Odia News Portal
Browsing Tag

swadhikar

ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଦିନ ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ହେଲିକାପ୍ଟର ଯୋଗେ ଅନୁଗୋଳ ଷ୍ଟାଡିୟମରେ ପହଞ୍ଚି BSKY କାର୍ଡ଼ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ଷ୍ଟେଜ ଉପରେ ୫ଟି ବ୍ଲକର ୫ ଜଣଙ୍କୁ କାର୍ଡ ବଣ୍ଟନ କରିବା ସହ ଜିଲ୍ଲାରେ ମୋଟ…

କାର୍ତ୍ତିକ ପୂର୍ଣ୍ଣିାରେ ସୁନାବେଶ

ପବିତ୍ର କାର୍ତ୍ତିକ ପୁଣ୍ଣିମାରେ କରୋନା କଟକଣା ପାଇଁ ଚଳିତ ବର୍ଷ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ବାରଣ କରାଯାଇଛି । ଫଳରେ ବାହାରୁ ପତିତପାବନ ଦର୍ଶନ କରି ଭକ୍ତଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ୁଛି । ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଜାରାଜେଶ୍ୱର ତଥା ସୁନା ବେଶ । କାର୍ତ୍ତିକ…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ବର୍ଷା ସମ୍ଭାବନା

ଅବପାତର ରୂପ ନେଇ ତାମିଲନାଡୁ ମୁହାଁ ହେଲା ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଯାହାଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାର ୪ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଜପତିରେ ହାଲକା ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି । ଏହା ଛଡ଼ା…

ଭାରି ପଡିଲା ମହିଳା ସହକର୍ମୀଙ୍କୁ ଅଶ୍ଳୀଳ ମେସେଜ

ଜଣେ ମହିଳା ସହକର୍ମୀଙ୍କୁ ଅଶ୍ଳୀଳ ମେସେଜ୍ ଏବଂ ଏକ ଅନୁପଯୁକ୍ତ ଫଟୋ ପଠାଇବା ଅଭିଯୋଗରେ କ୍ରିକେଟ୍ ଅଷ୍ଟ୍ରେଲିଆ ଦ୍ୱାରା ଯାଞ୍ଚ କରିବା ପରେ ଶୁକ୍ରବାର ଦିନ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଅଧିନାୟକ ପଦରୁ ଟିମ୍ ପେଏନ୍ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି "ଆଜି ମୁଁ ଅଷ୍ଟ୍ରେଲୀୟ ପୁରୁଷ ଟେଷ୍ଟ…

୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର କଲେ ପ୍ରଧାନମନ୍ତ୍ରୀ

ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି କୃଷି ଆଇନକୁ ନେଇ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ କୃଷି ଆଇନର ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ୩ଟି କୃଷି ଆଇନକୁ ପ୍ରତ୍ୟାହାର କରି ନେଉଛନ୍ତି । ସେ ଯାହା କରୁଛନ୍ତି…

ବିଗବସ ହାଉସକୁ ଆଉ ଆସିବେ କି ନାହିଁ ସମିତା ସେଟ୍ଟୀ

‘ବିଗ୍ ବସ୍ ୧୫’ର ସୋମବାର ଏପିସୋଡରେ ଶମିତା ଶେଟ୍ଟୀଙ୍କୁ ଅସୁସ୍ଥତା ହେତୁ ଘରୁ ବାହାର କରି ଦିଆଯାଇଥିଲା। କିଛି ଦିନ ଧରି ଶମିତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା। ଏହା ପୂର୍ବରୁ କୁହାଯାଇଥିଲା ଯେ ଶମିତା ୧-୨ ଦିନରେ ଶୋ’କୁ ଫେରି ଆସିବେ କିନ୍ତୁ ସେ ଏପର୍ଯ୍ୟନ୍ତ ବାହାରେ ଅଛନ୍ତି। ଶମିତା…

ସରୋଗେସି ମାଧ୍ୟମରେ ବାପା ହେବାକୁ ଚାହୁଁଛନ୍ତି ଦବଙ୍ଗ ଖାନ୍

ନିକଟରେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସରୋଗେସି ମାଧ୍ୟମରେ ଦୁଇ ଯମଜ ସନ୍ତାନର ମାଆ ହୋଇଛନ୍ତି। ଏହି ଖୁସି ଖବରକୁ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ମାଧ୍ୟମରେ ସେୟାର କରିଛନ୍ତି। ତାଙ୍କ ଖୁସି କହିଲେ ନସରେ। ତାଙ୍କ ପ୍ରଶଂସକମାନେ ଏବଂ ସେଲିବ୍ରିଟିମାନଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିବାରେ…

ପୁଣି ଥରେ ବିବାହ କଲେ ପୂଜା ବାନାର୍ଜୀ

ପୁଣି ଥରେ ବିବାହ କରିଛନ୍ତି ଅଭିନେତ୍ରୀ ପୂଜା ବାନାର୍ଜୀ। ଦ୍ବିତୀୟ ଥର ପାଇଁ କୁନାଲ ବର୍ମାଙ୍କ ହାତ ଧରିଛନ୍ତି ପୂଜା । ଦୁହିଁଙ୍କ ବିବାହ ଗୋଆରେ ଅନୁଷ୍ଠିତ ହୋଇଥିଲା। ଟେଲି ପରଦାର ଏହି ଯୋଡ଼ି ସୋସିଆଲ ମିଡିଆରେ ନିଜର ବିବାହର ଫଟୋ ସେୟାର କରିଛନ୍ତି। ଫଟୋଗୁଡ଼ିକରେ ପୂଜା ଓ କୁନାଲ ଉଭୟ…

କଣ ରଖିଲେ ଘରେ ଧନର ଅଭାବ ରହେ ନାହିଁ

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଖୁସିରେ ରହିବାକୁ ଚାହାନ୍ତି। ସୁଖ ସୁବିଧାରେ ଜୀବନ ବିତାଇବାକୁ ଲୋକେ ଦିନ ରାତି ପରିଶ୍ରମ କରନ୍ତି। ଅନେକ ଚେଷ୍ଟା ସତ୍ତ୍ୱେ ଜୀବନରେ ଧନର ଅଭାବ ଦେଖାଦେଇଥାଏ। ଯେଉଁଥିପାଇଁ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡିଥାଏ। ବାସ୍ତୁଶାସ୍ତ୍ରରେ ଧନ ସମ୍ବନ୍ଧୀୟ କିଛି…

ଆଜି ଶତାଦ୍ଧୀର ଦୀର୍ଘତମ ଚନ୍ଦ୍ରଗ୍ରହଣ

ଆଜି ୫୮୦ ବର୍ଷ ପରେ ଦୃଶ୍ୟମାନ ହେବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ସଂଘଟିତ ହେବ । ଅଷ୍ଟ୍ରେଲିଆ, ଆମେରିକା, ଆଲାସ୍କା ହାୱାଇର କିଛି ଅଂଶ ତଥା ଉତ୍ତର-ପଶ୍ଚମ ଓ ଉତ୍ତର-ୟୁରୋପର କିଛି ଅଂଚଳରେ ଦୃଶ୍ୟମାନ ହେବ । ଭାରତ କିମ୍ବା ଓଡ଼ିଶାରେ ଏହା…