Odia News Portal
Browsing Tag

swadhikar

କଂଗ୍ରେସର କିଷାନ ବିଜୟ ଦିବସ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ତିନି କୃଷି ଆଇନ ରଦ୍ଦ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ନୂତନ କୃଷି ଆଇନକୁ ଦୀର୍ଘ ଦିନ ଧରି ଚାଷୀ ଓ ଚାଷୀ ସଂଗଠନ ପକ୍ଷରୁ ବିରୋଧ କରାଯାଇ ଆସୁଥିଲା । ଶୁକ୍ରବାର ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି ଚାଷୀମାନଙ୍କୁ ଭେଟି ଦେଇଛନ୍ତି…

ଆନ୍ଧ୍ରରେ ବର୍ଷା ବିତ୍ପାତ, ୮ ମୃତ, ୧୨ ନିଖୋଜ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ବର୍ଷା ବିତ୍ପାତ । ଲଗାଣ ବର୍ଷାରେ ବେହାଲ ହୋଇଛି ପୁରା ରାଜ୍ୟ । ଆନ୍ଧ୍ରପ୍ରଦେଶରେ ତିନିଟି ଜିଲ୍ଲା ରୟାଲାସିମା ଏବଂ ଦକ୍ଷିଣ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବର୍ଷା ଜନିତ ଘଟଣାରେ ରାଜ୍ୟରେ ଏଯାବତ୍ ଅତି କମରେ ଆଠ…

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ ଗତ ଶୁକ୍ରବାର ଦିନକ ମଧ୍ୟରେ ୧୦,୩୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୨୬୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଦିନକ ମଧ୍ୟରେ ୧୧,୭୮୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ଦେଶରେ ୧,୨୪,୮୬୮ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି…

ଆମିଷ ବଜାରରେ ଜମୁଛି ଭିଡ଼

ଭୁବନେଶ୍ୱର: ସରିଛି ଧର୍ମ କର୍ମର ମାସ କାର୍ତ୍ତିକ ମାସ । ଆଜି ହେଉଛି ଛାଡ଼ଖାଇ । ମାସକ ପରେ ଆମିଷ ଖାଇବେ ଲୋକେ । ଆଜି ଛାଡ଼ଖାଇ ଥିଲେ ମଧ୍ୟ ଶନିବାର ଯୋଗୁ ଦୋକାନରେ ମଧ୍ୟମ ଧରଣର ଭିଡ଼ ରହିଛି। ଛାଡ଼ଖାଇ ପାଇଁ ଆମିଷ ଦୋକାନରେ ବିଭିନ୍ନ ପ୍ରକାରର ଆମିଷ ରଖିଛନ୍ତି ବ୍ୟବସାୟୀ । ମାଛ, ମାଂସ,…

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୭ ଜଣ ଶିଶୁ ଓ କିଶୋର କରୋନା…

ରେଳ ଧାରଣା ଉଡ଼ାଇଦେଲେ ମାଓବାଦୀ

ରାଉରକେଲା: ଦକ୍ଷିଣପୂର୍ବ ରେଳପଥର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ନକ୍ସଲମାନେ ରେଳଧାରଣାରେ ମାଇନ୍ସ ଲଗାଇ ଉଡ଼ାଇ ଦେଇଛନ୍ତି । ଫଳରେ ହାୱଡା – ମୁମ୍ବାଇ  ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତରେ…

ଲାଡଲୀ ମିଡିଆ ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ସାମାଜିକ ଲିଙ୍ଗଗତ ସମ୍ବେଦନଶୀଳତା ପାଇଁ ଦିଆ ଯାଉଥିବା ‘ଲାଡଲି ମିଡିଆ ଆଣ୍ଡ ଆଡଭଟାଇଜିଂ ଆଓ୍ଵାର୍ଡ ଗ୍ଦକ୍ଟ-୨୦୨୧’ ଆଜି ଅନଲାଇନ୍ ଯୋଗେ ପ୍ରଦାନ କରାଯାଇଛି। ଓଡ଼ିଶାରୁ ତିନି ଜଣ ସାମ୍ବାଦିକ ଏବଂ ସ୍ତମ୍ଭକାର ଏହି ପୁରସ୍କାର ପାଇଛନ୍ତି। ସମ୍ବାଦ ସାମ୍ବାଦିକ ଶୁଭକାନ୍ତ…

ଅତିଥୀଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ବର୍ତ୍ତମାନ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କ ବିବାହକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ବଲିଉଡ ଦମ୍ପତି ସାୱାଇ ମାଧୋପୁରର ସିକ୍ସସେନ୍ସ ଦୁର୍ଗରେ ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବିବାହରେ ସାମିଲ୍ ହୋଇଥିବା ଅତିଥିଙ୍କ ତାଲିକା ମଧ୍ୟ ସାମ୍ନକୁ ଆସିଛି। ଦମ୍ପତିଙ୍କ ବିବାହ…

ନିୟମିତ ବୁଟ ଖାଇବା ଦ୍ୱାରା ଏହି ସବୁ ଫାଇଦା ହୋଇଥାଏ

ପ୍ରାୟ ସମସ୍ତଙ୍କ ଘରେ କଳା ଚଣା ବା ବୁଟ ଖିଆଯାଏ। ଏହାକୁ ବତୁରାଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ହିତକର। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ସକାଳୁ ଗୋଟିଏ ମୁଠା ବୁଟ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ। କିନ୍ତୁ ଅଧିକ ମାତ୍ରାରେ ଖାଇଲେ ପେଟ ସମସ୍ୟା ହୋଇପାରେ।…

ଟିକା ନେଇ ନଥିଲେ ମିଳିବନି ମଦ

କରୋନା ମହାମାରୀ ବିରୋଧରେ ଲଢିବାକୁ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି । ତେବେ ଗୁରୁବାର କୋ-ୱିନ୍ ଆପରୁ ମିଳିଥିବା ରିପୋର୍ଟ ଅନୁସାରେ ଦେଶରେ ୧ ଶହ ୧୫ କୋଟି ଲୋକ ଟିକା ନେଇସାରିଲେଣି । ମାତ୍ର କିଛି ଲୋକ ଟିକାର ଉଭୟ ଡୋଜ ବା ଗୋଟିଏ ଡୋଜ ବି ନେଇନାହାନ୍ତି । ସେଥିପାଇଁ ସେମାନଙ୍କୁ ସଚେତନ…