ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ଶେଷ ପର୍ଯ୍ୟାୟରେ ପୁଲିସ ତଦନ୍ତ
ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ତଦନ୍ତ । ଆସନ୍ତାକାଲି ଦିଲ୍ଲୀରୁ ଫେରିବେ ପୁରୀ ଡିଏସ୍ପି ଓ ବଳଙ୍ଗା ଥାନା ଅଧିକାରୀ । ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ବୟାନ ରେଡର୍କ କରିଛି ପୁଲିସ୍ ।
ବୟାନରେ!-->!-->!-->…
