାଇପ ଦେଇ ସେ ଖସିଯାଇଥିବା ବେଳେ ତାଙ୍କୁ ଅଧା ବାଟ ରେ ମାଡିବସିଲେ ଜେଲର ସୁରକ୍ଷା କର୍ମୀ। ସିସିଟିଭି ରେ କଏଦ ହୋଇଛି ଭିଡିଓ। ଭଦ୍ରକ ସ୍ୱତନ୍ତ୍ର ଉପକାରାଗାର ରୁ ବନ୍ଦୀ…