Odia News Portal
Browsing Tag

taliban

କାବୁଲରେ ଲାଗିଲା ତାଲିବାନ ସରକାର ଗଠନର ହୋର୍ଡିଂ

ନୂଆଦିଲ୍ଲୀ : ଆଫଗାନକୁ ଜବରଦଖଲ କରିବା ପରେ ଏବେ ତାଲିବାନ ସରକାର ଗଠନ କରିବାକୁ ନିଷ୍ପତି ନେଇଛି । ଆଜି ବିଧିବଦ୍ଧ ଭାବେ ତାଲିବାନୀ ଶାସନ ଆଫଗାନରେ ଆରମ୍ଭ ହେବାକୁ ଯାଉଛି । ଆଜି କ୍ୟାବିନେଟ ଘୋଷଣା ହେବା ପୂର୍ବରୁ ଆଫଗାନୀସ୍ତାନର ସୂଚନା ଓ ସସ୍କୃତି ମନ୍ତ୍ରୀଳୟ ପକ୍ଷରୁ କାବୁଲରେ ବଡ଼ବଡ଼…

ମୁଲ୍ଲା ବରାଦରଙ୍କ ହାତରେ ତାଲିବାନ ସରକାର କମାଣ୍ଡ

ନୂଆଦିଲ୍ଲୀ : ତାଲିବାନ ଶାସିତ ଆଫଗାନିସ୍ତାନରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂତ୍ର ଅନୁସାରେ, ସରକାରର ନେତୃତ୍ବ ନେବେ ଶୀର୍ଷ ତାଲିବାନ ନେତା ମୁଲ୍ଲା ଅବ୍ଦୁଲ ଗନି ବରାଦର। ଏଥିସହ ମୁଲ୍ଲା ୟାକୁବ୍ ଏବଂ ଶେର ମହମ୍ମଦ ସ୍ତାନେକଜାଇଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବି ଦିଆଯିବ ବୋଲି…

ଆଫଗାନିସ୍ତାନରୁ ଆମେରିକୀୟ ସେନା ଫେରିଯିବା ପରେ ତାଲିବାନ ରକ୍ତମୁହାଁ

ଆଫଗାନିସ୍ତାନରୁ ଆମେରିକୀୟ ସେନା ଫେରିଯିବା ପରେ ତାଲିବାନ ରକ୍ତମୁହାଁ ହୋଇଯାଇଛି । ପଂଜୀଶର ଘାଟିରେ ତାଲିବାନ ବଡ଼ଧରଣର ଆକ୍ରମଣ କରିଛି । ପଂଜୀଶର ଘାଟୀରେ ତାଲିବାନ ବିରୋଧରେ ବିଦ୍ରୋହ କରୁଥିବା ତାଜିକ ନେତା ଅହମଦ ମସୂଦଙ୍କ ନିକଟତର ସୂତ୍ରରୁ କୁହାଯାଇଛି ଯେ, ତାଲିବାନ ଆତଙ୍କବାଦୀମାନେ…

ଭାରତ ସହ ବନ୍ଧୁତ୍ୱ ସ୍ଥାପନ କରିବାକୁ ଚାହୁଁଛି ତାଲିବାନ

ନୂଆଦିଲ୍ଲୀ: ଭାରତ ସହ ବନ୍ଧୁତ୍ୱ ସ୍ଥାପନ କରିବାକୁ ଚାହୁଁଛି ତାଲିବାନ । ଏକ ଜାତୟ ଗଣମାଧ୍ୟମକୁ ସ୍ୱତନ୍ତ୍ର ବାର୍ତ୍ତାଳାପରେ ତାଲିବାନର ନେତା ମୌଲଭି ଜିଆଉଲ ହକମଲ ଏଭଳି କହିଛନ୍ତ । ଭାରତ ଆମର ଶତ୍ରୁ ନୁହେଁ ଏବଂ ଆମେ ଭାରତ ସହ ଉନ୍ନତ ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ…

ଆମେରିକାକୁ ଧମକ ଦେଲା ତାଲିବାନ୍‌,ଦ୍ୱନ୍ଦରେ ବାଇଡେନ୍‌

କାବୁଲ: ଧର୍ମ ସଙ୍କଟରେ ପଡିଲା ଆମେରିକା। ତାଲିବାନର ଧମକରେ ଦ୍ୱନ୍ଦ୍ୱରେ ପଡିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ପୂର୍ବ ପ୍ରତିଶ୍ରୁତି ମୁତାବକ ଆମେରିକା ସେପ୍ଟେମ୍ବର ୧୧ ସୁଦ୍ଧା ସମସ୍ତ ସେନ୍ୟ ପ୍ରତ୍ୟାହାର କରିବ ବୋଲି ଆମେରିକା ପ୍ରଶାସନ ସ୍ପଷ୍ଟ କରିଥିଲା। ଏହା ପରେ ଅଗଷ୍ଟ ୩୧…

