Odia News Portal
Browsing Tag

swadhikar

ଡ୍ରେନରୁ ଉଦ୍ଧାର ହେଲା ଛାତ୍ରଙ୍କ ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲା ନାଳରେ ଭାସିଯାଇଥିବା ନିଖୋଜ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହର ସନ୍ଧାନ ମିଳିଛି । ପଞ୍ଚସଖା ନଗରର ମୁଖ୍ୟ ଡ୍ରେନ ନିକଟସ୍ଥ ବୁଦା ଭିତରୁ ମୃତଦେହ ମିଳିଛି । ଦୀର୍ଘ ୧୯ ଘଣ୍ଟାରୁ ଅଧିକ ସମୟ ପରେ ମିଳିଛି ଜ୍ୟୋତିପ୍ରକାଶଙ୍କ ମୃତଦେହ । ୩୪ ଜଣ ଅଗ୍ନିଶମ…

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୧୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୯୭ ଓ ସ୍ଥାନୀୟ ସଂକ୍ରମିତ ୨୧୩ ଜଣ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୯ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରେ ୩, ବାଲେଶ୍ୱର…

ଉପଯୁକ୍ତ ଚିକିତ୍ସା ଓ ସଚେତନତା ଦ୍ୱାରା ଶିଶୁ ମାନେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ପାରିବେ : ବିଶେଷଜ୍ଞ

ଭୁବନେଶ୍ୱର, : ଶିଶୁ ମାନଙ୍କ କ୍ଷେତ୍ରରେ କର୍କଟ ରୋଗର ଚିକିତ୍ସା କଷ୍ଟକର ହୋଇପାରେ କିନ୍ତୁ ନିରାଶାଜନକ ନୁହେଁ | ସଠିକ ସମୟରେ ଲକ୍ଷଣ ଚି଼ହ୍ନଟ, ଉପଯୁକ୍ତ ଚିକିତ୍ସା ଓ ପିତାମାତାଙ୍କ ଧର୍ଯ୍ୟ ରହିଲେ ଶିଶୁ କର୍କଟ ରୋଗରୁ ଆରୋଗ୍ୟ ମିଳି ପାରିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ…

ଚରଣଜିତ ସିଂହ ଚନ୍ନୀ ହେଲେ ପଞ୍ଜାବର ପ୍ରଥମ ଦଳିତ ଶିଖ୍ ମୁଖ୍ୟମନ୍ତ୍ରୀ

ଅମୃତସର: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଚରଣଜିତ ସିଂହ ଚନ୍ନୀ । ଏନେଇ ସୂଚନା ଦେଇଛନ୍ତି ପଞ୍ଜାବ ଦାୟିତ୍ୱରେ ଥିବା ପ୍ରଭାରୀ ହରିଶ ରାୱତ । ତେବେ ସେ ପ୍ରଥମ ଦଳିତ ଶିଖ୍ ଭାବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହାପୂର୍ବରୁ ସେ ବିଧାନସଭା ଦଳର ନେତା ଭାବରେ ମଧ୍ୟ ନିର୍ବାଚିତ…

ଟ୍ୟୁସନ ଯାଉଥିଲେ, ଭାସିଗଲେ ଛାତ୍ର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ପ୍ରଥମ ଘଟଣା। ନାଳରେ ଭାସିଯାଇ ନାବାଳକ ନିଖୋଜ। ଟ୍ୟୁସନ ଯିବା ବେଳେ ଡ୍ରେନରେ ଭାସିଗଲେ ନାବାଳକ। ଭୁବନେଶ୍ବର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀ ପାଖ ନାଳରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର। ସାଇକେଲ ନେଇ ଟ୍ୟୁସନ ଯାଉଥିବା ବେଳେ ନାଳରେ ପଡି ଯାଇଥିଲେ…

