କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ସର୍ଚ୍ଚ ଅପରେସନ୍ ଜୋର୍ଦାର: ପୁଲିସ ସ୍କାନର୍ରେ ମାଓ ନେତ୍ରୀ ମମତା, ଇନ୍ଦୁ ଓ…
କନ୍ଧମାଳଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଙ୍ଗେରି ଜଙ୍ଗଲରେ ଗତକାଲି କନ୍ଧମାଳ ପୁଲିସ, ସିଆର୍ପିଏଫ୍ ଓ ବିଏସ୍ଏଫ୍ ଯବାନମାନେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଇଲାକାରେ ସର୍ଚ ଅପରେସନ୍ ଚଳାଇଥିବା ବେଳେ ଏକ ମାଓ କ୍ୟାମ୍ପ୍ ଠାବ କରିଥିଲେ। ଅପରେସନ୍ର ଖବର ପାଇ…
