Odia News Portal
Browsing Tag

swadhikar

ମଣ୍ଡିରୁ ଉଠୁନି ଧାନ, ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ମଣ୍ଡିରୁ ଉଠୁନି ଧାନ । ଦାନା ବାନ୍ଧୁଛି ଚାଷୀ ଆନ୍ଦୋଳନ । ସମ୍ବଲପୁରରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ମଣ୍ଡିକୁ ଉଠିପାରିଲାନି ଧାନ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଚାଷୀ । ଗତକାଲି ଧାନ ଚାଷୀମାନେ ଧାନ ନେଇ…

ସାଂସଦ ବିଭୁ ତରାଇଙ୍କ କାର୍ ଦୁର୍ଘଟଣାଗସ୍ତ, ଅଳ୍ପକେ ବର୍ତ୍ତିଲେ ସାଂସଦ

ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ସାଂସଦ। ସାଂସଦ ଖେଳ ମହୋତ୍ସବରେ ଯୋଗ ଦେବା ପାଇଁ ଭୁବନେଶ୍ବରରୁ ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମକୁ ଆସୁଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥର ହାଜିପୁର ନିକଟରେ…

୧୭,୪୪୦ କୋଟିର ଅତିରିକ୍ତ ବଜେଟ: ମହିଳା ସୁରକ୍ଷା ପାଇଁ ନୂଆ ଯୋଜନା ‘ଶକ୍ତିଶ୍ରୀ’

ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଶାସନିକ ବ୍ୟୟ ବାବଦରେ ୩,୩୮୯ କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୩,୭୧୬ କୋଟି, ବିପର୍ଯ୍ୟୟ ପ୍ରଶମନ…

ଗୋଟିଏ ରାତିରେ ୩୦ ଗାଡ଼ି ଜବତ, କଡ଼ା ଆକ୍ସନ ନେଇଛନ୍ତି ଆଠଗଡ଼ ଉପ ଜିଲ୍ଲାପାଳ

ବାଲି ତଥା ଲଘୁ ଖଣିଜ ମାଫିଆଙ୍କୁ ନିସ୍ତାର ନାହିଁ । ଗୋଟିଏ ରାତିରେ ଜବତ ହେଲା ୩୦ ଗାଡି । ଆଠଗଡ଼ ଥାନା ଅଞ୍ଚଳରେ ଚୋରା ମେଟାଲ, ଚିପ୍ସ, ବାଲି ଚାଲାଣକାରୀଙ୍କ ଉପରେ କଡ଼ା ଆକ୍ସନ ନେଇଛନ୍ତି ଆଠଗଡ଼ ଉପ ଜିଲ୍ଲାପାଳ । ଗତକାଲି ଗୋଟିଏ ରାତିରେ ତିରିଶରୁ ଅଧିକ ଟ୍ରକ ଓ ହାଇୱା…

ନନ୍ଦନକାନନରେ ଶୀତ, ଜୀବଜନ୍ତୁଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା

ରାଜ୍ଯରେ ଶୀତ ବଢିବା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଶୀତ ପ୍ରକୋପରୁ ବର୍ତ୍ତିବାକୁ ବିଭିନ୍ନ ଖୁଆଡରେ ଶୀତକାଳୀନ ବ୍ୟବସ୍ଥା କରାଯାଇଛି । ବିଶେଷ କରି ସରୀସୃପ ଉଦ୍ୟାନ, ପକ୍ଷୀ ଖୁଆଡ଼, ସିମ୍ପାଞ୍ଜି ଓ ମାଙ୍କଡ଼ ଖୁଆଡ଼ ଆଦି…

ମା ଚର୍ଚ୍ଚିକାଙ୍କ ମନ୍ଦିରରୁ ଆଖି ଓ ହାର ଲୁଟିନେଲେ ଦୁର୍ବୃତ୍ତ

ଜଗତସିଂହପୁର ସହର ଚର୍ଚ୍ଚିକା ବଜାରସ୍ଥିତ ମା ଚର୍ଚ୍ଚିକାଙ୍କ ମନ୍ଦିରରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି | ଦୁର୍ବୃତ୍ତ ବିଗ୍ରହଙ୍କ ସୁନା ଆଖି, ହାର, ଚିତା ଆଦି ଲୁଟି ନେଇଛନ୍ତି | ଲୁଟ୍ ଅଳଙ୍କାରର ମୂଲ୍ୟ ୫ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି।ମିଳିଥିବା ସୂଚନା ଅନୁସାରେ, ଗତକାଲି…

ସରକାରୀ ଖାତାକୁ ଫେରିବ ସମୁଦ୍ର ଭିତରେ ଥିବା ଘରୋଇ ଜମି

ସମୁଦ୍ର ଓ ବେଳାଭୂମି ବିକ୍ରି ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତନାଘନା ଆରମ୍ଭ ହୋଇଛି। ରାଜନଗର ତହସିଲ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ସମୁଦ୍ର କିଣାବିକା ନେଇ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଇଛି। ଏଥିସହ ସମୁଦ୍ର ଗର୍ଭକୁ ଚାଲିଯାଇଥିବା ବ୍ୟକ୍ତିଗତ ଜମିକୁ ସରକାରୀ…

ସୁକିନ୍ଦା ରେଶମ ପୋକ ପ୍ରକଳ୍ପକୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘର ସ୍ବୀକୃତି

ଟାଟାଷ୍ଟିଲ ଫାଉଣ୍ଡେସନ ପରିଚାଳିତ ସୁକିନ୍ଦା ଇକୋରେସ୍ ଟସର(ରେଶମ) ସଂରକ୍ଷଣ ପ୍ରକଳ୍ପକୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ(ଆଇୟୁସିଏନ୍‌)ର ସୀକୃତି ପ୍ରାପ୍ତ ହୋଇଛି। କେନ୍ଦ୍ରୀୟ ରେଶମ ବୋର୍ଡ ଏବଂ କେନ୍ଦ୍ରୀୟ ରେଶମ ଗବେଷଣା ଓ ତାଲିମ ପ୍ରତିଷ୍ଠାନ(ସିଟିଆର୍‌ଟିଆଇ)…

ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ, ମୁହାଁମୁହିଁ ହେବେ ଶାସକ-ବିରୋଧୀ

ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ। କମ୍ପିବ ଗୃହ । ମୁହାଁମୁହିଁ ହେବେ ଶାସକ-ବିରୋଧୀ । ସରକାରଙ୍କୁ ଘେରିବାକୁ ବିଭିନ୍ନ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । କାଉଣ୍ଟର ପାଇଁ ପୁରା ତୟାର ଶାସକ ଦଳ। ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ତିନି ପ୍ରମୁଖ ଦଳର ବିଧାୟକ…

ଯୋଗଦେବେ ରାଷ୍ଟ୍ରପତି: ବିଧାନସଭାରେ ବିଧାୟକଙ୍କୁ ସମ୍ବୋଧିତ କରିବେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ଅପରାହ୍ଣ ୨ଟାରେ ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବେ। ଅପରାହ୍ଣ ୪ଟାରେ ରାଜଭବନ ପରିସରରେ ନୂଆ କଳିଙ୍ଗ ଅତିଥି ନିବାସକୁ ଲୋକାର୍ପଣ କରିବେ…