ପାକିସ୍ଥାନୀ ନେତାଙ୍କ ବିସ୍ପୋରକ ବୟାନ

ତାଲିବାନ୍ ନିଜ ଭାବମୂର୍ତ୍ତି ସଜାଡିବାକୁ ଚେଷ୍ଟା କରୁଥିବାବେଳେ ପାକିସ୍ତାନ ନେତାଙ୍କ ବିସ୍ଫୋରକ ବୟାନ ସମସ୍ତଙ୍କୁ ଚକିତ କରିଛି । ତାଲିବାନ ଦିନେ କାଶ୍ମୀରକୁ ବିଜୟ କରି ପାକିସ୍ତାନକୁ ଉପହାର ଭାବେ ଦେବ ବୋଲି ପାକିୀସ୍ତାନର ଇମ୍ରାନ ସରକାରଙ୍କ ନିଲମ୍ ଇର୍ସାଦ୍ ଶେଖ୍ ପାକିସ୍ତାନୀ…

ଭାରତୀୟଙ୍କୁ ଉଠାଇ ନେଲା ତାଲିବାନ !

କାବୁଲ: କାବୁଲ ଏୟାରପୋର୍ଟରୁ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନୀ ଆତଙ୍କି । ତେବେ ଏମାନଙ୍କ ମଧ୍ୟରେ ଅନେକ ଭାରତୀୟ ଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଉଛି । କାବୁଲ ଏୟାରପୋର୍ଟ ଗେଟ୍ ବାହାରୁ ଏମାନଙ୍କୁ ଉାଂଇ ନେଇଛନ୍ତି । ତେବେ ଭାରତୀୟମାନଙ୍କୁ ନେଇଥିବା ନେଇ କହିଛନ୍ତି…

ଭାରତକୁ ଆମଦାନୀ-ରପ୍ତାନୀ ବନ୍ଦ କଲା ତାଲିବାନ

ନୂଆଦିଲ୍ଲୀ: ଭାରତ ସହ ଆମଦାନୀ, ରପ୍ତାନୀ ବନ୍ଦ କଲା ତାଲିବାନ। ଆଫଗାନିସ୍ତାନ ଦଖଲ କରିବା ପରେ ଗୋଟିଏ ଗୋଟିଏ ନିଷ୍ପତ୍ତି ବଦଳାଉଛି ତାଲିବାନ। ଏବେ ଭାରତର ସହ ଆମଦାନୀ ଓ ରପ୍ତାନୀ କାରବାର ତାଲିବାନ ବନ୍ଦ କରିଦେଇଛି। ଫେଡେରସନ ଅଫ ଇଣ୍ଡିଆ ଏକ୍ସପର୍ଟ ଅର୍ଗାନାଇଜେସନ ପକ୍ଷରୁ ଏହି ସୂଚନା…

ତାଲିବାନ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି ସାଲିମା

କାବୁଲ: କାବୁଲର ପତନ ହୋଇ ସାରିଛି । ରାଷ୍ଟ୍ରପତି ନିଜ ଦେଶ ଓ ଦେଶବାସୀଙ୍କୁ ମଝି ଦରିଆରେ ଛାଡ଼ି ପଳାୟନ କରିଛନ୍ତି । ଅବଦୁଲ ଦୋସ୍ତୁମ ଭଳି ତାଲିବାନ ବିରୋଧୀ କମାଣ୍ଡର ମଜାର-ଏ-ସରିଫକୁ ତାଲିବାନ ହାତରେ ଅର୍ପଣ କରି ଆତ୍ମଗୋପନ କରିଛନ୍ତି । ଆଫଗାନିସ୍ତାନ ତାଲିବାନ ଆତଙ୍କର ଥରହର ହେଉଛି ।…

ସର୍ବକ୍ଷମା ଘୋଷଣା କଲା ତାଲିବାନ, ମହିଳାଙ୍କୁ ମିଳିବ ସ୍ୱାଧିନତା

କାବୁଲ:ଆଫଗାନିସ୍ତାନରେ ତାଲିବାନ ଶାସନ । ତାଲିବାନମାନେ ସମଗ୍ର ଆଫଗାନିସ୍ତାନ ସହ ରାଜଧାନୀ କାବୁଲ ଦଖଲ କରିନେବା ପରେ ଏକ ଅଶାନ୍ତ ଓ ଭୟାକୁଳ ପରିସ୍ଥିତିକୁ ଶାନ୍ତ କରିବା ନିମନ୍ତେ ମଙ୍ଗଳବାର ଦେଶ ସାରା ‘ସର୍ବକ୍ଷମା’ ଘୋଷଣା କରିଛନ୍ତି। ଏହା ସହିତ ମହିଳାମାନଙ୍କୁ ମଧ୍ୟ ସରକାରରେ ଭାଗ…