Odia News Portal
Browsing Tag

swarup kumar dash

ବାଲେଶ୍ୱର ବିଧାୟକଙ୍କୁ ପ୍ରଂଶସା କଲେ ମୁଖମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ୱର ବିଧାୟକଙ୍କ ନିସ୍ୱାର୍ଥପର କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଣ୍ଡାଧର ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ପାଣିଘେରରୁ ଉଦ୍ଧାର କରି ମେଡିକାଲେରେ ଭର୍ତ୍ତି କରିଥିଲେ ବିଧାୟକ । ଯାହାକୁ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ପାଣିଘେରରେ ଫସି ରହିଥିବା ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ବାଲେଶ୍ୱର ବିଧାୟକ

ବାଲେଶ୍ୱର: ବିଧାୟକଙ୍କ ବଡ଼ ପଣ । ଲୋକ ପ୍ରତିନିଧି ହେବ ତ ଏମିତି । ଦରଦୀବନ୍ଧୁ ସାଜିଲେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ । ପାଣିଘେରରେ ଫସି ରହିଥିବା ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ମେଡିକାଲେରେ ଭର୍ତ୍ତି କରିଛନ୍ତି ବିଧାୟକ । ଠିକ୍ ସମୟରେ ଉଦ୍ଧାର କରି ମେଡିକାଲ ନେଇଥିବାରୁ…