ସୁଖଜିନ୍ଦର ରନ୍ଧୱା ହୋଇପାରନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଅମୃତସର: ପଞ୍ଜାବର ପିସିସି ସଭାପତି ନବଜୋତ ସିଦ୍ଧୁଙ୍କ ଘନିଷ୍ଠ ବିଧାୟକ ସୁଖଜିନ୍ଦର ରାନ୍ଧୱା ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ହେବେ। ଏହାକୁ ଖୁବ ଶୀଘ୍ର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇପାରେ । ରାଜ୍ୟପାଳଙ୍କ ସହ ସୁଖଜିନ୍ଦର ରାନ୍ଧୱା ଏକ ନିଯୁକ୍ତି ଲୋଡିଛନ୍ତି। କଂଗ୍ରେସ ବିଧାୟକ ପ୍ରୀତମ…

ଓଲଟିଲା ଡଙ୍ଗା, ୨ ନିଖୋଜ

ପାରାଦୀପ: ଡଙ୍ଗା ଓଲଟି ପଡିବାରୁ ୨ ନିଖୋଜ ହୋଇଯାଇଥିବା ଜଣାପଡିଛି । ତେବେ ଆଜି ପାରାଦୀପ ନେହରୁ ବଙ୍ଗଳା ପାଖ ମୁହାଣରେ ଘଟିଛି ଏଭଳି ଅଘଟଣ । ସୂଚନା ଆନୁଯାୟୀ ଡଙ୍ଗାରେ ମୋଟ ୫ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ପରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ୨…

ଭାଇରାଲ ହେଉଛି ଆଲିଆଙ୍କ ହଟ ଫଟୋ, ଏମିତି କ୍ୟାପସନ ଦେଇ ପୋଷ୍ଟ କରିଥିଲେ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଭାଇରାଲ ହେବା ସହ ବେଶ ପ୍ରଂଶସା କରିଛନ୍ତି ଫ୍ୟାନ୍ସ । ସେ ପୋଷ୍ଟ କରିଥିବା ଫଟୋକୁ ଏବେ ୧୫ ମିଲିୟନରୁ ଅଧିକ ଲୋକ ଲାଇକ କରିସାରିଲେଣି । ଆଲିଆ ଭଟ୍ଟ ନିଜ ପ୍ରଶଂସକଙ୍କ ସହ ନିଜ ଖୁସି ବାଣ୍ଟିବାକୁ ଭୁଲି…

ନଭେମ୍ବର ୧ରୁ ମାଗଣା ରାସନ

ଲକ୍ଷେ୍ନø: ଆଉ ଦେବାକୁ ପଡ଼ିବନି ଟଙ୍କା । ଏଥରକ ମାଗଣାରେ ମିଳିବ ରାସନ । ଆଜି ଏଭଳି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହ୍ୱାନ । ଶିବରାଜ କହିଛନ୍ତି, ୧ ନଭେମ୍ବରରୁ ୮୯ ଜନଜାତି ଥିବା ବ୍ଲକରେ ପ୍ରତି ଘରକୁ ମାଗଣାରେ ରାସନ ଦିଆଯିବ। ଆଦିବାସୀ ଜନଜାତିଙ୍କୁ ନିଜ କାମ…

ଖେଳରତ୍ନ ପାଇଁ ପ୍ରମୋଦଙ୍କ ନାଁ ସୁପାରିଶ

ନୂଆଦିଲ୍ଲୀ: ଓଡ଼ିଶବାସୀଙ୍କ ଲାଗି ଖୁସି ଖବର । ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ମର୍ୟ୍ୟାଦାଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ପାଇଁ ପାରାଲିମ୍ପିକ କମିଟି ଅଫ୍ ଇଣ୍ଡିଆ (ପିସିଆଇ) ଟୋକିଓ ଅଲିମ୍ପିକ୍ସ ସ୍ଵର୍ଣ୍ଣପଦକ ବିଜୟୀ ପାରା ବ୍ୟାଡ଼ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କ ସହ ସୁଟର…