Odia News Portal
Browsing Tag

taliban

ସର୍ବକ୍ଷମା ଘୋଷଣା କଲା ତାଲିବାନ, ମହିଳାଙ୍କୁ ମିଳିବ ସ୍ୱାଧିନତା

କାବୁଲ:ଆଫଗାନିସ୍ତାନରେ ତାଲିବାନ ଶାସନ । ତାଲିବାନମାନେ ସମଗ୍ର ଆଫଗାନିସ୍ତାନ ସହ ରାଜଧାନୀ କାବୁଲ ଦଖଲ କରିନେବା ପରେ ଏକ ଅଶାନ୍ତ ଓ ଭୟାକୁଳ ପରିସ୍ଥିତିକୁ ଶାନ୍ତ କରିବା ନିମନ୍ତେ ମଙ୍ଗଳବାର ଦେଶ ସାରା ‘ସର୍ବକ୍ଷମା’ ଘୋଷଣା କରିଛନ୍ତି। ଏହା ସହିତ ମହିଳାମାନଙ୍କୁ ମଧ୍ୟ ସରକାରରେ ଭାଗ

ଆଫଗାନିସ୍ତାନରୁ ଭାରତ ଫେରିଲେ ୧୨୦ ଦୂତାଭାସ

କାବୁଲ: ଆଫଗାନିସ୍ତାନରେ ବଢ଼ିବାରେ ଲାଗିଛି ତାଲିବାନିଙ୍କ ଆତଙ୍କ । ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଥିବା ଧ୍ୱସ୍ତ ବିଧ୍ୱସ୍ତ ଆଫଗାନିସ୍ତାନରୁ ୧୨୦ ଜଣ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଭାରତୀୟ ବାୟୁସେନାର ସି-୧୭ ବିମାନ ସ୍ୱଦେଶ ଫେରିଆସିଛି। ଇତିମଧ୍ୟରେ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ

ଆଫଗାନିସ୍ତାନରେ ବୁର୍ଖା ପିନ୍ଧି ନଥିବା ମହିଳାଙ୍କୁ ହତ୍ଯା କଲେ ତାଲିବାନି

କାବୁଲ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରେ ତାଲିବାନର ଶାସନ। ରାଷ୍ଟ୍ରପତି ଭବନ ଉପରେ ତାଲିବାନ କବଜା କରିବା ପରେ ସେ ଦେଶ ଛାଡି ପଳାୟନ କରିଛନ୍ତି। ଆଫଗାନିସ୍ତାନର ଲୋକଙ୍କୁ ଦେଶ ଛାଡି ନଯିବାକୁ ତାଲିବାନ କହିଥିଲେ ମଧ୍ୟ ସାଧାରଣ ଜନତାଙ୍କ ଭିତ​‌ରେ ଆତଙ୍କ ଖେଳିଯାଇଛି। ଅନ୍ୟପକ୍ଷେ କାବୁଲ

କାବୁଲ ବିମାନ ବନ୍ଦରରେ ଗୁଳିମାଡ଼: ୮ ମୃତ

କାବୁଲ: ଆଫଗାନିସ୍ତାନ ପରିସ୍ଥିତି ଅଣାୟତ୍ତ ହୋଇପଡିଥିବାବେଳେ କୌଣସି ଯାତ୍ରୀବାହୀ ବିମାନ ଆଫଗାନ ଆକାଶ ସୀମା ମଧ୍ୟରେ ଉଡାଣ ନକରିବାକୁ ସତର୍କ ସୂଚନା ଜାରି କରାଯାଇଛି। ଇତିମଧ୍ୟରେ ଆଫଗାନିସ୍ତାନରୁ ନିଜ ନାଗରିକଙ୍କୁ ଫେରାଇ ନେବାକୁ ଆମେରିକା ଏବଂ ବ୍ରିଟେନର ସୈନ୍ୟମାନେ କାବୁଲ ବିମାନ

କାବୁଲରେ ପଶିଲା ତାଲିବାନ

ଭୁବନେଶ୍ୱର: ଏକ ହୃଦୟ ବିଦାରକ ବିକାଶରେ ତାଲିବାନ ଆତଙ୍କବାଦୀମାନେ ରାଜଧାନୀ କାବୁଲର ଉପକୂଳରେ ପ୍ରବେଶ କରିବା ଆରମ୍ଭ କରିଛନ୍ତି ବୋଲି ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ରବିବାର ଦିନ କହିଛି । ଅଧିକାରୀମାନେ ସୂଚନା ପ୍ରକାଶ କରିବାକୁ ଅନୁମତି ପାଇ ନ ଥିବାରୁ ନାମ ଗୋପନ ରଖିବା

ଭାରତକୁ ଚେତାବନୀ ଦେଲା ତାଲିବାନ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ପ୍ରାନ୍ତ ଦଖଲ କରି ଚାଲିଛି ତାଲିବାନ । ଏପରିକି ରାଜଧାନୀ କାବୁଲଠୁ ଆଉ କେଇ କିଲୋମିଟର ଦୂରରେ ଏହି ଆତଙ୍କୀ ଗୋଷ୍ଠୀ । ଏହା ମଧ୍ୟରେ ତାଲିବାନ ଭାରତକୁ ଦେଇଛି କଡା ଚେତାବନୀ । ବିଦ୍ରୋହୀ ସଂଗଠନର ମୁଖପାତ୍ର ସ୍ପଷ୍ଟ ଶବ୍ଦରେ କହିଛନ୍ତି,