Odia News Portal
Browsing Tag

swadhikar

୨ ବର୍ଷ ପରେ ସ୍କୁଲ ଗଲେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ହେବ ବନ୍ଦ ଥିଲା ସ୍କୁଲ । ତେବେ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ପର୍ଯ୍ୟାୟକ୍ରମେ ସ୍କୁଲ ଯାଇଥିବା ବେଳେ ଆଜି ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ ଆଜି ସ୍କୁଲ ଯାଇଛନ୍ତି । ଦୀର୍ଘ ଦେଢ ବର୍ଷ ପରେ ଛାତ୍ରଛାତ୍ରୀ ବିଦ୍ୟାଳୟ ମାଟି…

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ…

ଆହୁରି ବର୍ଷିବ

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୯ ଯାଏଁ ବର୍ଷା ସମ୍ଭାବନା ରହିଛି। ୩ ଦିନ ଯାଏଁ ୧୫,୧୬,୧୭ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ୧୮, ୧୯ ତାରିଖରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି…

ଆଜି ଝାରସୁଗୁଡ଼ାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିବା ବହୁ ପ୍ରତୀକ୍ଷିତ ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ଯୋଜନାରେ ଆଜି ଠାରୁ ଝାରସୁଗୁଡା ଜିଲ୍ଲା ସାମିଲ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହାର ଶୁଭାରମ୍ଭ କରିବେ । ଏହି ଅବସରରେ ଝାରସୁଗୁଡାର ବହୁ…

କଙ୍ଗନାଙ୍କ ମନ୍ତବ୍ୟ କେତେ ଦୂର ଠିକ୍?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବା ପରେ ସେ ଦେଇଥିବା ପ୍ରତିକ୍ରିୟାକୁ ନେଇ ଏବେ ଦିଲ୍ଲରୁ ପଲ୍ଲୀ ସବୁଠି ତର୍କ ବିତର୍କ ଆରମ୍ଭ ହୋଇଯାଇଛି । କଙ୍ଗନା ଶନିବାର ସାକ୍ଷାତକାରରେ କହିଥିଲେ ଭାରତ ୧୯୪୭ରେ…

ଜାଣନ୍ତୁ ‘ଗ୍ରୀନ୍-ଟି’ର ଫାଇଦା

ନିୟମିତ ଗ୍ରିନ୍‌ ଟି ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ । ଶୀତଦିନେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଆଲ୍‌କାଲଏଡ୍‌ର ପରିମାଣ ଅଧିକ ଥିବାରୁ ଏହା ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଗ୍ରିନ୍‌ ଟିରେ ଭରପୂର ମାତ୍ରାରେ ଭିଟାମିନ୍‌ ଏ,…

ବୋହୁକୁ ମାରିଲା ଶାଶୁ

ଯାଜପୁର: ବୋହୂର ଜୀବନ ନେଲା ଶାଶୁ । ପାରିବାରିକ କଳହର କରୁଣ ପରିଣତି । ବୋହୁକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କଲା ଶାଶୁ । ଯାଜପୁର ଜିଲ୍ଲା ଧର୍ମଶାଳା ଶ୍ରୀରାମପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶାନ୍ତିଲତା ପରିଡ଼ାଙ୍କୁ ତାଙ୍କୁ ଶାଶୁ ମାରି ଦେଇଥିବା ଅଭିଯୋଗ ହୋଇଛି ।…

୧୯ ଯାଏଁ ବର୍ଷିବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ତେବେ ଆସନ୍ତା ୧୯ ତାରିଖ ଯାଏଁ ବର୍ଷା ଜାରି ରହିବ ବୋଲି ଅଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ଗତକାଲି ଦକ୍ଷିଣ ଆଣ୍ଡାମାନ ତତ୍ ସଲଗ୍ନ ଥାଇଲାଣ୍ଡ ଉପକୂଳରେ…

ଫିଲ୍ମ ‘ପୁଷ୍ପା’ ରୁ ଅଲ୍ଲୁ ଅର୍ଜୁନଙ୍କ ଡାସିଙ୍ଗ ଲୁକ୍ ଜାରି

ନୂଆଦିଲ୍ଲୀ : ସାଉଥ୍ ହିରୋ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ଏବେ ତାଙ୍କ ଅପକମିଂ ଫିଲ୍ମ ପୁଷ୍ପାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ପାଇଁ ତାଙ୍କ ଫ୍ୟାନ୍ସମାନେ ଖୁବ୍ ଉତ୍ସାହିତ । ଫିଲ୍ମର ଟ୍ରେଲର ଏବଂ ଗୀତ ମଧ୍ୟ ରିଲିଜ୍ ହୋଇ ସାରିଛି । ଏବେ ଫିଲ୍ମରେ ହିରୋ ଅଲ୍ଲୁ ଅର୍ଜୁନଙ୍କ…

ଡିସେମ୍ବର ୧ ତାରିଖ ଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ଡିସେମ୍ବର ୩୧ ଯାଏଁ ଜାରି ରହିବ। ଏହି ସମୟ ମଧ୍ୟରେ ମୋଟ୍‌ ୨୬ଟି କାର୍ଯ୍ୟ ଦିବସ ରହିବ। ମୋଟ୍‌ ୫ଟି ଛୁଟି ଦିବସ ରହିବ। ଛୁଟି ଦିବସ ଗୁଡ଼ିକ ହେଲା ଯେ, ଡିସେମ୍ବର…